ଶୁକ୍ରବାର 30 ଅକ୍ଟୋବର 2020 – ଏହି ୪ଟି ରାଶିଙ୍କ ପାଇଁ ଭାଗ୍ୟଶାଳି ଅଟେ ଆଜିର ଦିନ, ହେଉଛି ଉନ୍ନତିର ଯୋଗ

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୩୦ ଅକ୍ଟୋବର ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

Image Courtesy: Google

ମେଷ :

ଆର୍ଥିକ ଅବସ୍ତା ଖରାପ ନହେଉ ସେଥିପାଇଁ ନିଜ ମାସିକ ବଜଟ ଅନୁଯାଇ ଖର୍ଚ କରନ୍ତୁ ଏହା ଠାରୁ ଅଧିକ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ କରି ପାରେ । ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ । ଆପଣଙ୍କ ପାଖରେ ନୂଆ କାର୍ଯ୍ୟ କରିବା ପାଇଁ ଉପାୟ ଆସି ପାରେ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ ।

ବୃଷ :

ଆଜି ଆପଣଙ୍କ ବିବାହିତା ଜୀବନ ରେ କିଛି ଚିନ୍ତା ର ବିଷୟ ହୋଇ ପାରେ, ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଆବେଶ ରେ ଏମିତି କିଛି କରନ୍ତୁ ନାହିଁ, ଯାହା ଆପଣଙ୍କ ପରିବାର ଓ ଆପଣଙ୍କ ପାଇଁ ଅସୁବିଧାପୂର୍ଣ ହୋଇ ଯାଏ ।

ମିଥୁନ :

ଗାଡି ଚଳେଇବା ବେଳେ ସାବଧାନ ରୁହନ୍ତୁ, ସମୟ ଭଲ ଅଛି ତେବେ ସାବଧାନ ରହିବା ଉଚିତ । ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହବ, କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ । ଆଜି ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ, ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ, ଆଜି କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ଆଜି ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିବ,

Image Courtesy: Google

କର୍କଟ :

ଆଜି କର୍କଟ ରାଶି ମହିଳାଙ୍କୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହବ ବହୁତ ଲୋକ ପ୍ରୋମୋଶନ ମଧ୍ୟ ପାଇବେ, ଖର୍ଚ ଉପରେ ଧ୍ୟାନ ଦବା ଦରକାର ଅଟେ ନଚେତ ଆର୍ଥିକ ସମସ୍ୟା ହୋଇ ପାରେ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ । ଆଜି ଆପଣଙ୍କୁ ଗତ କିଛି ଦିନ ତଳ ପରିଶ୍ରମ ପାଇଁ ଆଜି ଫଳ ପ୍ରାପ୍ତ ହବ ।

ସିଂହ :

ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ । କୌଣସି କାର୍ଯ୍ୟ କରିବା ଆଗରୁ ତା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେସମୟ ସଠିକ ଭାବରେ ଉପଯୋଗ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ମୂଲ୍ଯବାନ ଅଟେ, କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ । ସବୁ ଦିଶାରୁ ଧାନ ଲାଭ ଯୋଗ ଅଛି, ଆଗକୁ ବଢିବାର ସମ୍ଭାବନା ବହୁତ ଅଛି, ଭାଇ ଭଉଣୀ ସାମାଜିକ ସ୍ଥିତି ରେ ହଟାତ ପରିବର୍ତନ ଆସିବ ଓ ବୃଦ୍ଧି ହବ ।

କନ୍ୟା :

ଆଜି ଟଙ୍କା ପଇସା କାମରେ ଅତ୍ୟଧିକ ସାବଧାନ ହୋଇ ରହିବା ଉଚିତ ଅଟେ, କାମ ଅପେକ୍ଷା ସୋଶିଅଲ ମିଡିଆ ଉପଯୋଗ ଆପଣଙ୍କୁ ସମସ୍ୟା ଦେଇ ପାରେ । ଆଜି ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ । ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ମାଁ ବାପାଙ୍କ ଦ୍ଵାରା କିଛି ଭଲ ଅନୁଭବ ପାଇପାରିବେ, ଯାହା ଦ୍ଵାରା ଆପଣଙ୍କୁ ଲାଭ ହବ । ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ ।

Image Courtesy: Google

ତୁଳା :

ଆଜି ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ବା ଆପଣଙ୍କ ଘର ଲୋକ ନା କାହା ଠାରୁ ଟଙ୍କା ଆଣନ୍ତୁ ନାହିଁ କାହାକୁ ନିଜ ଘରୁ ଟଙ୍କା ଦିଅନ୍ତୁ । ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ । ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାଶ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ ।

ବିଛା :

ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ପୂର୍ଣ ହୋଇ ଜୀବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ପୁରୁଣା ହାନି ଆଜି ପୂର୍ଣ ହବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ ।

ଧନୁ :

ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ ।

Image Courtesy: Google

ମକର :

ଆଜି ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ, ଜୀବନସାଥି ଓ ସନ୍ତାନ ପରାମର୍ଶ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ । ଚାକିରି କରୁଥିବା ଲୋକମାନେ ଆଜି ନିଜ ପରିଶ୍ରମ ଦ୍ଵାରା ସମସ୍ତଙ୍କୁ ଦେଖେଇ ପାରିବେ ଯେ ଆପଣ ସବୁ କରି ପାରିବେ, ବହୁତ ବ୍ୟସ୍ତ ରହିଲେ ମଧ୍ୟ ଛାତ୍ରମାନଙ୍କ ପାଇଁ ଜବ ନୂଆ ଅବସର ଉପଲବ୍ଧ ରହିବ ।

କୁମ୍ଭ :

ଆଜି ନୂଆ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହବ ନାହିଁ, ପ୍ରେମ ସମ୍ପର୍କ ପାଇଁ ସମୟ ସଠିକ ଅଟେ କିନ୍ତୁ ନିଜ ବା ସନ୍ତାନ ଶିକ୍ଷା ପାଇଁ ଆପଣଙ୍କୁ ଚିନ୍ତା ରହିବ । ଆଜି ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ । କୌଣସି ରୋମାଣ୍ଟିକ ଜାଗା ଯିବା ଆଗରୁ ନିଜ ଜୀବନସାଥୀ କୁ ପଚାରିବା ଉଚିତ ଅଟେ ।

ମୀନ :

ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *