ଶୁକ୍ରବାର ୧ ନଭେମ୍ବର 2019, ମଙ୍ଗଳ ଓ ଚନ୍ଦ୍ରମାଙ୍କ ଅତି ଶୁଭ ଯୋଗ ହେଉଛି, ଏହି ରାଶିଙ୍କୁ ହେବ ଲାଭ

ରାଶିଫଳ ଆମ ଜୀବନ ରେ ବହୁତ ମହତ୍ବପୂର୍ଣ ଅଟେ, ଏହା ଦ୍ଵାରା ଜଣେ ଲୋକ ର ସ୍ଵଭାବ ଏବଂ ଭବିଷ୍ୟତ ଯୋଡି ହୋଇଥାଏ । ଗ୍ରହଙ୍କ ଚାଲି ସବୁବେଳେ ବଦଳୁଥାଏ ସେଥିପାଇଁ ଆମର ସବୁଦିନ ଜୀବନ ରେ କିଛି ନା କିଛି ଘଟି ଥାଏ ଓ ଘଟଣା ଗୁଡିକ ସମାନ ନଥାଏ । ଯଦି ଆପଣ ଜାଣିବାକୁ ଚାହାଁନ୍ତି ଆପଣଙ୍କ ଦିନ କିପରି ଯିବ ଏବଂ କଣ କରିବା ଉଚିତ ଅଟେ । ଆସନ୍ତୁ ଜାଣିବା ଆଜି ଦିନ ଆମ ଜୀବନ ରେ କଣ ନୂଆ ଆଣିବ ବା ଆଜି ଦିନ କେମିତି କଟିବ ।

ମେଷ ରାଶି :

ଆଜି ଆର୍ଥିକ ଲାଭ ମିଳିବାର ଯୋଗ ହେଉଛି, କିନ୍ତୁ ଏହା ସହ ଆପଣଙ୍କ ଖର୍ଚ ବି ବଢିବ । ସ୍ଵସ୍ଥ ରହିବା ପାଇଁ ନିଜ ଦିନ ର ଆରମ୍ଭ ଯୋଗ ଠାରୁ କରନ୍ତୁ, ଆପଣଙ୍କ ଦିନ ବ୍ୟସ୍ତ ରହିବ ତଥାପି ସ୍ୱାସ୍ଥ୍ୟ ସାମନ୍ୟା ରହିବ । ଆଜି ଆପଣ ନିଜ ଜୀବନ ରୁ ବହୁତ କିଛି ଶିଖିବାକୁ ପାଇବେ ।

ବୃଷ ରାଶି :

ଆଜି ଆପଣଙ୍କୁ ନିଜ ଅଧିକାର ପାଇଁ ଲଢିବାକୁ ପଡିବ । ଘର ସମସ୍ୟାରୁ ମୁକ୍ତି ପ୍ରାପ୍ତ ହେବ, ଆପଣଙ୍କ କାମ ରେ ଆସିଥିବା ସମସ୍ୟା ଦୂର ହବ । ପ୍ରିୟ ଲୋକଙ୍କ ସହ ଦେଖା ସାକ୍ଷାତ ସୁଖମୟ ହବ, ଅତ୍ୟଧିକ ଚିନ୍ତା କରିବା ଉଚିତ ନୁହେଁ ଆରାମ ସେ ରୁହନ୍ତୁ ।

ମିଥୁନ ରାଶି :

ଆଜି ଆପଣ ମାଙ୍ଗଳିକ ଯୋଜନା ରେ ଭାଗ ନେଇପାରିବେ, ପାରିବାରିକ ସୁଖ ଓ ଧନ ବଢିବ । ଆପଣଙ୍କ ରାସ୍ତା ରେ କୌଣସି ପ୍ରକାର ବାଧା ଆସିବ ନାହିଁ, ଏହି ଦିନ ଆପଣ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ରାଗନ୍ତୁ ନାହିଁ । ନିଜ ଘର ପରିବାର ଲୋକଙ୍କ ସହ ସମୟ ବିତାନନ୍ତୁ ଓ ନିଜ ସମ୍ପର୍କ ମଜବୁତ କରନ୍ତୁ ।

କର୍କ ରାଶି :

ଆଜି ଆପଣଙ୍କ କାରୋବାର ହଟାତ ବଢିବ, ପରିବାର ରେ ହଇରାଣ ହବାକୁ ପଡି ପାରେ । ବାପାଙ୍କ ସହ ବିଶେଷ କଥା ହୋଇପାରେ, ଘର ଲୋକଙ୍କ ସହ ଝଗଡା ହୋଇପାରେ ବଞ୍ଚିକି ରୁହନ୍ତୁ ।

ସିଂହ ରାଶି :

ଆପଣଙ୍କୁ ଅନ୍ୟଙ୍କ ସହ ମିଶି କାମ କଲେ ଲାଭ ହେବ, ଆପଣଙ୍କ ପ୍ରିୟଜନ କିଛି ଖୁସି ଖବର ନେଇ ଆସି ପାରନ୍ତି । ଆପଣଙ୍କ ଅଳସୁଆ ଅଭ୍ୟାସ ପାଇଁ ହାନି ହୋଇ ପାରେ । ଦାମ୍ପତ୍ୟ ଜୀବନ ସଫଳ ରହିବ, ସମ୍ପର୍କ ମଜବୁତ ହବ କେଉଁଠି ବୁଲିବାକୁ ଯାଇପାରନ୍ତି ।

କନ୍ୟା ରାଶି :

ଆଜି ଆପଣଙ୍କ ଅଟକିଥିବା ଧନ ପ୍ରାପ୍ତି ହବ, ବିଜନେସ ନିବେଶ ରେ ଲାଭ ହବ । ଭାଇ-ଭଉଣୀ ଓ ସାଙ୍ଗମାନଙ୍କ ଦ୍ଵାରା ସାହାଯ୍ୟ ପାଇପାରିବେ, ପୁରୁଣା ସାଙ୍ଗ ଦେଖା ହୋଇପାରନ୍ତି । ଛୋଟ ଛୋଟ ଯାତ୍ରା ଲାଭକାରୀ ହୋଇପାରେ, ସନ୍ତାନ ଦ୍ଵାରା ଖୁସି ଖବର ପାଇପାରନ୍ତି ।

ତୁଳା ରାଶି :

ତୁଳା ରାଶି ଲୋକ ନୂଆ ସମ୍ବନ୍ଧ ପାଇଁ ଅପେକ୍ଷା ରେ ରହିବେ, ଆପଣଙ୍କ କାମ ପାଇଁ ଆପଣ ପ୍ରଶଂସା ର ପାତ୍ର ହୋଇପାରିବେ । କିନ୍ତୁ ଆପଣଙ୍କୁ କିଛି ସମୟ ସାବଧାନ ରହିବାକୁ ପଡି ପାରେ । କିଛି ଖରାପ କାମ ପାଇଁ ଖର୍ଚ ହେବ, ନୂଆ ପ୍ରେମ ସମ୍ବନ୍ଧ ହବାର ସମ୍ଭାବନା ଅଛି ।

ବିଛା ରାଶି :

ବିଛା ରାଶିଙ୍କ ପାରିବାରିକ ଜୀବନ ରେ ବାତାବରଣ ସାନ୍ତ ଦେଖିବାକୁ ମିଳିବ, ଭାବି ଚିନ୍ତି କାମ କରନ୍ତୁ ଜଲ୍ଦି ରେ କିଛି କରନ୍ତୁ ନାହିଁ । କାହା କଥାରୁ ଆପଣ ଆଘାତ ହୋଇପାରନ୍ତି । ଟଙ୍କା ନବା ଦବା ରେ ସତର୍କ ରୁହନ୍ତୁ ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆତ୍ୟଧିକ କାମ ପାଇଁ ଦିନ ବ୍ୟସ୍ତ ରହିବ ।

ଧନୁ ରାଶି :

ଆଜି ଆପଣ ନିଜ ପ୍ରିୟଜନଙ୍କ ଦ୍ଵାରା ଉପହାର ପାଇପାରିବେ । ସନ୍ତାନ ଦ୍ଵାରା ସାହାଯ୍ୟ ପାଇବେ, ଆଜି ଶିକ୍ଷା ପ୍ରତିଯୋଗୀତା ରେ ବିଶେଷ ଉପଲବ୍ଧି ମିଳିବ । ଛାତ୍ରଙ୍କୁ ମାନବାଞ୍ଚିତ ଫଳ ପ୍ରାପ୍ତ ହେବ ।

ମକର ରାଶି :

ଆଜି ଆପଣଙ୍କ ଦିନ ଖୁସି ରେ ଯିବ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ । କିଛି ସକାରାତ୍ମକ ପରିବର୍ତ୍ତନ କରିବାକୁ ପଡିବ ଫଳ ସକାରାତ୍ମକ ହବ ଚିନ୍ତା ର କିଛି ବିଷୟ ନାହିଁ । ଯଦି କୌଣସି ପରୀକ୍ଷା ପାଇଁ ଫର୍ମ ଭରିବାକୁ ଚାହୁଁଛନ୍ତି ତାହେଲେ ଭରି ଦିଅନ୍ତୁ ସମୟ ଅତ୍ୟନ୍ତ ଶୁଭ ଅଟେ ।

କୁମ୍ଭ ରାଶି :

ଆଜି ନିଜ ଲୋକଙ୍କ ପାଇଁ ଖର୍ଚ ଅଧିକ ହବ, ପତ୍ନୀଙ୍କ ସହ ଝଗଡା ହୋଇପାରେ ବଞ୍ଚି କରି ରୁହନ୍ତୁ । ପ୍ରିୟ ଜଣଙ୍କ ସହ ଭଲ ସମ୍ପର୍କ ହେବ, କର୍ତ୍ତବ୍ୟ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ ତାକୁ ନିର୍ବାହନ କରନ୍ତୁ । ଧାର୍ମିକ ଜାଗା ରେ ଯିବା ପାଇଁ ସମୟ ମିଳିବ ।

ମୀନ ରାଶି :

ଆପଣଙ୍କ ମଜା କରିବା ଅଭ୍ୟସ ପାଇଁ ଲୋକପ୍ରିୟ ହୋଇ ପାରିବେ, କାର୍ଯ୍ୟ ରେ ସଫଳତା ପାଇପାରିବେ । ଆର୍ଥିକ ସମସ୍ୟା କମି ଯାଇ ପାରେ, ମନବାଞ୍ଚିତ ଫଳ ପ୍ରାପ୍ତି ହବ । ସ୍ୱାସ୍ଥ୍ୟ ଭଲ ରହିବ, ନୂଆ ଏବଂ ଲାଭକାରୀ ଭାବନା ମନ କୁ ଆସି ପାରେ ।

Leave a Reply

Your email address will not be published. Required fields are marked *