ଏହି 5ଜଣ ହେଲେ ଟିଭି ଜଗତର ସବୁଠୁ ଘମଣ୍ଡି ଅଭିନେତ୍ରୀ- Famous for Misbehave

ଆପଣ ମାନେ ସମସ୍ତେ ଟିଭି ସିରିଏଲ ବା ଚଳଚିତ୍ର ନିଶ୍ଚିନ୍ତ ଦେଖୁଥିବେ କାହିଁକିନା ଟିଭି ଏଣ୍ଟରଟେନମେଣ୍ଟ ଦୁନିଆ ହୋଇଥାଏ ଯାହା ଦେଖିବା ସମୟରେ ଲୋକ ନିଜ ଦୁଃଖ ଅସୁବିଧା ସବୁ କିଛି କିଛି ସମୟ ପାଇଁ ଭୁଲି ଯାଇ ଥାନ୍ତି ଓ ଆରାମ କରିଥାନ୍ତି ।

ତେବେ କଣ ଆପଣ ଜାଣିଛନ୍ତି ଯେଉଁ ଅଭିନେତ୍ରୀ ବା ଅଭିନେତାଙ୍କୁ ଆପଣ ପର୍ଦା ଉପରେ ଯେମିତି ଦେଖୁଛନ୍ତି ତାଙ୍କ ଅସଲ ଜୀବନରେ ବ୍ୟବହାର କେମିତି ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯିଏ ନିଜଖରାପ ବ୍ୟବହାର ଦ୍ଵାରା ପ୍ପ୍ରସିଦ୍ଧ ଅଛନ୍ତି ଓ ତାଙ୍କ ଏହି ବ୍ୟବହାର ପାଇଁ ତାଙ୍କୁ କେହି କାମ ଦଉନାହାନ୍ତି ।

୧. ଅସ୍ମିତା ସୂଦ :

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ୨୦୧୧ରେ ସାଉଥ ଚଳଚିତ୍ରରେ ଅସ୍ମିତା ସୂଦ ବହୁତ ଚଳଚିତ୍ର କରିଥିଲେ କିନ୍ତୁ ତାଙ୍କ ବ୍ୟବହାର ପାଇଁ ତାଙ୍କୁ ସାଉଥରେ ଚଳଚିତ୍ର ମିଳିବା ବନ୍ଦ ହୋଇଗଲା ଯାହା ପରେ ସେ ହିନ୍ଦୀ ସିରିଏଲ ବତ୍ତମିଜ ଦିଲରେ କାମ କରିଥିଲେ କିନ୍ତୁ ସେଠିକା ଷ୍ଟାଫ ଦ୍ଵାରା ଖବର ମିଳିଛି ଯେ ଅସ୍ମିତା ବହୁତ ଅହଙ୍କାରୀ ଅଭିନେତ୍ରୀ ଅଟନ୍ତି ଓ ତାଙ୍କର କୌଣସି ଷ୍ଟାଫ ସହ ଭଲ କଥା ହବାର କେହି ଦେଖି ନାହାନ୍ତି ।

୨. ସାଇନି ଦୋଷୀ :

ଆପଣ ମାନେ ସାଇନି ଦୋଷୀଙ୍କୁ ସରସ୍ଵତୀ ଚନ୍ଦ୍ର ସିରିଏଲରେ ସାଇଡ ହିରୋଇନ ଭାବରେ କାମ କରିବାର ଦେଖିଥିବେ ତେବେ ତାଙ୍କ ଝଗାଡା କରିବା ପ୍ରକୃତି ପାଇଁ ସମସ୍ତେ ତାଙ୍କ ଠାରୁ ଦୂରେଇ ରହିବା ପସନ୍ଦ କରନ୍ତି କିନ୍ତୁ କୌଣସି କଥା ପାଇଁ ତାଙ୍କର ସେହି ସିରିଏଲ ଅଭିନେତ୍ରୀ ଜେନିଫର ବିଙ୍ଗେଟ ସହ କିଛି ବାଦ ବିବାଦ ମଧ୍ୟ ହୋଇଥିଲା । ତେବେ ସାଇନିଙ୍କ ଏହି ବ୍ୟବହାର ପାଇଁ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା ।

୩. ଶିଲ୍ପା ଆନନ୍ଦ :

ଆପଣ ମାନେ ଶିଲ୍ପା ଆନନ୍ଦଙ୍କୁ ଟିଭି ପ୍ରସିଦ୍ଧ ସିରିଏଲ ଦିଲ ମିଲ ଗଏରେ କାମ କରୁଥିବାର ଦେଖିଥିବେ । ଶିଲ୍ପା ନିଜ ବ୍ୟବହାର ଦ୍ଵାରା ସମସ୍ତଙ୍କ ସହ ଝଗଡା କରି ସାରିଛନ୍ତି, ତାଙ୍କ ଅଭିନୟ ଭଲ କିନ୍ତୁ ଅସଲ ଜୀବନରେ ତାଙ୍କୁ ସମ୍ଭାଳିବା ବହୁତ କଷ୍ଟ କାହିଁକିନା ସେ ଛୋଟ ଛୋଟ କଥାକୁ ନେଇ ଝଗଡା କରନ୍ତି ଯାହା ପାଇଁ ସବୁ କିଛି ଖରାପ ହୋଇଥାଏ ।

୪. ନିଆ ଶର୍ମା :

ଆପଣଙ୍କୁ ନିଆ ଶର୍ମାଙ୍କ ବିଷୟରେ ଜଣା ଅଛି ସେ ଜମାଇ ରାଜା ସିରିଏଲ ଅଭିନେତୃଥିଲେ ଓ ଏକ ହଜାରୋ ମେ ମେରି ବେହନା ହେ । ଏହି ଭଳି ବହୁତ ଭଲ ସିରିଏଲ ରେ କାମ କରିଛନ୍ତି କିନ୍ତୁ ତାଙ୍କ ବ୍ୟବହାର ବହୁତ ଖରାପ ଅଟେ । ସେ କାହାକୁ ବି ସମ୍ମାନ କରନ୍ତି ନାହିଁ ଯାହା ପାଇଁ ତାଙ୍କୁ ଯେତେ କାମ ମିଳିବା କଥା ତା ଠାରୁ ବହୁତ କମ ମିଳୁଅଛି ।

୫. ଅଙ୍କିତା ଲୋଖଣ୍ଡେ :

ଖବର ଅନୁଯାଇ ଶୁଶାନ୍ତ ସିଂହ ରାଜପୁତ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ବହୁତ ଶୀଘ୍ର ରାଗି ଯାଇଥାନ୍ତି ଯାହା ଦ୍ଵାରା ତାଙ୍କ ସେଟରେ ମଧ୍ୟ ବହୁତ ଲୋକଙ୍କ ସହ ଝଗଡା ହୋଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *