ଶୁକ୍ରବାର 03 ଏପ୍ରିଲ 2020 – ସନ୍ତୋଶୀ ମାଙ୍କ କୃପାରୁ ଆଜି ଏହି ସବୁ ରାଶ ବ୍ୟକ୍ତିଙ୍କର ସବୁ ଚିନ୍ତା ହେବ ଦୂର

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୩ ଏପ୍ରିଲ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି । ନିଜ ରହସ୍ୟ କଥା କାହାକୁ କୁହନ୍ତୁ ନାହିଁ, ଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ବୃଷ :

ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ଆଜି ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିବ, ପୁରୁଣା ହାନି ଆଜି ପୂର୍ଣ ହବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।

ମିଥୁନ :

ଆଜି ବିସ୍ନୁ ଠାକୁରଙ୍କୁ ଧୂପ ଦୀପ ଦେଖେଇ ଚନ୍ଦନ ଓ ଭୋଗ ସହ ପୂଜା କରନ୍ତୁ, ପରିବାର ଓ ସାଙ୍ଗମାନଙ୍କ ସାହାଜ୍ଯ ପ୍ରାପ୍ତ କରି ଆପଣଙ୍କ ବହୁତ ପ୍ରଶନ ରହିବେ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ଅଫିସ ଲୋକଙ୍କ ସହ ଭଲ ସମ୍ପର୍କ ବନେଇ ରଖନ୍ତୁ ଆପଣଙ୍କ ପାଇଁ ଲାଭକାରୀ ରହିବ ।

କର୍କଟ :

ଆଜି ସ୍ବାମୀଙ୍କ ସହ ପ୍ରେମ ସମ୍ପର୍କ ମଧୁର ରହିବ, ଦାଂପତ୍ଯ ଜୀବନ ସୁଖମୟ ହବ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଜି ଜୀବନସାଥି ସହ ସମ୍ପର୍କ ମଧୁର ରହିବ, ଆପଣଙ୍କ ଧ୍ୟାନ ଲକ୍ଷ ଉପରେ ରହିବ । କେହି ଆପଣଙ୍କ ପାଇଁ ଆର୍ଥିକ ସମସ୍ୟା ଗଢି ପାରେ ସତର୍କ ହୋଇ ରହିବା ଉଚିତ ଅଟେ ।

ସିଂହ :

କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ । ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । ଆଜି ଆପଣଙ୍କ ଯାତ୍ରା ଆପଣଙ୍କ ପାଇଁ ସୁଖମୟ ହବ, ସାମାଜିକ ରୂପରେ ଲୋକପ୍ରିୟତା ଓ ପ୍ରତିଷ୍ଠା ପ୍ରାପ୍ତ ହବ । ଯାତ୍ରା ସମୟରେ ଗାଡି ସାବଧାନ ହୋଇ ଚଲାନ୍ତୁ ।

କନ୍ୟା :

ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ଆଜି ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ । ଆଜି ଆପଣଙ୍କ ଘରେ ବହୁତ ଗୁଡେ ଅତିଥି ଆସିବେ ଯାହା ପରେ ଆପଣଙ୍କ ଘର ଲୋକ ବହୁତ ଖୁସି ରେ ରହିବେ ।

ତୁଳା :

ଆଜି ଆପଣଙ୍କ କାର୍ଯ୍ୟ ରେ ବାଧା ଆସିବ, ଯାହା ଦ୍ଵାରା ଆପଣଙ୍କ ମନ ଖରାପ ରହିବ, ବ୍ୟବସାୟ ସାମାନ୍ୟ ରହିବ କିଛି ଚିନ୍ତା ର ବିଷୟ ନାହିଁ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣ ଭଗବାନ ବିସ୍ନୁଙ୍କୁ ପୂଜା କରି ଦିନ ଆରମ୍ଭ କରନ୍ତୁ, ବ୍ୟବସାୟ ବଢିବାକୁ ଲାଗିବ, ଯାତ୍ରା ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ ।

ବିଛା :

ଆଜି ଆପଣଙ୍କୁ ଆପଣଙ୍କ ସାଙ୍ଗମାନେ ଆପଣଙ୍କୁ ପ୍ରତି କ୍ଷେତ୍ର ରେ ସାହାଜ୍ଯ କରିବେ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାଶ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ ।

ଧନୁ :

ଆଜି ଆର୍ଥିକ ସ୍ଥିତି ପାଇଁ ଅତ୍ୟଧିକ ସାବଧାନ ରହିବା ଉଚିତ ଅଟେ, କାର୍ଯ୍ୟକ୍ଷେତ୍ର ପାଇଁ କୌଣସି ନିଷ୍ପତ୍ତି କରିବା ଆଗରୁ ଭଲ ଭାବରେ ଚିନ୍ତା କରନ୍ତୁ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ ।

 

ମକର :

ଆଜି ଆପଣଙ୍କ ଶତ୍ରୁ ଦୁର୍ବଳ ରହିବ, କୌଣସି ପ୍ରକାର ଜଲ୍ଦବାଜି କରନ୍ତୁ ନାହିଁ ନଚେତ ଆପଣଙ୍କ ଯୋଜନା ଆପଣଙ୍କୁ ହାନି କରିବ । ଭାବି ଚିନ୍ତି କାର୍ଯ୍ୟ କରନ୍ତୁ, ଆଜି ଆପଣଙ୍କ ସାଙ୍ଗମାନଙ୍କ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରି ପାରନ୍ତି ଏବଂ ସରକାରୀ ଅଫସର ଆପଣଙ୍କ ସାହାଜ୍ଯ କରି ପାରନ୍ତି । ଆପଣ ନିଜ ଭାବନା ଉପରେ ଭଲ ଭାବରେ ଚିନ୍ତା କରନ୍ତୁ ତାହା ଭଲ ମଧ୍ୟ ହୋଇ ପାରେ ଏବଂ ଖରାପ ମଧ୍ୟ ହୋଇ ପାରେ ।

କୁମ୍ଭ :

ସମ୍ପର୍କୀୟ ଲୋକଙ୍କ ଘର କାମ ରେ ଆପଣଙ୍କୁ ସପୋର୍ଟ ମିଳି ପାରେ । ଆଜି ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ । କୌଣସି ରୋମାଣ୍ଟିକ ଜାଗା ଯିବା ଆଗରୁ ନିଜ ଜୀବନସାଥୀ କୁ ପଚାରିବା ଉଚିତ ଅଟେ । ଆଜି ଆପଣଙ୍କ ମନ ଆତ୍ୟାଧମିକତା ଆଡୁକୁ ଆକର୍ଷିତ ହବ, ବଡ ଲାଭ ପ୍ରାପ୍ତ ହୋଇ ପାରେ ଯୋଗ ଅଛି ।

ମୀନ :

ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ପ୍ରେମୀ ଯୁଗଳ ଆଜି ସତର୍କ ହୋଇ ରୁହନ୍ତୁ, ଏହା ସହ ଖର୍ଚ ମଧ୍ୟ ବଢିବାକୁ ଲାଗିବ । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଭଲ ରହିବ, କୌଣସି କାମ ଦ୍ଵାରା ସ୍ୱାସ୍ଥ୍ୟ ପ୍ରଭାବିତ ହବ, ଆର୍ଥିକ ସମସ୍ୟା ଦ୍ଵାରା ରଚନାତ୍ମକ ଭାବନା କ୍ଷମତା ବଢିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *