ପୁଅର ପ୍ରେମିକାକୁ ଘରକୁ ଡାକି ବାପା କଲା ଏହି ଲଜ୍ୟାଜନକ କାମ – ଯାହା ଆପଣ ସ୍ଵପ୍ନରେ ବି ଭାବି ନଥିବେ !

ହାଲ ହିଁ ରେ ଅପରାଧର ଏକ ଘଟଣା ତାମିଲନାଡ଼ୁର ନାଗପଟିନମ ରେ ସାମ୍ନାକୁ ଆସିଛି । ଏହି ଘଟଣାରେ ଦୋଷି ବାପା ବେଦାରଣମ ର ଶିମ୍ବୋଡାଇ ରେ ରହୁଥିବା ଏବଂ ତାଙ୍କ ଏହି ଇଲାକାରେ ଗାର୍ମେଣ୍ଟ ଦୋକାନ ଅଛି । ଏହି ଖବରରେ କୁହାଯାଇଛି ,ତାଙ୍କର ପୁଅ ଆଇଟିଆଇ ରେ ପଢୁଥିଲା ଯେତବେଳେ ସେ କଲେଜ ରେ ଥିଲା ଜଣେ ଝିଅକୁ ଭଲ ପାଇ ବସିଲା ।

ସେ ଦୁଇଜଣ ବିବାହ କରିବାର ନିସ୍ପତି ନେଲେ ସେ ଦୁଇଜଣ ଖେଳନା ଦୋକାନରେ କାର୍ଯ୍ୟ କରୁଥିଲେ । ଯେତବେଳେ ବାପାକୁ ପୁଅର ପ୍ରେମ ବିଷୟରେ ଜଣାପଡିଲା ସେତବେଳେ ସେ ଏହି ସଂପର୍କକୁ ନେଇ ବିରୋଧ କାଲେ । ସେ ସେହି ଦୁଇଜଣଙ୍କୁ ଅଲଗା କରିବା ପାଇଁ ଏକ ଷଡଯନ୍ତ୍ର କଲେ ଏବଂ ପ୍ରଥମେ ସେ ଝିଅ ସହିତ ଯୋଗାଯୋଗ କଲେ ।

ଏହାପରେ ସେ ଝିଅକୁ ବିବାହ କରିବା ନିମନ୍ତେ ବୁଝାଇ ଡକାଇଲା । ସେହି ଝିଅଟି ଭରଷା କଲା ଏବଂ ପୁଅର ବାପା ଙ୍କ ସହ ଦେଖା କରିବାକୁ ତାଙ୍କ ଘରକୁ ଆସିଲା । ପୁଅର ବାପା ସାଙ୍ଗେ ସାଙ୍ଗେ ତାର ଫୋନ କୁ ଛଡାଇ ନେଲା ଏବଂ ଜବରଦସ୍ତି ତା ବେକରେ ମଙ୍ଗଳସୂତ୍ର ପିନ୍ଧାଇଦେଲା ଏବଂ ତାପରେ ତା ସହିତ ବଳାତ୍କାର କଲା ।

ଏତେ ସବୁ ହେଲା ପରେ ବି ସେ ଝିଅକୁ ଘରେ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲା ବଳାତ୍କାରର ଦୁର୍ଘଟଣାର ପରିଣାମ ଦେଲା । ଯେତବେଳେ ଏହି କଥା ପୁଅକୁ ଜଣା ପଡିଲା ସେ ଘରକୁ ଆସି ଝିଅ ସହିତ ଦେଖା କଲା ଏବଂ ତାକୁ ନେଇ ଥାନାକୁ ଗଲା । ଏହାପରେ ଦୁଇଜଣ ପୁଲିସ ରେ ଏହାର ଅଭିଯୋଗ ଲେଖାଇଲେ ଏବଂ ପୁଲିସ ଘଟଣାର ଅନୁସନ୍ଧାନ ରେ ଲାଗିପଡିଛି ।

Leave a Reply

Your email address will not be published. Required fields are marked *