ରବିବାର 4 ଏପ୍ରିଲ ୨୦୨୧- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ କାରୋବାରରେ ବହୁତ ଭଲ ହେବ । ନୂଆ ସମ୍ପର୍କ ବନିବ ଓ ଲାଭକାରୀ ହେବ । ସରକାରୀ କ୍ଷେତ୍ରରେ ଲାଭ ମିଳିବ । ମନ ଚାହୁଁଥିବା କାମକୁ ପୁରା କରିବା ପାଇଁ ଆପନ୍ନକୁ ଟିକେ ଅପେକ୍ଷା କରିବାକୁ ପଡି ପରିବାର ସହିତ ସମୟ ବ୍ଯତୀତ କରିବା ପାଇଁ ଚେଷ୍ଟା କରିବେ । ବିଜନେସ ପାଇଁ ଦିନ ବହୁତ ଭଲ ରହିବ । ପିତାଙ୍କ ସହିତ ମତଭେଦ ହୋଇବ । ଶୁଭ ଅବସରର ଆୟୋଜନ ପାଇଁ ସମୟ ବହୁତ ଭଲ ରହିବ ।

ବୃଷ :- ଆଜି କିଛି ଘର ପାଇଁ ଖର୍ଚ କରିବ ଓ କୌଣସି ସମ୍ପତିକୁ କିଣିବା ପାଇଁ ବିଚାର କରୁଛନ୍ତି । ଆପଣଙ୍କ କାର୍ଯ୍ୟରେ ପରିବାରର ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟରେ ମାତା ପିତାଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନ ବହୁତ ଭଲ ରହିବ । ଚାକିରି କରିଥିବା ଲୋକଙ୍କ ପାଇଁ ଟ୍ରାନ୍ସଫର ହେବାର ଯୋଗ ରହିଛି । ଆଉ ବ୍ୟାପାରୀ ବର୍ଗଙ୍କୁ ବହୁତ ଭଲ ଲାଭ ମିଳିବ । ସାମାଜିକ କାର୍ଯ୍ୟ ପାଇଁ ଅଧିକ ବ୍ୟସ୍ତ ରୁହନ୍ତୁ ନହିଁ ନହେଲେ ନିଜ ପାଇଁ ସମୟ ବାହାର କରିପାରିବେ ନାହିଁ ।

ମିଥୁନ :- ଘରେ ସୁଖ ସୁବିଧାରେ ବୃଦ୍ଧି ହେବ । ନୂଆ ସମ୍ପର୍କ ବନିବ ଯାହା ଆଗକୁ ଯାଇ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବିଗିଡି ଥିବା କାମକୁ ସଜାଡିବା ପାଇଁ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କ  ଭାବିବାର ଶୈଳୀରେ ଚେଞ୍ଜେସ ହୋଇପାରେ । ସାଙ୍ଗଙ୍କ ଠାରୁ ସମୟରେ ସାହାର୍ଯ୍ୟ ମିଳିବ । ଘର ପରିବାରର କାମକୁ ସରାଇବେ ପାଇଁ ମନ ଲାଗିବ । ମଉଜ ମସ୍ତି ଓ ମନୋରଞ୍ଜନ ପ୍ରବୃତିରେ ସମୟ ବ୍ଯତୀତ ହେବ । ସାମାଜିକ କ୍ଷେତ୍ରରେ ପ୍ରଭାବ ଓ ସନମାନ ମିଳିବ ।

କର୍କଟ :- ଆଜି ଆର୍ଥିକ ସଫଳତାର ନୂଆ ରାସ୍ତା ମିଳିବ । ଆଜି ଧର୍ମ ବା ଶୁଭ କାର୍ଯ୍ୟ ପ୍ରତି ରୁଚି ବଢିବ । କାର୍ଯ୍ୟ ବ୍ୟବସାୟ ଏବଂ ମାନ ସନମାନରେ ବୃଦ୍ଧି ହେବ ଆଜି ଭୋଜନରେ ଅନିୟମିତତା କରନ୍ତୁ ନହିଁ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଯେଉଁ ଲୋକ କାହା ସହିତ ପ୍ରେମ କରୁଛନ୍ତି, ତାଙ୍କୁ ଆଜି ନିଜ ପ୍ରିୟଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବାକୁ ପଡିବ କାରଣ ସେ ଟିକେ ରାଗି ପାରନ୍ତି । ଆଜି ଆପଣଙ୍କ ଖାଦ୍ଯ ପେୟରେ ନିୟତ୍ରଣର ଆବଶ୍ୟକ ରହିଛି । ବାହାରେ ଅଧିକ ଭୋଜନ କରନ୍ତୁ ନହିଁ ।

ସିଂହ :- ମିତ୍ର, ନିଜ ସମ୍ପର୍କୀୟ ଓ ବଡ ଲୋକଙ୍କ ଠାରୁ ଲାଭ ପ୍ରାପ୍ତ ହେବାର ସଙ୍କେତ ରହିଛି । ସାଂସାରିକ ଜୀବନରେ ଆନନ୍ଦରେ  ଆନନ୍ଦର ଅନୁଭବ ରହିଛି । ପରୋପକାର କରିବାର ଭାବନା ରହିଛି  । ଆପଣ କୌଣସି ଭଲ ଖବରର ଅପେକ୍ଷାରେ ରହିଛନ୍ତି । ଆମୋଦ ପ୍ରମୋଦରେ ଆପଣଙ୍କ ବ୍ଯତୀତ ହେବ । ଆଜି କୌଣସି ନିଜ ଲୋକଙ୍କ ଠାରୁ ଧୋକା ମିଳିପାରେ ।

କନ୍ୟା :- ଆଜି ଆପଣଙ୍କୁ ପଢା ମାମଲାରେ ବହୁତ ଲାଭ ମିଳିବ । କାମ ମାମଲାରେ ଆପଣଙ୍କ ପ୍ରତିଭା ଆପଣଙ୍କ କମରେ ଆସିବ ଓ ଆପଣ ନିଜ କାମକୁ ଆଗକୁ ବଢାଇବା ପାଇଁ ସଫଳ ହେବେ । ଜୀବନ ସାଥି ଆପଣଙ୍କ ଭାବନାକୁ ସନମାନ କରିବେ । ଶେଠୀ ପାଇଁ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ । ସ୍ୱାସ୍ଥ୍ୟ ପାଇ ଆଜିର ଦିନ ବହୁତ ଭଲ ରହିବ । ନିୟମିତ ବ୍ୟାୟମ କରିବା ଦ୍ଵାରା ସୁସ୍ଥ ରହିବେ ।

ତୁଳା :- ବ୍ୟାପାରୀ ମାନଙ୍କୁ ଉତ୍ତମ ଲାଭ ମିଳିବ । ନିଜ ବିଚାର ଜାହିର କରିବା ଓ ଅନ୍ୟକୁ ନିଜ ବିଚାର ଉପରେ ସହମତି କରାଇବା ପାଇଁ ଆପଣ ବହୁତ ସଫଳ ରହିବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ଚାକିରି କରିଥିବା ଲୋକଙ୍କୁ ତାଙ୍କ ଉପରେ ଧ୍ୟାନ ରଖିବା ଆବଶ୍ୟକ ଓ ବସ ସହିତ ଝଗଡା କରନ୍ତୁ ନହିଁ । ପରିବାରର କିଛି ଲୋକଙ୍କ ନିଜ କାମ କାର୍ଯ୍ୟ ଓ ପ୍ଲାନିଂ ସେୟାର କରିବେ ।

ବିଛା :- ସଂଗୀତ ପ୍ରତି ଆକର୍ଷିତ ରହିବେ । ଶିକ୍ଷାରେ ଭଲ ପରିଣାମ ମିଳିବ । ପରିବାରରେ ଚାଲିଥିବା ଗତିବିଧି ଉପରେ ଧ୍ୟାନ ଦେବେ ଓ ଆଗକୁ ଗତି ବିଧିର ପ୍ଳାନ ବନାଇବେ । ମୂଲ୍ଯବାନ ଜିନିଷ ଉପରେ ଖର୍ଚ ଅଧିକ ହୋଇପାରେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପାରିବାରିକ ଜୀବନରେ ଶାନ୍ତି ପୂର୍ଣ ରହିବ  ।

ଧନୁ :- ଆଜି ହଠାତ ଧନର ପ୍ରାପ୍ତି ହୋଇପାରେ । ଶେଥି ପାଇଁ ଆପଣଙ୍କ ବଜେଟରେ ସୁଧାର ଆସିବ । ହିମତ ଓ ଦିମାଗରେ ବିଗିଡି ଥିବା ସ୍ଥିତି ସମ୍ଭାଳିବା ସଫଳ ହେବ । ବ୍ୟବସାୟରେ ନୂଆ ଯୋଜନା ବନାଇବେ । । ଭଲ ବ୍ଯବହାର କାରଣରୁ କିଛି ଲୋକ ଆପଣଙ୍କୁ ସାହାର୍ଯ୍ୟ କରିବେ । ରହିଯାଇଥିବା କାମ ପୁରା ହେବାର ସମ୍ଭାବନା ରହିଛି । ପରିବାର ଲୋକଙ୍କ ସ୍ଵାସ୍ଥ୍ୟକୁ ନେଇ ଆପଣଙ୍କୁ ଚିନ୍ତା ହୋଇପାରେ । ପଇସା ମାମଲାରେ ଦିନ ଭଲ ରହିବ ।

ମକର :- କାର୍ଯ୍ୟ ପୂର୍ଣ ହେବାର ପ୍ରବଳ ଆଶା ରହିଛି । ସ୍ୱାସ୍ଥ୍ୟ ଭଲ ରହିବା ଦ୍ଵାରା ସୁଖ ଓ ଆନନ୍ଦ ମିଳିବ । ଅବିବାହିତ ଲୋକଙ୍କ ବିବାହ ପ୍ରସ୍ତାବ ମିଳିବ । ଜୀବନ ସାଥି ଆପଣଙ୍କ ବୁଆବହର ଦ୍ଵାରା ପ୍ରଭାବିତ ହେବେ । ଆଜି ପରିବାରର ବଡ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ ସଫଳତା ମିଳିବ ।

କୁମ୍ଭ :- ଆଜି ଆପଣଙ୍କୁ ଶିକ୍ଷା କାର୍ଯ୍ୟରେ ସଫଳତା ମିଳିପାରେ । ମନରେ ସକାରାତ୍ମକ ବିଚାର ଆସିପାରେ, ଯେଉଁଥିରେ କାର୍ଯ୍ୟରେ ସଫଳତା ମିଳିବ । ଶତ୍ରୁ ପକ୍ଷ ନିର୍ବଳ ରହିବେ । ପରିଜନଙ୍କ ସହିତ ସମୟ ଆନନ୍ଦ ପୂର୍ବକ ବିତାଇବେ । ଆପଣଙ୍କୁ ହଠାତ ଫାଇଦା ହୋଇପାରେ ମିତ୍ର ଓ ସଜନଙ୍କ ସହଯୋଗ ଦ୍ଵାରା ସ୍ଥିତି ନିୟତ୍ରଣରେ ରହିବ । କାର୍ଯ୍ୟ କ୍ଷେତ୍ରରେ ବାରିଷ୍ଠଙ୍କ ପ୍ରେସର ରହିବ । ଆଜିର ଦିନ ମଉଜ ମସ୍ତି ଓ ଆନନ୍ଦ ଭରା ରହିବ ।

ମୀନ :- ଆଜି ବିନା କଥାରେ ଆପଣ ଦୁଃଖୀ ହୋଇବେ । ଆପଣଙ୍କ ପରିଶ୍ରମ ଆପଣଙ୍କ ପକ୍ଷରେ ଛିଡା ହୋଇବ, ଯେଉଁଥିରେ କାମର ଭଲ ଫଳ ମିଳିବ । ପରିଜନଙ୍କ ସହିତ ଆପଣଙ୍କୁ ବହୁତ ସମୟ ବିତାଇବାର ସୁଯୋଗ ମିଳିବ ନାହିଁ । କିନ୍ତୁ ସମ୍ପର୍କରେ ତାଳମେଳ ରହିବ । ସରକାରୀ କ୍ଷେତ୍ରରେ ଲାଭର ଯୋଗ ବନୁଛି । ଆପଣଙ୍କ ସମୟ ଭଲ ବିତିବ । ବହୁତ ଦିନରୁ ଚାଲୁଥିବା ପ୍ରେମ ସମ୍ପର୍କକୁ ବିବାହରେ ବଦଳାଇବେ ।

Leave a Reply

Your email address will not be published. Required fields are marked *