ଏହି ଉପାୟ କରି ଦେଖନ୍ତୁ, ତା ପରେ ଯାହା ହେବ ଜାଣି ବିଶ୍ବାସ ହେବନି

ବନ୍ଧୁଗଣ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ସମସ୍ତଙ୍କ ଠୁ ଏକ ବଡ଼ କଥା ଗୁପ୍ତ ରଖା ଯାଇଛି , ଏକ ବଡ଼ ସତ୍ୟ କୁଚାଯାଇଛି , ଏବଂ ଏହି କାମ ସମସ୍ତେ ମିଶି କରିଛନ୍ତି । ସଂପୂର୍ଣ୍ଣ ହେଲଥ୍ ସିନ୍ ଡିକେଟ୍ ବା ଔଷଧର ବ୍ୟବସାୟ କରୁଥିବା ବଡ଼ ବଡ଼ କମ୍ପାନୀ ସମସ୍ତେ ଏହି କଥାକୁ ଲୁଚାଇ ରଖିଛନ୍ତି । ଏହାର କାରଣ ହେଉଛି , ବନ୍ଧୁଗଣ ଯଦି ଏହି କଥା ଜଣା ପଡିଥାନ୍ତା ତେବେ ଏହି ଔଷଧର ବଡ଼ ବଡ଼ କମ୍ପାନୀ ଗୁଡ଼ିକ , ବଡ଼ ବଡ଼ ହସ୍ପିଟାଲ୍ ମାନଙ୍କର ବ୍ୟବସାୟ ୫୦ ଗୁଣା କମିଯିବ ।

ବନ୍ଧୁଗଣ ଏହାକୁ ପଇସା କମାଇବା ପାଇଁ ଆମ ମାନଙ୍କ ଠାରୁ ଲୁଚା ଯାଇଛି , ଯଦି ଆପଣଙ୍କୁ ପଚରା ଯାଏ ଯେ ଏହି ଦୁନିଆର ସବୁଠୁ ଭଲ ଔଷଧ କଣ ଅଟେ , ତେବେ ଆପଣ ମାନଙ୍କର ଉତ୍ତର କଣ ହେବ ।

ଯଦି ଆପଣଙ୍କୁ ପଚରା ଯାଏ କି ତାହା କେଉଁ ଔଷଧ ଯାହାକି ହୃଦୟ ରୋଗ , ମଧୁମେହ , କର୍କଟ ରୋଗ ରୁ ମଧ୍ୟ ବଞ୍ଚାଇ ପାରିବ ଏବଂ ଆପଣଙ୍କ ସେକ୍ସ୍ ଲାଇଫ ମଧ୍ୟ ଜବରଦସ୍ତ ବନେଇପରିବ । ତାହା କେଉଁ ଔଷଧ ଯାହାକୁ ସବୁ ଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚକ୍ଷୁ ଦୋଷ ହେବ ନାହିଁ , ଆଣ୍ଠୁ ଗଣ୍ଠି ଦରଜ ହେବ ନାହିଁ ଏବଂ ବହୁତ୍ ଦିନ ଯାଏଁ ବଞ୍ଚିବେ ମାତ୍ର ଗୋଟିଏ ଔଷଧରେ । ଏବଂ ବନ୍ଧୁଗଣ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ଔଷଧ ବା ପ୍ରକ୍ରିୟା ସମ୍ପୂର୍ଣ ମାଗଣା ଅଟେ । ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ବନ୍ଧୁଗଣ ଏହି ଔଷଧର ନାମ ହେଉଛି ନିଦ୍ରା ବା ନିଦ , ମାତ୍ର ରାତିର ନିଦ ସକାଳର ନୁହେଁ, ଖାଲି ରାତ୍ରିର ନିଦ ଦ୍ଵାରା ମନୁଷ୍ୟ ଅନେକ ରୋଗ ହେବାରୁ ବଞ୍ଚିତ ହୋଇଥାଏ , ଏହା ଆମ ଶରୀରକୁ ପୁନର୍ବାର ପ୍ରଚଳିତ କରିଥାଏ।


ବନ୍ଧୁଗଣ ଏହା କେତେ ଦୁର୍ଭାଗ୍ୟର କଥା କି ଏହି ଜିନିଷ ରୁ ଆମକୁ ଜାଣିବା ରୁ ବଞ୍ଚିତ କରାଗଲା ସାମାନ୍ୟ କିଛି ଧନ ଅର୍ଜନ କରିବା ପାଇଁ । ଏକ ଉଦ୍ଧାରଣ ସ୍ୱରୂପ ଯେତୋଟି ହସ୍ପିଟାଲ୍ ଅଛି ସେଠି କେତେ ଗର୍ଭବତୀ ମହିଳା ମାନଙ୍କର ସିଜରିନ୍ ଏବଂ କେତେ ଜଣଙ୍କର ଡେଲି ଭରି ହେଉଛି । ବନ୍ଧୁଗଣ ଆପଣ ବେଶି ସିଜରିନ କେଶ୍ ଦେଖିବାକୁ ପାଇବେ , କାହିଁକି ନା ସେଥିରେ ଅଧିକା ଟଙ୍କା ଖର୍ଚ୍ଚ ହୋଇଥାଏ । ବନ୍ଧୁଗଣ ଆପଣମାନେ ନିଜେ ଜାଣି ନିଅନ୍ତୁ ଯଦି ଏକ ଛୋଟ ହସ୍ପିଟାଲ୍ ଏହି ଭଳି ଲୋକଙ୍କୁ ଠକି ଟଙ୍କା କମେଇବା ପାଇଁ ଏତେ ବଡ଼ ଅପରାଧ କରିପାରୁଛି , ତେବେ ଉପରେ ବସିଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ମ୍ୟାନେଜ କରୁଥିବା ବଡ଼ ବଡ଼ ଲୋକ ଟଙ୍କା କମେଇବା ପାଇଁ କଣ ନ କରୁଥିବେ । ଯଦି ଏହି ପରି ହେଇନଥାନ୍ତା ତେବେ ସ୍ଲିପ୍ ଥେରାପି ଚିକିତ୍ସା ର ଲିଷ୍ଟ୍ ରେ ସବୁଠୁ ଉପରେ ଥାନ୍ତା ।


ବନ୍ଧୁଗଣ ଖାଲି ନିଦ୍ରା ବା ନିଦ ଦ୍ଵାରା ମନୁଷ୍ୟ ର ସବୁ ଅସୁବିଧା ଦୁର ହେଇପାରିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ କିପରି ଆପଣ ଆପଣଙ୍କର ନିଦକୁ ଭଲରେ ପୁରା କରିପାରିବେ । ମାନେ ରଖନ୍ତୁ ନିଦ୍ରା ଭଲ ହେଲେ ଆପଣ ଦୀର୍ଘ ଆୟୁର ମାଲିକ ହୋଇଥାନ୍ତି , କିନ୍ତୁ କେବଳ ରାତ୍ରିର ନିଦ ଦିନର ନିଦ ନୁହେଁ । ବନ୍ଧୁଗଣ ଆଜି କାଲିର ଲୋକେ ରାତିରେ ବହୁତ୍ ବିଳମ୍ବରେ ଶୋଇଥାନ୍ତି ଏବଂ ସକାଳେ ବିଳମ୍ବରେ ଉଠି ଥାନ୍ତି , କିନ୍ତୁ ଏହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକେଇଥାଏ । ତେବେ ବନ୍ଧୁଗଣ ରାତିରେ ଶୀଘ୍ର ଶୋଇବା ଅଭ୍ୟାସ କରନ୍ତୁ ।

ଭଲ ନିଦ ହେବ ପାଇଁ ଆପଣମାନେ ରାତିରେ ଶୋଇବା ପୁର୍ବରୁ ଦୀର୍ଘ ନିଶ୍ଵାସ ନେବା ଅଭ୍ୟାସ କରନ୍ତୁ । ଚେଷ୍ଟା କରନ୍ତୁ ଯେପରି ଆପଣଙ୍କ ନିଶ୍ଵାସ ଦୀର୍ଘ ରୁ ଦିର୍ଘତର ହେଉ , ଆପଣ ଯେତେ ଡେରି ଯାଏଁ ନିଶ୍ଵାସ ନେବେ ସେତେ ଭଲ ଏବଂ ଯେତେ ଡେରି ଯାଏଁ ନିଶ୍ଵାସ ଛାଡ଼ିବେ ସେତେ ଭଲ ଅଟେ । ଏହା ସହ ଆପଣ ଆପଣଙ୍କର ମନ ପସନ୍ଦର ଗୀତ ଶୁଣନ୍ତୁ , ଧ୍ୟାନ ରଖିବେ ଏହା ଶୁଣିବାକୁ ମଧୁର ହୋଇଥିବା ଦରକାର । ଏହା ପରେ ଆପଣମାନେ ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ଧୀରେ ଧୀରେ ଛାଡ଼ନ୍ତୁ । ବନ୍ଧୁଗଣ ଆମେ ଏହା କହି ରଖୁଛୁ ଏହି “ଶ୍ଳିପ୍ ଥିେରାପି ” ଅତ୍ୟନ୍ତ କାର୍ଯ୍ୟକାରୀ ଅଟେ , ଏହା ଆପଣଙ୍କର ମସ୍ତିଷ୍କ କୁ ରିଲାକ୍ସ୍ କରାଇଥାଏ ଏବଂ ଆପଣଙ୍କ ଫୁସ୍ ଫୁସ୍ କୁ ସଫା କରାଇଥାଏ । ଆପଣଙ୍କ ମସ୍ତିଷ୍କ ରେ ଏହି ପ୍ରକ୍ରିୟା ମେରାଟନିକ୍ ଏବଂ ସେରାଟୋନିକ୍ ହର୍ମୋନର ଉତ୍ପତ୍ତି କରାଇ ଥାଏ ।

ଏହି ହର୍ମୋନ ଆପଣଙ୍କୁ ଶୁଆଇବାରେ ଏବଂ ଭଲ ଲାଗିବା ରେ ସାହାଯ୍ୟ କରାଇଥାଏ , ଏବଂ ଆପଣଙ୍କୁ ନିଦ କରାଇଥାଏ । ଏହି ପ୍ରକ୍ରିୟା ଦ୍ଵାରା ଆପଣଙ୍କୁ ଭଲ ନିଦ୍ରା ଆସିଥାଏ ।କିମ୍ବା ବନ୍ଧୁଗଣ ଆପଣ ଶୋଇବା ପୁର୍ବରୁ କିଛି ବେଲୁନ ଫୁଙ୍କିପରିବେ । ଏହା ମଧ୍ୟ ଆପଣଙ୍କ ନିଶ୍ଵାସ ପ୍ରକ୍ରିୟା ପାଇଁ କାର୍ଯ୍ୟକାରୀ ଅଟେ । ଏହା କରିବା ଦ୍ଵାରା ମଧ୍ୟ ଆପଣ ମାନେ ଲାଭବାନ ହେବେ । କିମ୍ବା ଆପଣଙ୍କ ଘରେ ଛୋଟୋ ଛୁଆ ଥିଲେ ତାଙ୍କ ସହ ଖେଳନ୍ତୁ ହଂସ ମଜା କରନ୍ତୁ , ଏହା ଦ୍ଵାରା ଆପଣଙ୍କର ମସ୍ତିଷ୍କ କୁ ଖୁସି ମିଳିଥାଏ ଏବଂ ଆପଣ ବିଚଳିତ ହୁଅନ୍ତି ନାହିଁ । ଏହା ଛଡା ଆପଣ ଆଉ ଏକ ପ୍ରକ୍ରିୟା ମଧ୍ୟ କାର୍ଯ୍ୟକାରୀ କରିପାରିବେ । ବନ୍ଧୁଗଣ ଏହା ସମଗ୍ର ଇଉରୋପରେ ଚଳନ ରେ ଆସିଯାଇଛି , କାହିଁକି ନା ଇଉରୋପରେ ବହୁତ୍ ନିଦ୍ରା ନହେବାର ସମସ୍ୟା ବହୁତ୍ ବଢ଼ି ଯାଇଛି ।

ବନ୍ଧୁଗଣ ଶୋଇବା ପୁର୍ବରୁ ଆପଣ ଆପଣଙ୍କର ଖଟ ତଳେ ଏକ ପାଣିରେ ପୂର୍ଣ୍ଣ ଗ୍ଲାସ୍ ରଖିଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଏକ ସକାରାତ୍ମକ ଶକ୍ତିର ଉତ୍ପତ୍ତି ଅନୁଭବ ହେବ , ଏବଂ ବୈଜ୍ଞାନିକଙ୍କ ହିସାବରେ ଏହା ଦ୍ଵାରା ଆଦ୍ର ପରିବେଶ ଅନୁଭବ ହୋଇଥାଏ ଯାହା ଫଳରେ ଶୋଇବା ସମୟରେ ନିଶ୍ଵାସ ନେବା ବେଳେ ପାଟି ସୁଖିନଥାଏ । ଶାସ୍ତ୍ର ଅନୁସାରେ ଶୋଇବା ବେଳେ ଯଦି ଆମେ ଏକ ଲୋଟା ବା ଢାଳ ରେ ପାଣି ରଖି ଶୋଇବା ତେବେ ଏହା ଆମ୍ଭ ମାନଙ୍କର ସବୁ ନକାରାତ୍ମକ ଶକ୍ତି ମିଟାଇ ସକାରାତ୍ମକ ଶକ୍ତିରେ ପରିଣତ କରିଥାଏ , ଯାହା ଫଳରେ ଭଲ ନିଦ୍ରା ହୋଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *