ରାତି ୧୦ ଟାରୁ ସକଳ ୫ ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାରେ ନାଇଟ କର୍ଫ୍ଯୁ, ଆପଣଙ୍କ ଜିଲ୍ଲା ନାହିଁ ତ

୧୦ ଟି ଜିଲ୍ଲାରେ ନାଇଟ କର୍ଫୁ ଲାଗୁ କରାଯାଉଛି ତେବେ ରାତି ଦଶଟାରୁ ୫ ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ରାତି ଦଶରୁ ସକାଳ ୫ ଟା ପର୍ଯ୍ୟନ୍ତ ଜରୁରୀ କାଳୀନ ସେବାକୁ ଏଥିରୁ ବାଦ ଦିଆଯାଉଛି ।  ରାଜ୍ୟକୁ ପୁଣି ଫେରିଛି ନାଇଟ କର୍ଫ୍ଯୁ ବଲାଙ୍ଗୀରି, ନୂଆପଡା, କଳାହାଣ୍ଡି, ନବରଂଗ ପୁରରେ ଜାରି କରାଯାଉଛି ନାଇଟ କର୍ଫ୍ଯୁ । ମାଲକାନା ଗିରି, କୋରାପୁଟରେ ମଧ୍ୟ ଲାଗିଲା ନାଇଟ କର୍ଫ୍ଯୁ । ପ୍ରଶାସନ ନାଇଟ କର୍ଫ୍ଯୁକୁ ଲାଗୁ କରୁଛନ୍ତି । ଏପ୍ରିଲ ୫ ଅର୍ଥାତ ସୋମବାରରୁ ନାଇଟ କର୍ଫ୍ଯୁ ଲାଗୁ ହେଉଛି ।

ସଂକ୍ରମଣ ଯେଉଁ ଭଳି ବୃଦ୍ଧି ହେଉଛି, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଅପରି ନିସ୍ପତି ଗ୍ରହଣ କରାଯାଇଛି । ସରକାରଙ୍କ ପକ୍ଷରୁ ୧୦ ଟି ଜିଲ୍ଲାରେ ନାଇଟ କର୍ଫ୍ଯୁ ଲାଗୁ କରାଯାଉଛି । ଗତବର୍ଷ ଯେଉଁ ଭଳି ନାଇଟ କର୍ଫ୍ଯୁ ଲାଗୁ କରଯାଇଥିଲା ଏହି ବର୍ଷ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ସଂକ୍ରମଣର ହାର ବହୁତ ଅଧିକ ବଢି ସାରିଛି । ସର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ ରହୁଛି । ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି ଓ ମୃତ୍ୟୁ ହାର ୨୪ ଘଣ୍ଟାରେ ୭୦୦ ରୁ ଅଧିକ ରହିଛି । ସେଥି ଲାଗି ଏହା ବହୁତ ଚିନ୍ତା ଜନକ ବିଷୟ ହୋଇଛି ।

ଗୋଟେ ପଟରେ ବ୍ୟାକସିନେସନ ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ସରକାରଙ୍କୁ ଚିନ୍ତାରେ ପକାଉଚି । ଏଥିପାଇଁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ନାଇଟ କର୍ଫ୍ଯୁର ଦେଖାଯାଉଛି । କିନ୍ତୁ ଓଡିଶାରେ ଯେଉଁଠି ଚିତ୍ର ଆସୁଛି ୧୦ ଟି ଜିଲ୍ଲାରେ ନାଇଟ କର୍ଫ୍ଯୁ କରାଯାଉଛି । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗୀରି, ନୂଆପଡା, କଳାହାଣ୍ଡି, ନବରଂଗ ପୁର, କୋରାପୁଟ,ମାଲକାନା ଗିରି, ଏହି ସବୁ ଜିଲ୍ଲାରେ ନାଇଟ କର୍ଫ୍ଯୁ ଜାରି କରାଯାଉଛି ।  ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ଯୁ ଜାରି କରାଯାଉଛି ।

ସକ୍ରିୟ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ଏବଂ ଯେଉଁ ମାନେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ କିଭଳି କଣ୍ଟେନମେଣ୍ଟ ଜୋନରେ ରଖାଯିବ ତାର ମଧ୍ୟ ବ୍ୟବସ୍ତା କରୁଛନ୍ତୁ ପ୍ରଶାସନ । ଟା ସହିତ ସବୁଠୁ ବାଦ କଥା ହେଉଛିକି ଯେଉଁ ବ୍ୟକ୍ତି ମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଣ ଗହଳି ସ୍ଥାନ ଭିତରେ ଅଧିକ ରୋକ ଲଗାଯାଉଛି । ସରକାର ଏହି ସବୁ କଥାକୁ ଧ୍ୟାନ ଦେଉଛନ୍ତି । ଯେଉଁ ଭଳି ସ୍ଥିତି ନିୟତ୍ରାଣ ବାହାରକୁ ଯିବାକୁ ଲାଗିଲାଣି ଏହା ଭିତରେ ସାରକେ ଘୋଷଣା କରୁଛନ୍ତି ନାଇଟ କର୍ଫ୍ଯୁ ।

Leave a Reply

Your email address will not be published. Required fields are marked *