ଆମେ ଆପଣଙ୍କୁ ଶୁକ୍ରବାର ଦିନ ୯ ଅକ୍ଟୋବର ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।
ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :
ବ୍ୟବସାୟ କରୁଥିବା ଜାତକଙ୍କ ପାଇଁ ଶୁଭ ସମୟ ଅଟେ, ଖରାପ ଖାଦ୍ଯ ପଦାର୍ଥ ଖାଇ ଆପଣ ନିଜ ସ୍ୱାସ୍ଥ୍ୟ ଖରାପ କରି ପାରନ୍ତି, ଆପଣଙ୍କ ପାଖରେ ନିଜ ଆୟ ଦ୍ଵାରା କିଛି ନୂଆ ଏବଂ ଲାଭକାରୀ କାର୍ଯ୍ୟ କରିବା ପାଇଁ ବୁଢୀ ଏବଂ ଶକ୍ତି ରହିବ । ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ ।
ବୃଷ :
ଘର ଲୋକଙ୍କ ସହ ସମୟ ବିତେଇବା ଆପଣଙ୍କ ପାଇଁ ସୁଖମୟ ହୋଇବ, ଅଜଣା ଲୋକଙ୍କ ଦ୍ଵାରା ଆପଣଙ୍କୁ ସାହାଜ୍ଯ ପ୍ରାପ୍ତ ହେଇ ପାରେ । ଅଲଗା କାହା କଥା ଶୁଣି ନିଜ ପ୍ରେମୀ ଉପରେ ସନ୍ଦେହ କରନ୍ତୁ ନାହିଁ ନଚେତ ସୁଖ ଜୀବନ ନଷ୍ଟ ହୋଇ ଜୀବ, ସ୍ୱାସ୍ଥ୍ୟ ପାଇଁ ସମୟ ଭଲ ଅଟେ । ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ । ଆଜି ଆପଣଙ୍କୁ ପ୍ରଶଂସା ମିଳିବ, ଆଜି ଆପଣ ଲୋକଙ୍କୁ ନିଜ କାମ ଦ୍ଵାରା ଆକର୍ଷିତ କରିବେ, ସମାଜ ରେ ମାନ ସମ୍ମାନ ବଢିବ, ଆଜି ବାହାରୁକୁ ବୁଲିବାକୁ ଯାଇ ପାରନ୍ତି ।
ମିଥୁନ :
ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରିବେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ପରିବାର ରେ ବଡ ଲୋକଙ୍କ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ସବୁ ଶୁଭ ରହିବ, ଚାକିରି ରେ କିଛି ଭଲ ହୋଇ ପାରେ । ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ ।

କର୍କଟ :
ଆଜି ଦିନ ଆପଣଙ୍କ ପାଇଁ ଶୁଭକାରୀ ଅଟେ, ଆଜି କେତେ ଦିନର ଅଟକି ଥିବା କାର୍ଯ୍ୟ ଆଜି ପୂର୍ଣ ହବ, ଯଦି ଆପଣ ମନ ଦେଇ ପ୍ରୟାସ କରନ୍ତି ତେବେ । ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ । ଆଜି ଆପଣଙ୍କ ପରିଶ୍ରମ ଫଳ ପ୍ରାପ୍ତି ହୋଇବ, ଆପଣ ନିଜ ସମ୍ପର୍କୀୟ ବା ଅନ୍ୟ ଲୋକଙ୍କ ଅସୁବିଧା ସମାଧାନ କରିବା ପାଇଁ ସକ୍ଷମ ରହିବେ ।
ସିଂହ :
ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ , ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।
କନ୍ୟା :
କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି ।ଆଜି ଆପଣଙ୍କ କୌଣସି ଆବଶ୍ୟକ କାର୍ଯ୍ୟ ପୂର୍ଣ ହବ, କାର୍ଯ୍ୟସ୍ଥଳ ରେ ଆପଣଙ୍କୁ ବହୁତ ରାସ୍ତା ଦେଖା ଜୀବ । ସମସ୍ତଙ୍କୁ ସାହାଜ୍ଯ କରିବା ଆପଣଙ୍କ ଅଭ୍ଯାସ ସମାପ୍ତ ହୋଇ ଜୀବ କାହିଁକିନା ଆପଣଙ୍କ ଆବଶ୍ୟକତା ସମୟରେ ଆପଣଙ୍କ ସହ କେହି ନଥିବେ ।

ତୁଳା :
ଆଜି ଆପଣଙ୍କର ଲୋକଙ୍କ ସହ ବାଦ ବିବାଦ ହୋଇ ପାରେ, ଯାହା ଦ୍ଵାରା ଆପଣଙ୍କୁ ହାନି ହବ । ଆଜି ଆପଣଙ୍କୁ ଆବଶ୍ୟକ କାର୍ଯ୍ୟ ରେ ସମର୍ଥନ ପ୍ରାପ୍ତ ହବାର ଅଛି, ଭଲ ପାଇବା ଆପଣଙ୍କ ଜୀବନ ବାନ୍ଧି ରହିବା ପାଇଁ ଆବଶ୍ୟକ ଅଟେ । କାର୍ଯ୍ୟ ସ୍ଥଳ ରେ ଅଧିକାରୀ ମାନଙ୍କ ଦ୍ଵାରା ଆପଣଙ୍କୁ ସମସ୍ଯା ହୋଇବ, ଉଧାର ଟଙ୍କା ବା ଅଟକି ଥିବା ଧନ ଆଜି ଆପଙ୍କୁ ପ୍ରାପ୍ତି ହବ ।
ବିଛା :
କୌଣସି ପୁରୁଣା ରୋଗ ଆଉ ଠାରେ ଆପଣଙ୍କୁ ଅସୁବିଧା କରି ପାରେ, ଆଜି ଆପଣଙ୍କ ମନ ପାଠରେ ରହିବ ଆଜି ଆପଣଙ୍କ ଗୋଡ ରେ ଦରଜ ରହିବ ଯାହା ପାଇଁ ଆପଣଙ୍କୁ ଅସ୍ତ ବ୍ୟସ୍ତ ଲାଗିବ ଯାହା ଫଳରେ ଆପଣ ଅଶ୍ବସ୍ତ ଅନୁଭବ କରିବେ । ଆଜି ଆପଣ ନିଜ ପରିଶ୍ରମ ଦ୍ଵାରା ନିଜ ବଳ ଉପରେ ସଫଳତା ପ୍ରାପ୍ତ କରି ପାରିବେ,କିଛି ବଡ ଯୋଜନା ଆଜି କରି ପାରନ୍ତି । ବ୍ୟବସାରେ ଆଜି ଆପଣ ଲାଭପୂର୍ଣ ସୌଦା କରିବେ ।
ଧନୁ :
ଘର ଲୋକଙ୍କ ସହ କେଉଁ ଜାଗା ବୁଲିବାକୁ ଯାଇ ପାରନ୍ତି । ପାଠ ପଢାରେ ମନ ଲାଗିବ ନାହିଁ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ,ଆଜି ଗାଡି ଉପରେ ଖର୍ଚ ହବ । ହଡ ବଡ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କ ପାଇଁ ଅସୁବିଧା ଆରମ୍ଭ ହୋଇ ପାରେ । ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ ।

ମକର :
ଆଜି କରା ଯାଇଥିବା ନିବେଶ ଆପଣଙ୍କୁ ସମୃଦ୍ଧି ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ କରିବ, ଯେଉଁ କାମ ଆପଣ ଦେଖନ୍ତି ନାହିଁ ତା ପାଇଁ ଆଜି ଆପଣଙ୍କୁ ହାନି ଭୋଗିବାକୁ ହବ । ଆଜି ଦାଂପତ୍ଯ ଜୀବନ ପାଇଁ ବହୁତ ଭଲ ସମୟ ଅଟେ, ଆପଣଙ୍କ ସନ୍ତାନକୁ ଆଜି ସଫଳତା ପ୍ରାପ୍ତ ହବ । ଟଙ୍କା ଅସୁବିଧା ପାଇଁ ଘରେ ଅଶାନ୍ତି ହୋଇ ପାରେ, ଆଜି ଆପଣଙ୍କ ଯାତ୍ରା ମହଙ୍ଗା ହୋଇ ପାରେ କିନ୍ତୁ ଏହା ସହ ଯାତ୍ରା ଲାଭକାରୀ ମଧ୍ୟ ରହିବ । ଅଳପ ସମୟରେ ଧନ ପ୍ରାପ୍ତି ଲୋଭ ଛାଡି ଦିଅନ୍ତୁ ଏବଂ ଧନ ନିବେଶ ରେ ମନ ଦିଅନ୍ତୁ ।
କୁମ୍ଭ :
ଏହି ରାଶି ଲୋକ ଆଜି ଆର୍ଥିକ ରୂପ ବା କରିୟରରେ ସଫଳତା ପ୍ରାପ୍ତ କରିବେ, ବ୍ୟବସାୟ ରେ ହୋଇଥିବା ଅନ୍ୟ ଭୁଲ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି । ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ । ଆଜି ପୁରା ଦିନ ଆପଣ ଖୁସି ରହିବେ, ଆଜି ନୂଆ କାମ ଆରମ୍ଭ ହବ ।
ମୀନ :
ପ୍ରେମ ସମ୍ବନ୍ଧ ଭଲ ରହିବ, ଆପଣଙ୍କୁ ତେଲ ଜିନିଷ ଖାଇବା ଉଚିତ ନୁହ ସେଥିପାଇଁ ନିଜ ଖାଇବା ପିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣଙ୍କ ଦ୍ଵାରା ହୋଇ ଥିବା ନିଷ୍ପତ୍ତି ସଠିକ ହୋଇବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।