ମଙ୍ଗଳବାର 10 ଡିସେମ୍ବର 2019 – ଆଜି ଦିନ ୪ଟି ରାଶିଙ୍କ ଉପରେ ବଜରଙ୍ଗବଲି ନିଜ କୃପା ରଖିବେ, ଆର୍ଥିକ ସ୍ଥିତି ବଦଳିବ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ । ତେବେ ଆଜି ବଜରଙ୍ଗବଲିଙ୍କ କୃପାରୁ ଏହି ସବୁ ରାଶିର ବଦଳିବ ଭାଗ୍ୟ ।

ମେଷ ରାଶି :

ଆଜି ଦିନ ଚାକିରିଆ ଲୋକଙ୍କ ପାଇଁ ଅନୁକୂଳ ଅଟେ, ନିଜ ଭାଇ କୁଟୁମ୍ବ ସହ ବୁଝା ମଣା ହୋଇ ପାରେ, ଶିକ୍ଷା ପ୍ରତିଯୋଗୀତା ପାଇଁ ସମୟ ଅନୁକୂଳ ଅଟେ । କାର୍ଯ୍ୟ ପାଇଁ ମନ ଧ୍ୟାନ ଦେଇ କାମ କରନ୍ତୁ, ଆପଣଙ୍କ ସଫଳତା ପାଖରେ ଠିଆ ହୋଇବ । ଜୀବନସାଥୀ ସହ ଦିନ ବହୁତ ଭଲ ରହିବ ।

ବୃଷ ରାଶି :

ଆଜି ଆପଣ କିଛି ନୂଆ କାମ ବା ପ୍ରୋଜେକ୍ଟ ଉପରେ କାମ କରିବେ । ଆଜି ଆପଣ ଭାଗ୍ୟ ଠାରୁ ଅଧିକ କାର୍ଯ୍ୟ ଉପରେ ଭରସା କରିବେ । ଜୀବନସାଥୀ ସହ ଭୁଲ ବୁଝା ମଣା ହୋଇ ପାରେ, ବହୁତ ସିଗ୍ର ଘର ବା ଅପାର୍ଟମେଣ୍ଟ କିଣି ପାରନ୍ତି ଯୋଗ ହେଉ ଅଛି ।

ମିଥୁନ ରାଶି :

ଆଜି ଦିନ ଆପଣଙ୍କ ପାଇଁ ଶୁଭକାରୀ ଅଟେ ପରିଶ୍ରମ କରନ୍ତୁ ସଫଳତା ପ୍ରାପ୍ତ ହବ, କାର୍ଯ୍ୟ କ୍ଷେତ୍ର ଲାଭକାରୀ ରହିବ । ଆଜି କାରୋବାର ରେ ଲାଭ ଦେଖିବାକୁ ପାଇବେ, ମନ ଧ୍ୟାନ ଦେଇ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ । ବ୍ୟବସାୟ କରୁଥିବା ଲୋକ ଲାଭ ପାଇ ପାରନ୍ତି, ଧାର୍ମିକ ଗୀତ ପ୍ରତି ମନ ଲାଗିବ ।

କର୍କଟ ରାଶି :

ପରିବାର ଲୋକ ଆଜି ଆପଣଙ୍କ ଭାବନା ବୁଝି ପାରିବେ, ଆଜି ଆପଣ ଭଲ ଜାଗା ବୁଲିବାକୁ ଯାଇ ପାରନ୍ତି । ଆର୍ଥିକ ସ୍ଥିତି ଭଲ ଅଛି କିନ୍ତୁ ଆପଣଙ୍କ ଯୋଜନା ବହୁତ ବଡ ଅଟେ, ବିଦ୍ୟାର୍ଥୀମାନଙ୍କର ପାଠରେ ଧ୍ୟାନ ରହିବ ।  ରାଜନୈତିକି କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହୋଇବ, ପ୍ରେମ ପ୍ରସଙ୍ଗ ଛୋଟ କଥା ପାଇଁ ଖରାପ ହୋଇ ପାରେ ସେଥିପାଇଁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ ରାଶି :

କାର୍ଯ୍ୟ କ୍ଷେତ୍ର ରେ ବହୁତ ଅସୁବିଧା ସାମ୍ନା କୁ ଆସିବ, ଯାହା ଦ୍ଵାରା ପରିସ୍ଥିତି ଖରାପ ହୋଇ ପାରେ, କାଗଜ ପତ୍ର କାମ ରେ ସଫଳତା ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ, ରୋଜଗାର ପାଇଁ ନୂଆ ରାସ୍ତା ଖୋଜିବାରେ ମନ ଲାଗିବ । ବ୍ୟର୍ଥ ଚିନ୍ତା ସ୍ୱାସ୍ଥ୍ୟ ଖରାପ କରି ପାରେ ।

କନ୍ୟା ରାଶି :

ଆଜି ଆପଣ ଘର ଲୋକଙ୍କ ସହିତ ବହୁତ ଭଲ ସମୟ ପାଇବେ ଆପଣଙ୍କୁ ସୁଖ ଅନୁଭୂତି ହେବ । କାର୍ଯ୍ୟ କ୍ଷେତ୍ର ରେ ଟଙ୍କା ଖର୍ଚ କରନ୍ତୁ ନାହିଁ, ପରିବାର ସହ ଧାର୍ମିକ ସ୍ଥାନ ରେ ଯାତ୍ରା ପାଇଁ ଯାଇ ପାରନ୍ତି । ପରିଶ୍ରମ କଲେ ସଫଳତା ନିଶ୍ଚିନ୍ତ ପ୍ରାପ୍ତ ହବ, ପ୍ରେମ ସମ୍ପର୍କ ଭଲ ରହିବ । ଆଜି ଚାକିରିଆ ଲୋକଙ୍କ ପାଇଁ ବହୁତ ଶୁଭ ଦିନ ଅଟେ ଲାଭ ହେବ ।

ତୁଳା ରାଶି :

ନିଜ ସମୟ ନଷ୍ଟ କରନ୍ତୁ ନାହିଁ, ଅନ୍ୟ କଥା ଶୁଣି ନିଜ ହାନି କରିବେ, ବ୍ୟବସାୟ କ୍ଷେତ୍ର ରେ ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରି ପାରନ୍ତି । ଅସୁବିଧା ଠିକ କରିବା ପାଇଁ ଅତ୍ୟଧିକ ଧନ ଖର୍ଚ ହୋଇ ପାରେ, କୌଣସି ନିଷ୍ପତ୍ତି କରିବା ଆଗରୁ ଭଲ ଭାବରେ ଚିନ୍ତନ କରନ୍ତୁ ।

ବିଛା ରାଶି :

କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, କିନ୍ତୁ ଏହା ସହ କାର୍ଯ୍ୟ ଭାର ମଧ୍ୟ ବଢିବାକୁ ଲାଗିବ, ଶିକ୍ଷା କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଅନେକ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡି ପାରେ । ଯାହାର ନିଜ ବ୍ୟବସାୟ ତାଙ୍କୁ ଲାଭ କିଛି କମ ହବାର ଦେଖା ଯିବ ।

ଧନୁ ରାଶି :

ଆପଣଙ୍କ ଭାଗ୍ୟ ରେ ମନ ଇଛା ଚାକିରି ପାଇବାର ଯୋଗ ହେଉଛି ଏବଂ ଧନ ମହାଯୋଗ ହେଉ ଅଛି । ଚାକିରିଆ ଲୋକଙ୍କ ଦିନ ସାମାନ୍ୟ ରୂପରେ ଶୁଭ ରହିବ, ପରିବାର ରେ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ । ଆଜି ଆପଣ ନିଜ ସଫଳତା ଆନନ୍ଦ ପାଇ ପାରିବେ, ଅବିବାହିତ ଲୋକଙ୍କ ପାଇଁ ନୂଆ ସମ୍ବନ୍ଧ ଆସି ପାରେ । ବ୍ୟବସାଇକ ଲୋକଙ୍କ ପାଇଁ ସମୟ ଲାଭକାରୀ ଅଟେ, ଭାଗ୍ୟ ସାହାଯ୍ୟ ପାଇବେ, ଶିକ୍ଷା କାର୍ଯ୍ୟ ପାଇଁ ମାନ ସମ୍ମାନ ବଢିବ ।

ମକର ରାଶି :

ଆଜି ଆପଣଙ୍କୁ ନିଜ ସମୟ ଉଚିତ ଭାବରେ ଉପଯୋଗ କରିବାର ଆବଶ୍ୟକ ଅଟେ, ନିଜ ମନ ବଳ ବଢେଇବା ପାଇଁ ଚେଷ୍ଟା କରିବେ, ହାନି ହବାର ଯୋଗ ହେଉଛି । ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ନିଜ ବ୍ୟବହାର ଭଲ କରିବା ପାଇଁ ଚେଷ୍ଟା କରିବେ, ଆର୍ଥିକ ସମସ୍ୟା ଦୂର ହବ ଏବଂ ସ୍ଥିତି ଭଲ ହୋଇବ ।

କୁମ୍ଭ ରାଶି :

ଆଜି ଆପଣଙ୍କୁ ବ୍ୟବସାୟରେ ଲାଭ ପ୍ରାପ୍ତ ହବ, ଏହା ସହ ଆପଣଙ୍କ ଦ୍ଵାରା ହୋଇ ଥିବା କାର୍ଯ୍ୟ ଓ ପରିଶ୍ରମ ସଫଳତା ମଧ୍ୟ ଆପଣ ପାଇ ପାରିବେ, ପରିକ୍ଷା ପ୍ରତିଯୋଗୀତା ବା ନୂଆ ଚାକିରି ପାଇଁ ଉଚିତ ସମୟ ଅଟେ । ବହୁତ ଘନିଷ୍ଠ ଲୋକ ସୁଖ ଓ ଭଲ ପାଇବା ଅନୁଭୂତି ଦେଇ ପାରନ୍ତି ।

ମୀନ ରାଶି :

ଆଜି ନୂଆ ସାଙ୍ଗ ହୋଇବେ କିନ୍ତୁ ଟିକେ ସତର୍କ ରୁହନ୍ତୁ କାହିଁକିନା ଏଠାରୁ ବହୁତ ସ୍ଵାର୍ଥପର ହୋଇ ପାରନ୍ତି, ଅନ୍ୟ କାହା ପ୍ରଗତି ଦେଖି ଦୁଃଖ ହୁଅନ୍ତୁ ନାହିଁ, ପରିଶ୍ରମ କଲେ ଲାଭ ଅବଶ୍ୟ ମିଳିବ । ଧନ ପ୍ରାପ୍ତି ସୁଗମ ଅଟେ, ସନ୍ତାନ ପାଇଁ ଟିକେ ଚିନ୍ତିତ ରହିବେ ଏବଂ ଅସୁବିଧା ମଧ୍ୟ ହୋଇ ପାରେ । ରୋଜଗାର ବଢିବାରେ ଲାଗିବ, ବ୍ୟବସାଇକ ଯାତ୍ରା ସଫଳ ରହିବ ।

Leave a Reply

Your email address will not be published. Required fields are marked *