ଶୁକ୍ରବାର 27 ମାର୍ଚ୍ଚ 2020 – ମା ସନ୍ତୋଶୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ଭାଗ୍ୟରେ ଆସିବ ପରିବର୍ତ୍ତନ

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୨୭ ମାର୍ଚ୍ଚ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆପଣଙ୍କ ପାଖରେ ନୂଆ କାର୍ଯ୍ୟ କରିବା ପାଇଁ ଉପାୟ ଆସି ପାରେ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ ।ଶିକ୍ଷା କ୍ଷେତ୍ର ରେ ଅସୁବିଧା ସାମ୍ନା କରିବାକୁ ପଡି ପାରେ, ସନ୍ତାନ ତରଫରୁ ଆପଣଙ୍କୁ କିଛି ଖୁସିଖବର ମିଳି ପାରେ । ଆଜି ଆପଣ ନିଜ ଯୋଜନା ଗୁପ୍ତ ରଖିବେ, ସାଙ୍ଗମାନଙ୍କ ସହ ଦେଖା ଆପଣଙ୍କୁ ସୁଖ ପ୍ରଦାନ କରିବ । ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ ।

ବୃଷ :

ଆଜି ଆପଣଙ୍କୁ ଧନ ରୋଜଗାର ପାଇଁ କିଛି ନୂଆ ରାସ୍ତା ମିଳିବାର ଯୋଗ ଅଛି, ଧନ ବା ଅନ୍ୟ ମହଙ୍ଗା ଜିନିଷ ଧ୍ୟାନ ସହ ରଖନ୍ତୁ ନଚେତ ଚୋରୀ ହବାର ଖତରା ଦେଖିବାକୁ ପାଇବେ ।ଆଜି ଆପଣ କାହାକୁ ନିରାଶ ନକରି କାମ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ, ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ପୂର୍ଣ ହୋଇ ଜୀବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ ।

ମିଥୁନ :

ବିଦ୍ୟାର୍ଥୀମାନଙ୍କ ପାଠ ରେ ମନ ଲାଗିବ, ଆଜି ଦିନ ଆପଣଙ୍କ ସମ୍ପର୍କୀୟ ଲୋକଙ୍କ ସହ ବାଦ ବିବାଦ ଆଶାଙ୍କା ଅଟେ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ବିଦ୍ୟାର୍ଥୀମାନଙ୍କୁ କମ ପରିଶ୍ରମ ଦ୍ଵାରା ଅଧିକ ସଫଳତା ଲାଭ ହବ, ପାରିବାରିକ ସମ୍ପର୍କ ଭଲ ରହିବ, ଆପଣ ଆଜି ପରିବାର ସହ ଛୁଟି ମନେଇବା ପାଇଁ ବାହାରୁକୁ ଯାଇ ପାରନ୍ତି ଯାହା ଦ୍ଵାରା ଆପଣ ବହୁତ ଆନନ୍ଦ ପାଇବେ ।

କର୍କଟ :

ଆଜି ଆପଣଙ୍କ କାମ ଚର୍ଚା ରେ ରହିବ, ଗତ ସମସ୍ୟା ଆଜି ସମାପ୍ତ ହୋଇ ଜୀବ, ନିଜ କାମ ଓ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ । ଆଜି ଆପଣ ସାମାଜିକ କାର୍ଯ୍ୟ ରେ ଭାଗ ନେଇ ପାରନ୍ତି, ଯାହା ଦ୍ଵାରା ଆପଣ ବାହାର ଦୁନିଆ ବିଷୟରେ ଅଧିକ ଜାଣିବାକୁ ପାଇବେ, କୌଣସି ଯୋଜନା କାମ ଆରମ୍ଭ ଆଗରୁ ଘର ଲୋକଙ୍କ ସହ ବସି ଏହା ବିଷୟରେ କଥା ହୁଅନ୍ତୁ ନଚେତ ଭଲ ଜାଗାରେ ଖରାପ ହୋଇ ପାରେ ।

ସିଂହ :

ଆଜି ଆପଣଙ୍କୁ ନିଜ ହୃଦୟ ର ସତ ପ୍ରେମ ମିଳିବ ଯାହା ପାଇଁ ଆପଣ ବହୁତ ଦିନ ଧରି ଅପେକ୍ଷା କରି ଥିଲେ । ଏହି ରାଶି ଲୋକଙ୍କ ମନୋବଳ ଆଜି ବଢିବ, ଧନ ଓ ପ୍ରତିଷ୍ଠା ରେ ଲାଭ ପ୍ରାପ୍ତ ହବ । ଆଜି ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ, ଆଜି ଆପଣ ବହୁତ ଗୁଡିକ କାର୍ଯ୍ୟ ଏକା ସହ କରି ପାରିବେ, କୋର୍ଟ ଆଇନ ସମ୍ବନ୍ଧିତ କାର୍ଯ୍ୟ ରେ କିଛି ସମୟ ଲାଗି ପାରେ ।

କନ୍ୟା :

ଆଜି ଆପଣଙ୍କ ମନ ସକାରାତ୍ମକ ଭାବ ଦ୍ଵାରା ପରି ପୂର୍ଣ ରହିବ, କିଛି କଷ୍ଟ ପରେ ମଧ୍ୟ ଆପଣ ଆଗକୁ ବଢିବେ ଏବଂ ନିଜ ଲକ୍ଷକୁ ପ୍ରାପ୍ତ କରିବେ । ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ ।ବିଦ୍ୟାର୍ଥୀମାନଙ୍କ ଶିକ୍ଷା କ୍ଷେତ୍ର ରେ କେତେ ବଡ ଅବସର ପ୍ରାପ୍ତ ହୋଇବେ, ଏହାର ଲାଭ ଉଠାନ୍ତୁ, କାର୍ଯ୍ୟ ସ୍ଥଳ ରେ ବହୁତ ଅଧିକ ଚିନ୍ତା ଓ ପ୍ରେସର ରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ ।

ତୁଳା :

ଆଜି ବ୍ୟବସାଇକ ଲୋକଙ୍କ ପାଇଁ ଦିନ ଭଲ ରହିବ, ଆଜି ଆପଣମାନେ ଭଲ ଲାଭ ଅର୍ଜନ କରିବାକୁ ପାଇବେ । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ । ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ସମ୍ପର୍କ ଭଉତ ଭଲ ରହିବ ଏବଂ ଆପଣ ତାଙ୍କ ସହ ସମୟ ବିତାଇ ସୁଖ ପ୍ରାପ୍ତ କରିବେ ।

ବିଛା :

ଆଜି ସବୁ ଆଡେ ହସ ଖୁସି ବାତାବରଣ ରହିବ, ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ, ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ । ଆଜି କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ ।

ଧନୁ :

ଆଜି ଆପଣଙ୍କ ମନ ବ୍ୟର୍ଥ କାମରେ ଅତ୍ୟଧିକ ରହିବ, ମହିଳାମାନେ ଆବଶ୍ୟକ ଜିନିଷ କିଣା କିଣି କରିବେ । ଆପଣଙ୍କ ପାଖରେ କିଛି ମହଙ୍ଗା ଜିନିଷ ହୋଇ ପାରେ, ଯାହା ଆପଣଙ୍କ ଜୀବନ ଶୈଳୀ ବଦଳି ଭଲ କରି ପାରେ । ଆଜି ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ, ଜୀବନସାଥି ଓ ସନ୍ତାନ ପରାମର୍ଶ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ ।

ମକର :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାଶ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ ।

କୁମ୍ଭ :

ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହବ, କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ । ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଆଜି ନିଜ ରହସ୍ୟମୟ କଥା ଗୁଡିକ କାହାକୁ କୁହନ୍ତୁ ନାହିଁ, ଆଜି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ, ଏବଂ ଆଜି ଆପଣଙ୍କୁ ସବୁ ଆଡୁ ସଫଳତା ପ୍ରାପ୍ତ ହବ ।

ମୀନ :

ଆଜି ଆପଣ ଯେକୌଣସି କାମ କରିବେ ତାକୁ ସଫା ମନରେ ଓ ଇମାନଦାର ହୋଇ କରିବେ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବାକୁ ଲାଗିବ, ଆଜି ଆପଣଙ୍କ ବିବାହିତା ଜୀବନ ରେ କିଛି ଚିନ୍ତା ର ବିଷୟ ହୋଇ ପାରେ, ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ, ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *