ପୁରା ଦୁନିଆ ଜାଣିଛି ତକିଆ ତଳେ ଏହି 1 ଜିନିଷ ରଖିକି ଶୋଇବା ଦ୍ଵାରା ଘରକୁ ଆସିଥାଏ ପୁଳା ପୁଳା ଟଙ୍କା

ବନ୍ଧୁଗଣ ରାତିରେ ଶୋଇବା ସମୟରେ ପ୍ରତେକ ମଣିଷ କୁ ତକିଆର ଜରୁରତ ହୋଇଥାଏ । ଏହି ତକିଆ ଦେଖିବାରେ ମାମୁଲି ହୋଇଥିଲେ ବି ସବୁ ଜିନିଷ ସାଧାରଣ ହୋଇନ ଥାଏ । ମଣିଷ ଯେତେ ଧନୀ ହୋଇଥିଲେ ବି ଶୋଇବା ପାଇଁ ସୁନାର ତକିଆ ନୁହେଁ ବରଂ ସାଧାରଣ ତକିଆର ଜରୁରତ ପଡିଥାଏ । ତକିଆର ଠିକ ପ୍ରୟୋଗ କରିପାରିଲେ ରାତାରାତି ଆପଣ ନିଜର ଭାଗ୍ୟ ଚମକାଇ ପାରିବେ । ଆଜି ଆମେ ଜାଣିବା ଶୋଇବା ସମୟରେ ତକିଆ ତଳେ କଣ ରଖିଲେ ବ୍ଯକ୍ତିର ଭାଗ୍ୟ ବଦଳିପାରେ ।

୧- ମଣିଷ ସଫଳତା ହେବା ପାଇଁ ଓ ପଜେଟିଭ ଊର୍ଜାର ସଂଚାର ପାଇଁ ତକିଆ ତଳେ ଗୋଟେ ମୟୂର ପଙ୍ଖ ନିଶ୍ଚୟ ରଖନ୍ତୁ । ଏହାଦ୍ଵାରା ବ୍ଯକ୍ତିର କୁଣ୍ଡିଳୀରେ ଥିବା ଦୋଷ ଦୂର ହୋଇଥାଏ ଓ ଭାଗ୍ୟ ସାଥ ଦେଇଥାଏ । ସକାଳୁ ଉଠିବା ପରେ ମୟୂର ପଙ୍ଖର ଦର୍ଶନ କରିକେ ପରିଣାମ ଭଲ ମିଳିଥାଏ ।

୨- ତୁଳସୀ ପତ୍ର : ଶୋଇବା ସମୟରେ ରାତିରେ ତକିଆ ତଳେ ତୁଳସୀ ପତ୍ର ଅବଶ୍ୟ ରଖନ୍ତୁ । ସକାଳୁ ତୁଳସୀ ପତ୍ର ଖାଇଲେ ନେଗେଟିଭ ଶକ୍ତି ଦୂର ହୁଏ ଓ ରୋଗ ଛୁଇଁପାରେ ନାହିଁ ।

୩- ରୂପାର ପଇସା ; ରାତିର ଶୋଇବା ସମୟରେ ତକିଆ ତଳେ ଏକ ଟଙ୍କା ରୂପାର କଏନ ରଖନ୍ତୁ । ସକାଳୁ ଉଠିବା ପରେ ଏହି ପଇସାକୁ ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ । ଦେଖିବେ ଆପଣଙ୍କର ସବୁ ଚିନ୍ତା ଦୂର ହେବ ଓ ଭାଗ୍ୟ ଚମକି ଯାଇପାରେ । ଏହି ଉପାୟକୁ ୧ ମାସ ଯାଏଁ ଲଗାତାର କରନ୍ତୁ ।

୪- ଯଦି ଆପଣଙ୍କ କୁଣ୍ଡଳୀରେ ସ୍ଥିତି ଠିକ ନାହିଁ ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ଚନ୍ଦିର ଟଙ୍କା ରଖନ୍ତୁ । ମଙ୍ଗଳ ଓ ବୁଧଙ୍କ ଦୋଷ ଲାଗି ରହିଛି ତେବେ ତକିଆ ତଳେ ସୁନା ଓ ଚାନ୍ଦି ଦ୍ଵାରା ମିଶ୍ରିତ ଗୋଟେ ଜିନିଷ ରଖନ୍ତୁ ।

୫- ଧାର୍ମିକ ବସ୍ତୁ : ରାତିରେ ଶୋଇବା ସମୟରେ ତକିଆ ତଳେ ଧାର୍ମିକ ବସ୍ତୁ ରଖିବା ଦ୍ଵାରା ବ୍ଯକ୍ତିର ଭାଗ୍ୟ ବଦଳି ଯାଇଥାଏ । ବ୍ଯକ୍ତିର କୌଣସି କାମ ଓ କଥାର ଭୟ ରୁହେ ନାହିଁ । ସେହି ବ୍ୟକ୍ତି ଭବିଷ୍ୟତରେ ସଫଳ ମଣିଷ ହୋଇପାରେ ।

୬- ଅନେକ ସମୟରେ ରାତିରେ ଶୋଇବା ସମୟରେ ଅଧାରୁ ନିଦ ଭାଙ୍ଗି ଯାଇଥାଏ କିମ୍ବା କୌଣସି ଖରାପ ସ୍ଵପ୍ନ ଦେଖିବା କାରଣରୁ ନିଦ ଭାଙ୍ଗି ଯାଇଥାଏ । ଖରାପ ସମୟ ଦେଖିଲେ ବ୍ୟକ୍ତି ଭୟଭୀତ ହୋଇପଡେ । ଏହି କ୍ଷେତ୍ରରେ ଶୋଇବା ପୂର୍ବରୁ ହାତ ଗୋଡ ଧୋଇ ବେଡ କୁ ଆସନ୍ତୁ । ଏହା ପରେ ହାଲକା ଭାବେ ନିଶ୍ଵାସ ନିଅନ୍ତୁ ଓ ଛାଡନ୍ତୁ ।

ଏହା ପରେ ଭଗବାନଙ୍କ ନାମ ଜପ କରିବେ । ଏହା ପରେ ସକାଳୁ ଉଠିବା ପରେ ଭଗବାନ ହୁଅନ୍ତୁ କି ଅନ୍ୟ ଗୁରୁଜନଙ୍କର ଫୋଟୋ ଦେଖି ପ୍ରଣାମ କରନ୍ତୁ । ଦେଖିବେ ଆପଣଙ୍କୁ ଖରାପ ସ୍ଵପ୍ନ ଆସିବ ନାହିଁ କି ଅଧା ରାତିରେ ନିଦ ଭାଙ୍ଗିବ ନାହିଁ । ଏହା ଦ୍ଵାରା ପଜେଟିଭ ପ୍ରଭାବ ବୃଦ୍ଧି ପାଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *