ରାଜା ଭଳି  ଜୀବନ କାଟିବେ ଏହି ୫ ଟି ରାଶି ବ୍ୟକ୍ତି, ରାତାରାତି ହେବେ କୋଟିପତି

ଆପଣ ମାନେ ଜାଣିଛନ୍ତି ରାଶି ଚକ୍ରରେ ବାର ଗୋଟି ରାଶି ରହିଛି । ୧୨ ଗୋଟି ରାଶିର ରାଶିଫଳ ଗ୍ରହ ମାନଙ୍କ ପରିଚାଳନରେ ନିର୍ଧାରିତ ହୋଇଥାଏ । ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତେକ ବ୍ଯକ୍ତିର କୁଣ୍ଡଳୀ ବ ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ରହିଥାଏ ।

ଏହି ଗ୍ରହ ମାନଙ୍କ ଚାଳନ କିଛି ରାଶି ଉପରେ ଶୁଭ ପ୍ରଭାବ ପକାଇ ଥାଏ ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ । ପ୍ରତେକ ଦିନ ଗ୍ରହରେ କିଛି ନ କିଛି ପରିବର୍ତନ ଘଟୁଛି । ସେହି ପରି ଚାରିଟି ରାଶି ଉପରେ ଆଜି ଠାରୁ ଗ୍ରହ ମାନଙ୍କର କୁପ୍ରଭା ପଡିବାକୁ ଯାଉଛି । ଏହି ଚାରି ଗୋଟି ରାଶିର ଲୋକ ମାନଙ୍କୁ ସାବଧାନତାର ରହିବାକୁ ପଡିବ । ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

Image Courtesy: Google

ମିଥୁନ ରାଶି – ଲୋକ ପ୍ରିୟତା ହ୍ରାସ ପାଇବ ଓ ନିଜର ଆସ୍ଥା ହରାଇବେ । ଅର୍ଥ ଅଭାବ ଅନୁଭବ କରିପାରନ୍ତି । କୌଣସି ଗୋଟେ ବଡ ଧରଣର ଯୋଜନାରେ ପରିବର୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ ଓ ଖରଚ ବଡିବାରୁ ବିଚଳିତ ରହିବେ ।

Image Courtesy: Google

କର୍କଟ ରାଶି – ଆପଣଙ୍କର ମାନସିକ ଅଶାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । କୌଣସି ଜାଗାରେ ଅପମାନିତ ହୋଇପାରନ୍ତି । ଅବାଞ୍ଛିତ ପରିଷ୍ଟିତିରେ ପଡିଯିବେ । ଶାରୀରିକ କଷ୍ଟ ଭୋଗିବେ, ଆପଣଙ୍କ ପରିବାରରେ କଳହ ସୃଷ୍ଟି ହୋଇପାରେ ।  ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅର୍ଣ୍ଣ ବା କିଛି  ସାହାର୍ଯ୍ୟ କରନ୍ତୁ ।

Image Courtesy: Google

ତୃତୀୟ ରାଶି ହେଉଛି ମୀନ ରାଶି – ଅର୍ଥ ଅଭାବର ଆଭାସ ମିଳିବ, ନିଜର ପରିବେଶରେ ପରିବର୍ତନ ହେବ । ମାନସନମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନହିଁ । ପରିବାରରେ ବିଶ୍ରୂଙ୍ଖଳା ଦେଖାଦେଇପାରେ । ଆଳସ୍ୟ ଅନୁଭବ କରିବେ ।  ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ମାନସିକ ଉଦ୍ବେଗ ବଢିଯିବ । କାର୍ଯ୍ୟରେ ଅବନତି ଘଟିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତି ମଙ୍ଗଲ ବାର ଦିନ  ହନୁମାନ ଚାଳିଶାର ପାଠ କରନ୍ତୁ । ହନୁମାନଙ୍କ ମନ୍ଦିର ଯାଇ ହନୁମାନଙ୍କ ଚରଣରେ ମୁଣ୍ଡିଆ ମାରନ୍ତି ।

Image Courtesy: Google

ବିଛା ରାଶି – ଭୟବିତ ମଧ୍ୟରେ ସମୟ ଅତିବାହିତ ହେବ । ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରିବେ । ମାନସିକ ଚାପ ପଡିପାରେ । ବ୍ୟସ୍ତତା ଭିତରେ ସମୟ କଟିପାରେ । ଅଭାବ ଅନାତନରେ ଦିନ କାଟିବ । ବିଶ୍ବାସ ଘାତକତର ଶିକାର ହୋଇପାରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *