ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ:- ମଙ୍ଗଳ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ । ସମଯରେ ଶୁଭ ବ୍ୟୟ କରିବା ଦ୍ଵାରା ଆପଣଙ୍କକୀର୍ତି ବଢିବ । ସନ୍ଧ୍ଯା ୫ ଟାରେ କୌଣସି ଖାସ ଦିଲ ଫାଇନାଲ ହୋଇବ । ରାଜ୍ୟ ଦ୍ଵାରା ବିଶେଷ ସନମାନ ପ୍ରାପ୍ତ ହୋଇବ । ଭୌତିକ ବିକାଶର ଯୋଗ ଭଲ ରହିବ । ଭାଗ୍ୟ ୯୦ ପ୍ରତିଶତ ସହଯୋଗ କରିବ ।
ବୃଷ :- ଆଜି ଆପଣଙ୍କ ଧ୍ୟାନ ଯୋଜନାରେ ଲାଗିବ । କୌଣସି ଦେବ ସ୍ଥାନ ଯାତ୍ରା କରିବା ଦ୍ଵାରା ମନକୁ ଶାନ୍ତି ମିଳିବ । କାନୁନି ବିବାଦରେ ବିଜୟ, ସ୍ଥାନ ପରିବର୍ତନର ଯୋଜନା ସଫଳ ହୋଇବ । ଦିନର ଉତରାର୍ଦ୍ଧରେ ଟେନସନ ପରେ ମଧ୍ୟ ପରାକ୍ରମରେ ବୃଦ୍ଧି ହେବ । ପରିବାରରେ ହର୍ଷ ମଙ୍ଗଳ ମୟ ପରିବର୍ତନ ବା ମନୋରଥ ସିଧି ହେବ । କାର୍ଯ୍ୟଲୟରେ ଆପଣଙ୍କୁ ଅନୁକୂଳ ବାତାବରଣ ବନିବ ତଥା ଆପଣଙ୍କ ସାଥି ସହଯୋଗ କରିବେ । ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।
ମିଥୁନ :- ଆଜିର ଦିନ ବହୁତ ରଚନାତ୍ମକ ରହିବ । କୌଣସି ରଚନାତ୍ମକ କାର୍ଯ୍ୟ କରିବାରେ ଆପଣ ପୁରା ଦିନ ବିତାଇବେ । ଯେଉଁ କାମ ଆପଣଙ୍କୁ ଅଧିକ ପ୍ରିୟ ହୋଇଥିବ ଆଜି ସେକାମ କରିବାକୁ ମିଳିବ । ଆଜି ଆପଣ ରିଲକ୍ସ ହେବାରେ ସାହାର୍ଯ୍ୟ ମିଳିବ । ନୂଆ ଯୋଜନା ମଧ୍ୟ ଦିମାଗରେ ଆସିପାରେ । ନିଜଠୁ ବଡ ଲୋକଙ୍କର ସହଯୋଗ ପାଇବାର ପ୍ରୟାସ କରନ୍ତୁ । ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।
କର୍କଟ :- ଆଜିର ଦିନ ବହୁତ ସୃଜନାତ୍ମକ ଅଟେ ଯାହାବି କାମ ମନ ଲଗାଇକି କରିବେ ଆଜି ତାର ଫଳ ସେହି ସମୟରେ ହିଁ ପାଇବେ । ଅଧା କାମ ଶେଷ କରାଇ ଦିଅନ୍ତୁ, ମହତ୍ବପୂର୍ଣ ଚର୍ଚା ହୋଇପାରେ । ଅଫିସରେ ଆପଣଙ୍କ ବିଚାର ମୁତାବିକ ମାହୋଲ ବନିବ ଓ ଆପଣଙ୍କ ସାଥି ମଧ୍ୟ ଆପଣଙ୍କ ସହଯୋଗ କରିବେ । ରାତ୍ରିରେ ବିବାହ ସାଦିକୁ ଯିବାର ଅବସର ମିଳିପାରେ । ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।
ସିଂହ :- ଆଜିର ଦୀନ ବହୁତ ବ୍ୟସ୍ତ ରହିବେ । କିନ୍ତୁ ଧର୍ମ ଅଧ୍ୟାତ୍ମର ପଢା ଲେଖାରେ ଅଳ୍ପ ସମୟ ବାହାର କରିବା ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଆଣି ପାରନ୍ତି । ରାତ୍ରି ସମୟ ମଙ୍ଗଳମୟ କାର୍ଯ୍ୟ କରିବାରେ ବ୍ଯତୀତ ହେବ । ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।
କନ୍ୟା :- ଆଜି ନିଜ କଥା ବ୍ଯବହାରରେ ସଂଯମ ଓ ସାବଧାନ ରୁହନ୍ତୁ । ପାଖାପାଖି ଲୋକଙ୍କ ସହିତ ଯୁକ୍ତି ତର୍କ ନହେଉ ସେଇ କଥା ପ୍ରତି ଧ୍ୟାନ ରଖନ୍ତୁ । ଭାଗ୍ୟ ଉପରେ ଭରସା ରଖନ୍ତୁ ଓ ଆତ୍ମବିଶ୍ଵାସ ସହିତ କାର୍ଯ୍ୟ କରନ୍ତୁ । ରାତ୍ରି ସମୟରେ ସ୍ଥିତିରେ ଆହୁରି ସୁଧାର ଆସିପାରେ । ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।
ତୁଳା :- ଆଜିର ଦିନ ଆପଣଙ୍କ ପାଇଁ ଲାଭ କାରକ ଅଟେ । କାର୍ଯ୍ୟ ବ୍ୟବହାର ସହିତ ଜଡିତ ସବୁ ବିବାଦ ଆଜି ସମାଧାନ ହୋଇବ । ନୂଆ ପ୍ରୋଜେକ୍ଟରେ ମଧ୍ୟ କାମ ଆରମ୍ଭ କରିପାରିବେ । ଜମି ବାଡି ମାମଲାରେ କିଛି ଅସୁବିଧା କରିବା ପାଇଁ ଚେଷ୍ଟା କରିପାରନ୍ତି । ଭାଗ୍ୟ ୫୬ ପ୍ରତିଶତ ସହଯୋଗ କରିବ ।
ବିଛା :- ପରିସ୍ଥିତିକୁ ଦେଖିଲେ ଆଜିର ଦିନ ବହୁତ ମଜଭୁତ ରହିବ । ଦିନସାରା ଲାଭର ଅବସର ପ୍ରାପ୍ତ ହେବ । ସବୁବେଳେ କାର୍ଯ୍ୟ ଶୀଳ ରୁହନ୍ତୁ । ପରିବାରରେ ସୁଖ ଶାନ୍ତି ଓ ସ୍ତିରତାର ଆନନ୍ଦ ଉଠାନ୍ତୁ । ଚାକିରି ବା ବ୍ୟାପାରରେ କିଛି ନୂଆ କାଲେ ଆଗକୁ ଯାଇ ବ୍ୟାପାରରେ ଲାଭ ହୋଇପାରେ । କାମରେ ନୂଆ କିଛି ଦେଖିବାକୁ ମିଳିବ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।
ଧନୁ :- ଆଜିର ଦିନ ସାବଧାନୀ ଓ ସତର୍କତାର ଅଟେ । ବିଜେନେସ ମାମଲାରେ ଟିକେ କଷ୍ଟ ଉଠାଇଲେ ଲାଭ ହେବାର ବହୁତ ସମ୍ଭାବନା ରହିଛି । ପ୍ରତିଦିନ କାମ ଠାରୁ କିଛି ନୂଆ କାମ ହାତକୁ ନିଅନ୍ତୁ । କୌଣସି ନିଯନ ଲୋକଙ୍କ ପାଇଁ କିଛି ପଇସାର ଆବଶ୍ୟକ ପଡିପାରେ । ନୂଆ ମୌକା ଆପଣଙ୍କ ହାତରେ ରହିଛି । ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।
ମକର :- ଆଜିର ଦିନ ସାମାନ୍ଯ ରହିବ । ଭାଗୀଦାରୀରେ କରିଥିବା ବ୍ୟବସାୟରେ ବହୁତ ଲାଭ ହୋଇପାରେ । ପ୍ରତିଦିନ ଘର କାର୍ଯ୍ୟକୁ କରିବାର ଆଜି ବହୁତ ଭଲ ସୁଯୋଗ ରହିବ । ହୋଇପାରେ ଆଇ ଆପଣଙ୍କ ପୁଅ ଝିଅ ସମ୍ବନ୍ଧରେ କିଛି ନୂଆ ନିସ୍ପତି ନେବାକୁ ପଡିପାରେ । ଇମାନନ୍ଦାରୀ ଓ ନିର୍ଧାରିତ ନିୟମର ଧ୍ୟାନ ରଖନ୍ତୁ । ବହୁତ କାମ ଏକା ସାଥିରେ ଆସିବା ଦ୍ଵାରା ବ୍ୟାଘ୍ରତା ବଢିପାରେ । ଆଜି ଭାଗ୍ୟ ୬୧ ପ୍ରତିଶତ ସହଯୋଗ କରିବ।
କୁମ୍ଭ :- ଆଜିର ଦିନ ନିଜ ସ୍ୱାସ୍ଥ୍ୟ ପ୍ରତି ସାବଧାନୀ ରଖନ୍ତୁ । ମୌସମ ପରିବର୍ତନରେ ସିତ ଉଷ୍ଣ ବିକାର ଉତ୍ପନ ହୋଇପାରେ । ଖାଇବା ପିଇବାରେ ଯମବି ଅବହେଳା କରନ୍ତୁ ନହିଁ । ବ୍ୟାପାର ମାମଲାରେ ଦିନ ଦିନ ଦୁଃଖରେ ବ୍ଯତୀତ ହୋଇପାରେ । ଜଲ୍ଦ ବାଜରେ କିଛି ଭୁଲ ହୋଇପାରେ ସେଥିପାଇଁ ସବୁ କାମ ବୁଝିସୁଝି କରନ୍ତୁ । ଭାଗ୍ୟ ୫୧ ପ୍ରତିଶତ ସହଯୋଗ କରିବ ।
ମୀନ :- ଆଜିର ଦିନ ଲାଭ କାରକ ରହିବ । ବ୍ୟାପାରରେ କଷ୍ଟ ଉଠାଇଲେ ପରିଣାମ ହିତକର ରହିବ । ଅସୁବିଧାକୁ ଧର୍ଯ୍ୟ ଓ ନିଜ ଭଲ ବ୍ୟବହାର ଦ୍ଵାରା ସୁଧାର କରାଯାଇପାରିବ । ନିଜ ବୁଢୀର ପ୍ରୟୋଗ କରିକି ଆପଣ ସବୁକିଛି କରିପାରିବେ । ଆଜି ପର୍ଯ୍ୟନ୍ତ କୌଣସି କାମରେ କମି ହେବନାହିଁ । କୌଣସି ସଙ୍କଟ ଗ୍ରସ୍ତ ବ୍ୟକ୍ତିଙ୍କ ସହାୟତା କରି ପରିବେତ ଶୁଭ ରହିବ । ଭାଗ୍ୟ ୬୯ ପ୍ରତିଶତ ସହଯୋଗ କରିବ ।