ଓଡିଆ ଫିଲ୍ମ ଦୁନିଆର ଏହି ଦିଗଜ କଳାକାରଙ୍କର ହେଲା ମୃତ୍ୟୁ, ଓଲିଉଡ ଜଗତରେ ଶୋକର ଛାୟା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମ ୱେବ ପୋର୍ଟାଲକୁ ସ୍ଵାଗତ । ସବୁଦିନ ଭଳି ଆଜି ଆମେ ନେଇ ଆସିଛୁ ଆପଣଙ୍କ ପାଇଁ କିଛି କହସ ଖବର । ଯେମିତି କି ଆପଣ ଜାଣିଛନ୍ତି ବର୍ତ୍ତମାନ ସମୟରେ ପ୍ରତ୍ୟକ ଦିନ କିଛି ନା କିଛି ଖରାପ ଖବର ନିଶ୍ଚୟ ମିଳୁଛି, ସେ କିରନ ଖେର ଙ୍କ କର୍କଟ ରୋଗ ବିଷୟରେ ହେଉ କି ଓଲିଉଡ ଜଗତର କୌଣସି କଳାକାରଙ୍କ ଦେହାନ୍ତ ବିଷୟରେ ହେଉ । ଏହି କିଛି ବର୍ଷ ହେବ ଓଲିଉଡ ଓ ବଲୀଉଡ ଜଗତକୁ ଯେମିତି କାଳ ଗ୍ରାସିଛି ।

ଗୋଟେ ପରେ ଗୋଟେ ଭଲ ଭଲ ଦିଗଜ କଳାକର ଏ ଦୁନିଆ ଛାଡି ଦେଉଛନ୍ତି । କେବଳ ଓଲିଉଡ ନୁହେଁ ବଲୀଉଡରେ ମଧ୍ୟ ଗୋଟେ ପରେ ଗୋଟେ ବଡ କଳାକାର ଆଖି ବୁଜୁଛନ୍ତି । ତେବେ ବର୍ତ୍ତମାନ ଯାହା ଖବର ଆସୁଛି ଓଲିଉଡ ଜଗତ ପୁଣି ହରାଇଛି ଜଣେ ବରିଷ୍ଠ କଳାକାରଙ୍କୁ । ତେବ ସେଇ ନିଦଭରା ରାତି, ନୂପୁର ମୋ ପାଦେ,ଏବଂ ଆଖିରେ ଲୁହ ଭଳି ଅନେକ ଚଳଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଥିବା ନିର୍ଦେଶକ ଆଦେନୀ ଆଉ ନାହାନ୍ତି । ଏହି ବଡ କଳାକରଙ୍କ ଦେହାନ୍ତରେ ସାରା ଓଲିଉଡ ଜଗତ ବର୍ତ୍ତମାନ ଶୋକରେ ।

ତେବେ ଇଂଜେ ଆଦେନୀଙ୍କୁ ଏବେବି ଝୁରୁଛି ଓଲିଉଡ ଜଗତ । ଅନେକ ସୁପର ହିଟ ଗୀତରେ ଡିରେକଶନ ଦେବା ସହିତ ସେ ଅନେକ ଚଳଚିତ୍ର ମଧ୍ୟ ହିଟ କରାଇ ଥିଲେ । ଏବଂ ତାଙ୍କ ନିର୍ଦେଶିତ ଅନେକ ଚଳଚିତ୍ରର ଗୀତ ଲୋକ ମାନଙ୍କୁ ସେଇ ସମୟରେ ବହୁତ ପସନ୍ଦ ଆସିଥିଲା । କଟକରେ ଜନ୍ମ ନେଇ କଟକରେ ୮୫ ବୟସରେ ଶେଷ ନିଶ୍ଵାସ ନେଲେ ଆଦେନୀ । ସେ ତାଙ୍କ ଶେଷ ନିଶ୍ଵାସ ନେବା ପୂର୍ବରୁ ବହୁତ ସଂଘର୍ଷ କରିଥିଲେ । ସେ ତାଙ୍କର ସଫଳତାର ରହସ୍ୟ କାହାକୁ ଜଣାଇ ନଥିଲେ ମଧ୍ୟ ଓଡିଆ ଫିଲ୍ମ ଜଗତରେ ଗୋଟିଏ ଅପୁରଣନୀୟ ସ୍ଥାନ ସୃଷ୍ଟି କରିଥିଲେ ଆଦେନୀ ।

ତାଙ୍କର ଅନୁତାପ ଭଳି ଚଳଚିତ୍ର ଲୋକ ମାନଙ୍କ ହୃଦୟକୁ ବେସ ଛୁଇଁ ଥିଲା । ତାଙ୍କ ନିର୍ଦେଶିତ ଗୀତ ଗୁଡିକ ଲୋକ ମାନଙ୍କୁ ଯେତିକି ପସନ୍ଦ ଥିଲା ଲୋକ ହିସାବରେ ଆଦେନୀ ମଧ୍ୟ ସେହିଭଳି ବ୍ୟକ୍ତିତ୍ବ ଥିଲେ । ଏବେ ମଧ୍ୟ ଓଲିଉଡ ଜଗତ ତାଙ୍କ ବିୟୋଗରେ ଗଭୀର ଶୋକରେ ଅଛି । ଆଦେନୀଙ୍କ ପାଇଁ ଆମେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ । ଓଲିଉଡ ଜଗତରେ ତାଙ୍କ ସ୍ଥାନ କେହି ପୂରଣ କରିପାରିବେନି ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *