ଶୁକ୍ରବାର 26 ଡିସେମ୍ବର 2020- ଆଜି ଶନିଦେବଙ୍କ କୃପାରୁ ଏହି 5ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

୨୬ ଡିସେମ୍ବର ଶୁକ୍ରବାରକୁ ଚନ୍ଦ୍ରମା ମିଥୁନ ରାଶିରେ ଦିନ ରାତି ସଂଚାର କରିବେ  । ଏହି ରାଶିରେ ଚନ୍ଦ୍ରମାଙ୍କ ସହିତ ସମସପ୍ତକ ଯୋଗ ବନିବା ଦ୍ଵାରା  ଶୁଭ ଗଜକେଶରୀ ଯୋଗ ବନିଛି  । ଏମିତିରେ ମିଥୁନ ରାସୀ ପାଇଁ ଆଜିର ଦିନ ବହୁତ ଖାସ ରହିବ । ଏହାଛଡା ବୃଷ ରାଶି ବାଲା ଆଜି ଭାଗ୍ଯବାନ ରହିବେ । ଦେଖନ୍ତୁ ଆପଙ୍କ ତାରା କଣ କହୁଛି ।

ମେଷ :-

ଆଜିର ଦିନ ଆପଣଙ୍କ ପାଇଁ ଖୁସିର ଦିନ ଅଟେ, କାରଣ ଆଜି ବହୁତ ସୀମା ଲଙ୍ଘନ କରିବ ଆପଣଙ୍କ ସମସ୍ଯା ଓ ତାର ମଧ୍ୟ ଅନ୍ତ ହୋଇବ । ଆଜି ଭାଗ୍ୟ ଆପଣଙ୍କ ସାଥ ଦେବ । ଆର୍ଥିକ କଷ୍ଟରୁ ମୁକ୍ତି ମିଳିବ । ଆଜି କୌଣସି କାମରେ ଦୂରକୁ ଯାତ୍ରା କରିବାକୁ ପଡିପାରେ । ଛୋଟ ମୋଟ ପାର୍ଟ ଟାଇମ କାରବାର ପାଇଁ ସମୟ ବାହାର କରିବା ବହୁତ ସହଜ ରହିବ । ଆଜିର ଦିନରେ ମନୋକାମନା ପୂରଣ ହେବ । ଆଜି ଭାଗ୍ୟ ଅଶି ପ୍ରତିଶତ ସାଥ ଦେବ ।

ବୃଷ :-

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ବିଷୟରେ ଚର୍ଚା ହୋଇପାରେ । ଜୀବନ ସ୍ତରକୁ ସୁଧାରିବା ପାଇଁ ଆପଣଙ୍କୁ ସ୍ଥାଇ ପ୍ରୟୋଗରେ ଆସୁଥିବା ବସ୍ତୁ କିଣିବା ଉଚିତ । ସନ୍ଧ୍ଯା ସମୟରେ କୌଣସି ଖାସ ଗେଷ୍ଟଙ୍କର ଆଗମନ ହୋଇପାରେ ଓ ଆପଣଙ୍କ ପୁରା ପରିବାରକୁ ତାଙ୍କ ସହିତ ମଜା ଆସିପାରେ । ଆଜି ଭାଗ୍ୟ ପଞ୍ଚାଅଶି ପ୍ରତିଶତ ସାଥ ଦେବ ।

ମିଥୁନ :-

ଆଜିର ଦିନ ଆପଣଙ୍କ ପାଇଁ ଖାସ ଅଟେ ଓ ଆଜି ଆପଣ ବହୁତ ତେଜିରେ ବଢିବା ପାଇଁ ପ୍ରୟାସ କରିବେ ଓ ପରିବାରର ଲୋକ ସାହାର୍ଯ୍ୟ କରିବାକୁ ଆସିବେ । ଆପଣଙ୍କ ଉନ୍ନତିକୁ ଦେଖି ସମସ୍ତେ ଆଶ୍ଚର୍ଯା ହୋଇପାରନ୍ତି । ଆବଶ୍ୟକ ଅଟେକି ଏବେ ପ୍ରଗତିର ଏହି ତେଜ ଗତିକୁ ଆପଣ  ସ୍ଥାଇ ରୂପରେ ବାନାଇ ରଖିବେ । ଅନ୍ଯଥା  ଆଗକୁ ଯାଇ ପ୍ରତିଷ୍ଠାକୁ ଧକା ଲାଗିପରେ ।

କର୍କଟ :-

ଆଜିର ଦିନ ଆପଣଙ୍କ ପାଇଁ ଖୁଶିର ଦିନ ରହିବ ଓ କୌଣସି ଭାଇ ଭଉଣୀ ଚିନ୍ତା ବ୍ଯତୀତ କରିବ । କାରଣ ଆପଣ ସବୁବେଳେ ପରିବାର ଭଲ ପାଇଁ ଚିନ୍ତା କରିଥାନ୍ତି । ଆଜି ମଧ୍ୟ ତାଙ୍କ ସହିତ ଜଡିତ କିଛି ଚିନ୍ତା ଆପଣଙ୍କୁ ଚିନ୍ତାରେ ପକାଇ ପାରେ ।

ସିଂହ :-

ଆଜିର ଦିନରେ ଆପଣଙ୍କୁ କୌଣସି ସମସ୍ୟାର ସମୁଖୀନ ହେବାକୁ ପଡିପାରେ । ଆଉ ଗୋଟେ ବ୍ୟବସାୟ ଆପଣଙ୍କୁ ଚିନ୍ତାରେ ପକାଇବ ଏହା ସହିତ ଚାକିରି ସମସ୍ଯା ମଧ୍ୟ ଚିନ୍ତାରେ ପକାଇଛି । ଅସ୍ଥିରତା ଆପଣଙ୍କ ସାଥ ଛାଡିବା ନହିଁ । ନିଜ କାମରେ ଧ୍ୟାନ ଦେବେତ ବହୁତ ଶୀଘ୍ର ସଫଳତା ମିଳିବ ।

କନ୍ୟା :-

ଆଜିର ଦିନ ବହୁତ ବ୍ୟସ୍ତତାରେ କାଟିବ । ତାର ଫଳ ମଧ୍ୟ ବହୁତ ଲାଭ ଦାଯକ ହୋଇପାରେ । ଆପଣଙ୍କର କଷ୍ଟ ମିଳିବ ଓ ପରିମାଣ ମଧ୍ୟ ଆପଣଙ୍କର ଅନୁକୂଳରେ ରହିବ । ଆପଣଙ୍କୁ କିଛି କାମ ଉଶ୍ଚାହ ସହିତ ପୁରା କରିବାକୁ ହେବତ ଆପଣଙ୍କ ଭାଗ୍ୟର ସାଥ ପ୍ରାପ୍ତି ହେବ । ସାଙ୍ଗ ପକ୍ଷରୁ ଆପଣଙ୍କୁ  ସାହାର୍ଯ୍ୟ ମିଳିବ । ଆଜି ଭାଗ୍ୟ ୭୬ ପ୍ରତିଶତ ଆପଣଙ୍କ ସାଥ ମିଳିବ ।

ତୁଳା :-

ଆଜିର ଦିନରେ ବିନା କାରଣରେ ଚିନ୍ତିତ ରହିବେ । କୌଣସି କଥା ପାଇଁ ଆପଣଙ୍କୁ ଚିଡା ଲାଗିପରେ । ସାମାଜିକ ଓ ବ୍ୟବସାୟିକ କାର୍ଯ୍ୟରେ ବିରୋଧୀଙ୍କ ଭିଡ ଆପଣଙ୍କ  ସାମ୍ନାରେ ଆସିପାରେ । ଆପଣ ବୁଝି ସୁଝି କାମ କରି ଏହି ଜିନିଷରୁ ବାହାରି ପାରିବେ ।

ବିଛା :-

ଆଜିର ଦିନରେ ଅଚାନକ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ ଓ ମନ ସହିତ ସବୁ କାର୍ଯ୍ୟକୁ ପୂର୍ଣ କରିବେ । କାର୍ଯ୍ୟ ବ୍ୟବସାୟ କ୍ଷେତ୍ରରେ ଆସୁଥିବା ଚିନ୍ତାକୁ ନିଜ ଉପରେ ହାବି ହେବାକୁ ଦେବେ ନହିଁ । ଅଧିକାରୀ ବର୍ଗରେ ସାମାଜସ୍ୟ ବଢିବ । ନୀରସା ଜଣକ ବିଚାରକୁ ମନରେ ଆଣିବାକୁ ଦିଅନ୍ତୁ ନହିଁ ।

ଧନୁ :-

ଆଜିର ଦିନ ଆପଣଙ୍କ ଦିନ ଶୁଭ ରହିବ । ଆପଣଙ୍କୁ ନୂଆ ସମ୍ପର୍କରୁ ଲାଭ ମିଳିପାରେ । ଆପଣଙ୍କୁ ରିସର୍ଚରୁ ଲାଭ ମିଳିପାରେ । ରୋକୀ ହୋଇଥିବା ଧନ ବହୁତ କଷ୍ଟରେ ମିଳିବ । ଆଜି ଭାଗ୍ୟ ୮୭ ପ୍ରତିଶତ ସାଥ ଦେବେ ।

ମକର :-

ଆଜିର ଦିନ  ଆପଣଙ୍କ ପାଇଁ ସନ୍ତୁଷ୍ଟି ପୂର୍ଣ ରହିବ ଓ ସାମାଜିକ, ଧାର୍ମିକ କାମରେ ଭାଗ ନେଇ ଥିବା କାରଣରୁ ଆପଣନଙ୍କ ସନମାନ ବଢିବ । ଗ୍ରହର ଚାଳନ ଲାଗି ଆପଣଙ୍କୁ ଲାଭ ମିଳିବ । କ୍ରୟ ବିକ୍ରୟ ବ୍ୟବସାୟରେ ଲାଭ ମିଳିବ । ଶୁଭ ସମାଚାର ଦିନଭରି ପ୍ରାପ୍ତ ହେବ ।

କୁମ୍ଭ :-

ଆଜିର ଦିନ ଆପଣଙ୍କ ରାଶିର ଲୋକଙ୍କ ପାଇଁ ବହୁତ  ଲାଭ ଦେବ । ଉଚଧିକାରୀଙ୍କ ଠାରୁ ଆପଣଙ୍କୁ ଆଜି ସବୁ ପ୍ରକାର ଆବଶ୍ୟକତା ପ୍ରାପ୍ତ ହେବ । ଆଧ୍ୟାତ୍ମ ଓ ଧର୍ମ କାର୍ଯ୍ୟରେ ରୁଚି ବଢିବ । ଯାତ୍ରା, ମଙ୍ଗଳ ଉସ୍ଚବର ସଂଯୋଗ ରହିଛି, ସମୟର ସଦୁପଯୋଗ ଦ୍ଵାରା ଆପଣକ ସୀତାରା ବୁଲନ୍ଦ ହେବ । ଆଜି ଭାଗ୍ୟ ୮୩ ପ୍ରତିଶତ ସାଥ ଦେବ ।

ମୀନ :-

ଆଜି ଆପଣଙ୍କ ଉନ୍ନତି ପାଇଁ ମାର୍ଗ ପ୍ରଶସ୍ତ ହେବ ଓ ଭାଗ୍ୟ ଆପଣଙ୍କ  ସାଥ ପୂରାପୂରି ମିଳିବ । ଅଧ୍ୟୟନ ଓ ଆଧ୍ୟାତ୍ମରେ ରୁଚି ବଢିବା ସ୍ଵାଭାବିକ । ବିବାଦସ୍ପଦ ପ୍ରକରଣ ସମାପ୍ତ ହେବ । ଗୁପ୍ତା ଶତ୍ରୁ ଓ ଈର୍ଷାଳୁ ସାଥିଙ୍କ ଠାରୁ ସାବଧାନ ରୁହନ୍ତୁ । କାହାକୁ  ଆଜି ପଇସା ଉଧାର ଦିଅନ୍ତୁ ନହିଁ, ନହେଲେ ବାପସ ମିଳିବ ନହିଁ । ମତ ପିତା ଗୁରୁର ସେବା, ଦେବା ପୂଜନରେ ଧ୍ୟାନ ଦେବାକୁ ଭୁଲାନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *