ଶନିବାର 19 ଡିସେମ୍ବର 2020- ଆଜି ଏହି ୫ଟି ରାଶିଙ୍କ ଭାଗ୍ୟ ଦେବ ତାଙ୍କ ସାଥ

ଆଜି ଆମେ ଆପଣଙ୍କୁ ଶନିବାର ଦିନ ୧୯ ଡିସେମ୍ବର ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

Image Courtesy: Google

ମେଷ :

ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ । ଆଜି ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ, ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ, ସଫଳତା ପ୍ରବଳ ଯୋଗ ଅଛି । ଆଜି ନୂଆ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହବ ନାହିଁ, ପ୍ରେମ ସମ୍ପର୍କ ପାଇଁ ସମୟ ସଠିକ ଅଟେ କିନ୍ତୁ ନିଜ ବା ସନ୍ତାନ ଶିକ୍ଷା ପାଇଁ ଆପଣଙ୍କୁ ଚିନ୍ତା ରହିବ ।

ବୃଷ :

ଆଜି ଆପଣଙ୍କ ଭଲ କାମ ପାଇଁ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆପଣଙ୍କ ଭାଗ୍ୟ ସଫଳତା ଆଡକୁ ଯିବ, ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ । ଆଜି ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ ।

ମିଥୁନ :

ଆଜି ରାଶି ମହିଳାଙ୍କୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହବ ବହୁତ ଲୋକ ପ୍ରୋମୋଶନ ମଧ୍ୟ ପାଇବେ, ଖର୍ଚ ଉପରେ ଧ୍ୟାନ ଦବା ଦରକାର ଅଟେ ନଚେତ ଆର୍ଥିକ ସମସ୍ୟା ହୋଇ ପାରେ । ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ ।

Image Courtesy: Google

କର୍କଟ :

ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ । ଆଜି ଆବେଶ ରେ ଏମିତି କିଛି କରନ୍ତୁ ନାହିଁ, ଯାହା ଆପଣଙ୍କ ପରିବାର ଓ ଆପଣଙ୍କ ପାଇଁ ଅସୁବିଧାପୂର୍ଣ ହୋଇ ଯାଏ, ଆଜି ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ବା ଆପଣଙ୍କ ଘର ଲୋକ ନା କାହା ଠାରୁ ଟଙ୍କା ଆଣନ୍ତୁ ନାହିଁ କାହାକୁ ନିଜ ଘରୁ ଟଙ୍କା ଦିଅନ୍ତୁ ।

ସିଂହ :

ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ପୁରୁଣା ହାନି ଆଜି ପୂର୍ଣ ହବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ ।

କନ୍ୟା :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ, ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

Image Courtesy: Google

ତୁଳା :

ଆଜି ଆପଣଙ୍କ ବିବାହିତା ଜୀବନ ରେ କିଛି ଚିନ୍ତା ର ବିଷୟ ହୋଇ ପାରେ, ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, ଆପଣଙ୍କ ପାଖରେ ନୂଆ କାର୍ଯ୍ୟ କରିବା ପାଇଁ ଉପାୟ ଆସି ପାରେ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ ।

ବିଛା :

ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ପୂର୍ଣ ହୋଇ ଜୀବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହବ, କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ ।

ଧନୁ :

ଆଜି ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ, ଜୀବନସାଥି ଓ ସନ୍ତାନ ପରାମର୍ଶ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ । ଆଜି କୌଣସି ସମସ୍ଯା ଆସି ପାରେ ସାବଧାନ ରୁହନ୍ତୁ, ଆଜି ଆପଣଙ୍କ ସକାରାତ୍ମକ ଜୀବନରେ କୌଣସି ବଡ ପରିବର୍ତନ ହୋଇଯାଏ ।

Image Courtesy: Google

ମକର :

ଆଜି କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆର୍ଥିକ ଅବସ୍ତା ଖରାପ ନହେଉ ସେଥିପାଇଁ ନିଜ ମାସିକ ବଜଟ ଅନୁଯାଇ ଖର୍ଚ କରନ୍ତୁ ଏହା ଠାରୁ ଅଧିକ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ କରି ପାରେ । ଆଜି ଆପଣଙ୍କ ଖର୍ଚ ନିୟନ୍ତ୍ରଣରେ ରହିବ, ରୋଜଗାର କ୍ଷେତ୍ରରେ ପରିଶ୍ରମ କରିବା ବହୁତ ଆବଶ୍ୟକ ଅଟେ, ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ,

କୁମ୍ଭ :

ଆଜି ଟଙ୍କା ପଇସା କାମରେ ଅତ୍ୟଧିକ ସାବଧାନ ହୋଇ ରହିବା ଉଚିତ ଅଟେ, କାମ ଅପେକ୍ଷା ସୋଶିଅଲ ମିଡିଆ ଉପଯୋଗ ଆପଣଙ୍କୁ ସମସ୍ୟା ଦେଇ ପାରେ, କୌଣସି କାର୍ଯ୍ୟ କରିବା ଆଗରୁ ତା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । ମାଁ ବାପାଙ୍କ ଦ୍ଵାରା କିଛି ଭଲ ଅନୁଭବ ପାଇପାରିବେ, ଯାହା ଦ୍ଵାରା ଆପଣଙ୍କୁ ଲାଭ ହବ । ସମୟ ସଠିକ ଭାବରେ ଉପଯୋଗ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ମୂଲ୍ଯବାନ ଅଟେ ।

ମୀନ :

ଆଜି ଆପଣଙ୍କୁ ଗତ କିଛି ଦିନ ତଳ ପରିଶ୍ରମ ପାଇଁ ଆଜି ଫଳ ପ୍ରାପ୍ତ ହବ, ଚାକିରି କରୁଥିବା ଲୋକମାନେ ଆଜି ନିଜ ପରିଶ୍ରମ ଦ୍ଵାରା ସମସ୍ତଙ୍କୁ ଦେଖେଇ ପାରିବେ ଯେ ଆପଣ ସବୁ କରି ପାରିବେ, ବହୁତ ବ୍ୟସ୍ତ ରହିଲେ ମଧ୍ୟ ଛାତ୍ରମାନଙ୍କ ପାଇଁ ଜବ ନୂଆ ଅବସର ଉପଲବ୍ଧ ରହିବ । ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ଆଜି ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିବ ।

Leave a Reply

Your email address will not be published. Required fields are marked *