ପୁରୁଷ ଓ ନାରୀ କେଉଁ କର୍ମ କଲେ କଣ ଫଳ ମିଳିଥାଏ- Aajira Anuchinta

କଳି ଯୁଗରେ କେଉଁ ମାନେ କଣ  କଲେ କେଉଁ ଫଳ ମିଳେ । ବସ କରୁଥିବା ଗୃହରେ ଛେଳି ରଖିଲେ ଘରେ ଦାରିଦ୍ର୍ଯ  ଆସିଥାଏ । ମାନେ ରଖନ୍ତୁ ଘରେ କେବେବି ଛେଳି ପାଳିବେ ନହିଁ  ଏବଂ ତା ସହିତ ଘରେ ମଧ୍ୟ ଅଶାନ୍ତିଓ କଲି ଝଗଡା ଦେଖାଦେଇଥାଏ ।  ଆଉ ଘରେ ସବୁବେଳେ କଲି ଝଗଡା ହେଉଛି ସେହି ଘରେ କେବେବି ମାନ ଲକ୍ଷ୍ମୀ ବସ କରିବେ ନହିଁ ।  ଆଉ କେବେବି ଘରେ ଧନ ରହିବ ନହିଁ ସବୁବେଳେ ଧନର ଅଭାବ ରହିବ ।

ଆଉ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ କେବେବି ରହିବ ନହିଁ ସେଇ ଘର ଉପରେ । ଯେକୌଣସି କାର୍ଯ୍ୟ କରିବେ ଆପଣଙ୍କର ମଙ୍ଗଳ ହେବ ନହିଁ । ଯାହା କାଲେ ମଧ୍ୟ ସବୁ କାର୍ଯ୍ୟରେ ଆପଣ ଅସଫଳ ହେବେ । ଘରେ ସବୁବେଳେ ଗୀତା ଭାଗବତ ର ପାଠ କାଲେ ସେଇ ଗୃହରେ ସବୁବେଳେ ମା ଲକ୍ଷ୍ମୀ ବସ କରିଥାନ୍ତି । ଯଦି ସଫଳ ହେବାକୁ ଚହୁଁଛନ୍ତି ଘରେ ଧନ ସମ୍ପତି ବଢୁ, ଯେଉଁଠାରେ ଗୀତା ଭାଗବତର ପାଠ ହୋଇଥାଏ ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।

ତା ଛଡା ସ୍ଵାମୀ ସ୍ତ୍ରୀ ମଧ୍ୟରେ ବାକ ଯୁଧ୍ୟ ଲାଗିରହିଲେ ମଧ୍ୟ ମା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । ସବୁବେଳେ ଘରେ ସ୍ଵାମୀ ସ୍ତ୍ରୀ ଭିତରେ ପାଟି ହେଲେ ସେଠାରେ ଧନର କମି ଦେଖାଯିଅଥାଏ ଆଉ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଆଉ ସବୁବେଳେ ଦାରିଦ୍ର୍ୟତା ବୃଦ୍ଧି ପାଇବ । ଦାନ କାଲେ ମଧ୍ୟ ପୂଣ୍ୟ ବଢିଥାଏ । ଆପଣ ଯେଉଁ ଲୋକଙ୍କୁ ଭିକ୍ଷା ଓ ଦାନ ଦେଲେ ଆପନ୍ନକୁ ଆଶୀର୍ବାଦ ମିଳିବ ସହିତ ଆତ୍ମସନ୍ତୋଷ ମିଳିଥାଏ । ଏହି କଥା ସବୁବେଳେ ମାନେ ରାଜଖିବେ ଜୀବନରେ କେବେବି ବାପା ମାଙ୍କୁ ଅସନମାନ କରନ୍ତୁ ନହିଁ କାରଣ ସେମାନେ ହେଉଛନ୍ତି ଚଳନ୍ତି ଦେବତା ।

ତାଙ୍କ ଆଶୀର୍ବାଦ ରହିଲେ ଜୀବନରେ ବହୁତ ସଫଳ ହୋଇବେ । ସେମାନେ ଯାହା କହିଲେ ମଧ୍ୟ ତାଙ୍କ କଥାକୁ କେବେ ଧରିବେ ନହିଁ, କାରଣ ସେହି ଦୁଇଟି ଲୋକ ହୋଇଥାନ୍ତି ଜିଏକି ତୁମର ସବୁବେଳେ ଭଲ ଚାହିଁଥାନ୍ତି । ସେଥିଲାଗି ତାଙ୍କୁ କେବେବି ଅବହେଳା କରିବେ ନହିଁ । ଯେଉଁ ମାନେ ବାପା ମା ଙ୍କୁ ଦେବତା ଭଳି ପୂଜା କରିଥାନ୍ତି ଆଉ ତାଙ୍କ କଥାକୁ କେବେବି ଧରନ୍ତି ନହିଁ ଯାହାବି କହିଲେ । ସେ ଜୀବନରେ ବହୁତ ସଫଳ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *