ରାତିରେ ଭାତ ଖାଉଥିବା ଲୋକ ଏହି ଲେଖାଟି ନିଶ୍ଚୟ ପଢନ୍ତୁ 

ବନ୍ଧୁଗଣ ରାତି ସମୟରେ ଭାତ ଖାଉଥିବା ଲୋକଙ୍କ ଶରୀରରେ ହେଉଥିବା ସମସ୍ୟା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସବୁ ଜିନିଷ ଭଳି ଭାତରେ ଲାଭ ଓ କ୍ଷତି ଥାଏ । କେତେଥର ଭାତ ଖାଇବା ଦ୍ଵାରା ଏଲର୍ଜି ମଧ୍ୟ ହୋଇଥାଏ, ଭାତ ଖାଇବା ଦ୍ଵାରା ଅନେକ ଲାଭ ମଧ୍ୟ ହୋଇଥାଏ । ଯେତେବେଳେ ଅଧିକ ମାତ୍ରାରେ ଖାଇଥାଉ କିଛି ସମସ୍ୟା ଦେଖାଦେଇଥାଏ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ନିଉଟ୍ରିଶନର ଆବଶ୍ୟକ ହୋଇଥାଏ । କିନ୍ତୁ ଭାତରେ ଏହା ବହୁତ କମ ମାତ୍ରାରେ ରହିଥାଏ ।

Image Courtesy: Google

ଭାତରେ ଭିଟାମିନ c ଓ କ୍ୟାଲସିୟମ ବହୁତ କମ ମାତ୍ରାରେ ଥାଏ । ଯାହା ଦ୍ଵାରା ଅଧିକ ଭାତ ଖାଇବା ଦ୍ଵାରା ଆମ ହାଡକୁ ଦୁର୍ବଳ କରିଦିଏ । ଚଲାନ୍ତୁ ଜାଣିବା ରାତିରେ ଭାତ ଖାଇବା ଦ୍ଵାରା କାନସବୁ କ୍ଷତି ହୋଇଥାଏ । ଅଧିକ ଭାତ ଖାଇବା ଦ୍ଵାରା ମୋଟାପା ବଢିଥାଏ । ଭାତରେ ଫ୍ୟାଟ ଅଧିକ ମାତ୍ରାରେ ଥିବା ଯୋଗୁ ଏହା ମୋଟପା ବଢିବାର କାରଣ ହୋଇଥାଏ । ସେଥିପାଇଁ ମୋଟା ଲୋକଙ୍କ ପାଇଁ ଭାତ ବହୁତ କ୍ଷତିକାରକ ହୋଇଥାଏ । ଖାସ କରି ଏହାକୁ ରାତିରେ ଖାଇବା ଭଲ ନୁହେଁ ।

Image Courtesy: Google

ଅଧିକ ଭାତ ଖାଇବା ଦ୍ଵାରା ମଧୁମେହ ବଢିଥାଏ । ଅଧିକ ଭାତ ଖାଇବା ମଧୁମେହ ରୋଗୀଙ୍କ ପାଇଁ ବହୁତ କ୍ଷତିକାରକ । କାରଣ ଭତରା ସେବନ କରିବା ଦ୍ଵାରା ଶରୀରରେ ଗ୍ଳୁକୋଜର ମାତ୍ର ବଢିଯାଏ । ସୁଗାର ଅଧିକ ମାତ୍ରାରେ ବଢିଯାଏ । ସେଥିପାଇଁ ମଧୁମେହ ରୋଗୀମାନଙ୍କ ପାଇଁ ଭାତ ଆଟିକା ନ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।ଯଦି ଆପଣ ଭାତବିନ ରହି ପାରୁନାହାନ୍ତି ଆପଣ ବ୍ରାଉନ ରାଇସ ଖାଇ ପାରିବେ ।  କାରଣ ବ୍ରାଉନ ରାଇସ ଧଳା ରାଇସଠୁ କମ କ୍ଷତି କାରକ ହୋଇଥାଏ ।

Image Courtesy: Google

ଅଧିକ ଭାତ ଖାଇବା ଦ୍ଵାରା ଆଳସ୍ୟକୁ ବଢାଇଥାଏ । କାରଣ ଭାତ ଖାଇସାରିବା ପରେ ଶରୀରରେ ସୁଗାରର ମାତ୍ରା ଜଲ୍ଦି ବଢିଥାଏ । ଯାହାଦ୍ୱାରା ନିଦ ଜଲ୍ଦି ଆସିଥାଏ, ଏବଂ ଅଳସୁଆ ଲାଗିଥାଏ ।  ଭାତ ଅଧିକ ଖାଇବା ଦ୍ଵାରା ଆମର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ । ଅଧିକ ଭାତ ଖାଇବା ଦ୍ଵାରା ପେଟରେ ବିଭିନ ପ୍ରକାର ବିମାରି ବଢିଯାଏ । କାରଣ ଭାତରେ ଫାଇବରର ମାତ୍ର ବହୁତ କମ ଥାଏ । ଯାହା ଦ୍ଵାରା ଆମ ଶରୀରରେ ପାଚନ ତନ୍ତ୍ର ଦୁର୍ବଳ ହୋଇଯାଇଥାଏ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *