ତେବେ ଭାରତୀୟ ସଂସ୍କୃତି ଅନୁଯାଇ ସମସ୍ତଙ୍କ ଏହା ମାନ୍ୟତା ଅଟେ ଯେ ମାତା ଲକ୍ଷ୍ମୀ ଧନ ଲକ୍ଷ୍ମୀ ଅଟନ୍ତି, ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ବା କୃପା ହୋଇଥାଏ ଏହି ଭଳି ଲୋକଙ୍କ ଜୀବନରେ କେବେ ଆର୍ଥିକ ସମସ୍ଯା ଆସିନଥାଏ । ତେବେ ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ବହୁତ ପରିଶ୍ରମ କରି ମଧ୍ୟ ବହୁତ କିଛି ପାଇ ନଥାନ୍ତି ବା ନିଜ କାର୍ଯ୍ୟରେ ସଫଳ ହୋଇନଥାନ୍ତି ।
କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ବହୁତ କମ କାମ କରି ମଧ୍ୟ ବହୁତ ସଫଳତା ପାଇଥାନ୍ତି ଏହା ସବୁ ମାତା ଲକ୍ଷ୍ମୀଙ୍କ କୃପାରୁ ହୋଇଥାଏ । ଶାସ୍ତ୍ର ଅନୁଯାଇ ସ୍ଵୟଂ ମାତା ଲକ୍ଷ୍ମୀ କହିଛନ୍ତି ଯେ ଯେଉଁ ମାମିଷ ମତେ କଞ୍ଚା ହଳଦୀ ଗଣ୍ଠି ସହ ଅର୍ପଣ କରିଥାଏ ତାକୁ ମୋ କୃପା ନିଶ୍ଚିନ୍ତ ପ୍ରାପ୍ତ ହୋଇଥାଏ ।

ଆଜି ଆମେ ଆପନାଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ମଧ୍ୟ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ । ତେବେ ଶାସ୍ତ୍ର ଅନୁଯାଇ ଭଗବାନ ସୁରଜ୍ଯଙ୍କୁ ଜଳ ଦବା ବହୁତ ଶୁଭ ହୋଇଥାଏ କିନ୍ତୁ କଣ ଆପପନ ଜାଣିଛନ୍ତି ଯଦି ଆପଣ ଜଳରେ ଅଳପ ହଳଦୀ ପକାଇ ଭଗବାନ ସୁରଜ୍ଯଙ୍କୁ ଜଳ ଅର୍ପଣ କରନ୍ତି, ତେବେ ଆପଣଙ୍କୁ କାମ କରିବା ପାଇଁ ଶକ୍ତି ଓ ଧନ ଦୁଇଟି ପ୍ରାପ୍ତ ହୋଇଥାଏ ।

ଯଦି କୌଣସି ମଣିଷକୁ ବହୁତ ଭୟଙ୍କର ରୋଗ ଅଛି ଯେମିତିକି କ୍ୟାନ୍ସର ବା ଅନ୍ୟ ରୋଗ ଏହି ଭଳି ବ୍ୟକ୍ତିଙ୍କ ମୁକ୍ତି ପାଇଁ ପ୍ରତିଦିନ କିଛି ହଳଦୀ ଦାନ କରିବା ଉଚିତ । ଯେଉଁ ବ୍ୟକ୍ତିଙ୍କ ଜୀବନରେ ବହୁତ ଅସୁବିଧା ଅଛି ଓ ତାଙ୍କ ଜୀବନରେ ବହୁତ ପ୍ପ୍ରାକାର ନକାରାତ୍ମକତା ଆସି ଯାଇଛି ଏହି ଭଳି ବ୍ୟକ୍ତିଙ୍କୁ ସବୁଦିନ ହଳଦୀ ତିଲକ ଲଗାଇ ବାହାରକୁ ଯିବା ଉଚିତ । ଯଦି କୌଣସି ମଣିଷ ବିବାହ ହୋଇପାରୁ ନାହିଁ, ସେ ପୁଅ ହେଉ ବା ଝିଅ ଦୁହିଙ୍କ ପାଇଁ ଏହି ଉପାୟ ଅଟେ ।

ଏହି ଭଳି ବ୍ୟକ୍ତିଙ୍କୁ ସବୁ ଦିନ ସକାଳେ ସ୍ନାନ ଇତ୍ୟାଦି ପରେ ଗୋଟେ ପାତ୍ରରେ ପାଣି ନେଇ ସେଥିରେ ଅଳପ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରିବା ପାଇଁ କୁହନ୍ତୁ ଦେଖିବେ ସବୁ ଅସୁବିଧା ଦୂର ହୋଇଯିବ ଓ ଆପଣଙ୍କ ଜୀବନରେ ବିବାହ ସୁଖ ବହୁତ ଶୀଘ୍ର ପ୍ରବେଶ କରିବ । ଦୁନିଆରେ ଧନ ସମସ୍ତଙ୍କୁ ଆବଶ୍ୟକ ଅଟେ, ତେବେ ଥରେ ଏହି ଉପାୟ କରି ଦେଖନ୍ତୁ ଲାଭ ଅବଶ୍ୟ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।