ଗୁରୁବାର 12 ଡିସେମ୍ବର 2019 – ଏହି ରାଶି ଲୋକଙ୍କ ସବୁ ମନୋକାମନା ପୂର୍ଣ୍ଣ କରିବେ ମା ଲକ୍ଷ୍ମୀ

ଆଜି ଦିନ ମାଁ ଲକ୍ଷ୍ମୀଙ୍କ ପୂଜା ସହ ଭଗବାନ ବିଷ୍ଣୁଙ୍କ ପୂଜା ମଧ୍ୟ କରିବା ବହୁତ ଶୁଭ ଏବଂ ମଙ୍ଗଳକାରୀ ଅଟେ । ଆଜିର ରାଶି ଫଳ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହା ଆମ ଜୀବନ ପ୍ରତ୍ୟକ କ୍ଷତ୍ର ବିଷୟରେ କିଛି ନା କିଛି ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଚାହୁଁ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣ କୌଣସି ସମାରୋହ ରେ ଯିବା ପାଇଁ ଯୋଜନା କରୁଛନ୍ତି, ସେଠାରେ ଆପଣଙ୍କ କୌଣସି ଛୋଟ ବେଳ ସାଙ୍ଗ ଦେଖା ହୋଇ ପାରନ୍ତି । ଆଜି ଆପଣଙ୍କ ସମ୍ପର୍କୀୟ ଲୋକଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ଓ ମଜବୁତ ରହିବ । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ ।

ବୃଷ ରାଶି :

ଆଜି ଆପଣଙ୍କୁ ପାଠରେ ମନ ଲାଗିବ, ପୂଜା ପାଠ ମଧ୍ୟ ମନ ଧ୍ୟାନ ଦେଇ କରିବେ । ଆଜି ଦିନ ଫେରେଲ ଅଟେ, ଆପଣଙ୍କୁ ପାଠ ରେ ସାହାଜ୍ଯ ପ୍ରାପ୍ତ ହବ । ସାମାଜିକ ରୂପରେ ଆଜି ଆପଣ ବହୁତ ଲୋକପ୍ରିୟା ହୋଇବେ, ବିବାହିତା ଦମ୍ପତି ସୁଖପୁର୍ଣ ହୋଇବେ, କିନ୍ତୁ କିଛି କ୍ଷେତ୍ର ରେ ସଙ୍ଘର୍ଷ କରିବେ ।

ମିଥୁନ ରାଶି :

ଆଜି ଆପଣଙ୍କ ସାମ୍ନା ରେ ନୂଆ ଅସୁବିଧା ଆସି ପାରେ ସାବଧାନ ରହିବେ ଏବଂ ପ୍ରସ୍ତୁତ ରହିବେ, ସବୁ ପ୍ରକାର ପରିସ୍ଥିତି ସହ ସାମ୍ନା କରିବା ପାଇଁ ଆପଣ ସକ୍ଷମ ଅଟନ୍ତି । ଆଜି ଆପଣଙ୍କ ଦିନ ବ୍ୟସ୍ତ ରହି ପାରେ । ସମ୍ପର୍କ ଭଲ ରହିବ ଏବଂ ବିଶେଷ ଲୋକ ଦ୍ଵାରା ସାହାଜ୍ଯ ମଧ୍ୟ ପାଇ ପାରିବେ ।

କର୍କଟ ରାଶି :

ଆଜି ଅଫିସ କାର୍ଯ୍ୟ ବହୁତ କଷ୍ଟ ଓ ପରିଶ୍ରମ କରି ପୂର୍ଣ ହୋଇବ, ସାଙ୍ଗମାନେ ସାହାଜ୍ଯ କରି ପାରନ୍ତି । କିଛି ଭଲ ଅବସର ପ୍ରାପ୍ତ ହୋଇ ପାରେ, ଶାରୀରିକ କଷ୍ଟ ଆଶଙ୍କା ହୋଇ ପାରେ । ଜୀବନସାଥୀ ସହ ଭୁଲ ବୁଝା ମଣା ହୋଇ ପାରେ, ବହୁତ ସିଗ୍ର ଘର ବା ଅପାର୍ଟମେଣ୍ଟ କିଣି ପାରନ୍ତି ଯୋଗ ହେଉ ଅଛି । କାର୍ଯ୍ୟ କ୍ଷେତ୍ର ରେ ବହୁତ ଅସୁବିଧା ସାମ୍ନା କୁ ଆସିବ, ଯାହା ଦ୍ଵାରା ପରିସ୍ଥିତି ଖରାପ ହୋଇ ପାରେ ।

ସିଂହ ରାଶି :

ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଅବସର ପ୍ରାପ୍ତ ସମୟ ଅଟେ, କୌଣସି କଥା ପାଇଁ ମନ ଭିତରେ ଦର ରହିବ । ଆଜି ଯେଉଁ କାର୍ଯ୍ୟ ଆରମ୍ଭ କରିବେ ତାହା ପୂର୍ଣ ହୋଇବ । ପ୍ରେମ ପ୍ରସଙ୍ଗ ଛୋଟ କାଥା ପାଇଁ ଖରାପ ହୋଇ ପାରେ ସେଥିପାଇଁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟ କରୁଥିବା ଲୋକ ଲାଭ ପାଇ ପାରନ୍ତି, ଧାର୍ମିକ ଗୀତ ପ୍ରତି ମନ ଲାଗିବ ।

କନ୍ୟା ରାଶି :

ଆଜି ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟ ପୂର୍ଣ ହୋଇବ, ଘର ପରିବାରକୁ ସମୟ ନିଶ୍ଚିନ୍ତ ଦିଅନ୍ତୁ ଘରେ ସୁଖ ଶାନ୍ତି ରହିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ, ରୋଜଗାର ପାଇଁ ନୂଆ ରାସ୍ତା ଖୋଜିବାରେ ମନ ଲାଗିବ । ବ୍ୟର୍ଥ ଚିନ୍ତା ସ୍ୱାସ୍ଥ୍ୟ ଖରାପ କରି ପାରେ । ଚାକିରି ରେ କାର୍ଯ୍ୟ ଭାର ଅତ୍ୟଧିକ ରହିବ, ପ୍ରେମ ସମ୍ପର୍କ ରେ ଦୂରତା ଆପଣଙ୍କ ଚିନ୍ତା ବଢେଇବ ।

ତୁଳା ରାଶି :

ଆଜି କରି ଥିବା ଛୋଟ ବା ବଡ ନିବେଶ କାଲୀ ବଡ ସଞ୍ଚୟ ସାମନାକୁ ଆସିବ, ନୂଆ କାର୍ଯ୍ୟ ସକାରାତ୍ମକ ଭାବ ରଖିବେ । କାର୍ଯ୍ୟ ପାଇଁ ମନ ଲାଗି ରହିବ, ମନ ଶାନ୍ତ କରି କାମ କରନ୍ତୁ, ଆତ୍ମବିଶ୍ଵାସ ପରି ପୂର୍ଣ ହବ । ଆଜି ଚାକିରିଆ ଲୋକଙ୍କ ପାଇଁ ବହୁତ ଶୁଭ ଦିନ ଅଟେ ଲାଭ ହେବ ।କିଛି ଉପହାର ମିଳି ପାରେ, ସମ୍ପକ ପାଇଁ ଆପଣଙ୍କ ଡାଇତ୍ଵଭାର ବଢିବ ।

ବିଛା ରାଶି :

ଆଜି ଆପଣଙ୍କୁ ଅନ୍ୟ ଲୋକଙ୍କର ସାହାଜ୍ଯ କରିବା ପାଇଁ ସୁଯୋଗ ମିଳିବ, ଭଲ ନିଷ୍ପତ୍ତି ପାଇଁ ଲାଭ ପାଇବେ । ଆର୍ଥିକ ଲାଭ ପ୍ରାପ୍ତ ହୋଇ ପାରେ ଏବଂ କାର୍ଯ୍ୟ କ୍ଷେତ୍ର ରେ ଉପଲବଧି ମଧ୍ୟ ମିଳି ପାରେ ଯୋଗ  ହେଉ ଅଛି । କାର୍ଯ୍ୟ କ୍ଷେତ୍ର ରେ ଟଙ୍କା ଖର୍ଚ କରନ୍ତୁ ନାହିଁ, ପରିବାର ସହ ଧାର୍ମିକ ସ୍ଥାନ ରେ ଯାତ୍ରା ପାଇଁ ଯାଇ ପାରନ୍ତି ।

ଧନୁ ରାଶି :

ଆଜି ଆପଣଙ୍କ ମନ ମାନସିକ ଚିନ୍ତା ଦ୍ଵାରା ଖରାପ ହୋଇ ପାରେ, ଆପଣଙ୍କୁ ନିଜ ଛୁଆଙ୍କ ସହ କିଛି ସମୟ ବିତେଇବା ଉଚିତ ଅଟେ । ବ୍ୟବସାଇକ ଲୋକଙ୍କ ପାଇଁ ସମୟ ଚିନ୍ତା ର ବିଷୟ ଅଟେ, ଭାଗ୍ୟ ସାହାଜ୍ଯ ପାଇବେ, ଶିକ୍ଷା କାର୍ଯ୍ୟ ପାଇଁ ମାନ ସମ୍ମାନ ବଢିବ । ଆଜି ଆପଣ ନିଜ ସଫଳତା ଆନନ୍ଦ ପାଇ ପାରିବେ, ଅବିବାହିତ ଲୋକଙ୍କ ପାଇଁ ନୂଆ ସମ୍ବନ୍ଧ ଆସି ପାରେ ।

ମକର ରାଶି :

ମକର ରାଶି ଲୋକ ଆଜି ନିଜ ଯୋଗ୍ୟତା ଅନୁଯାଇ କାମ କରିବେ, ପୁରୁଣା ଭୁଲ ବୁଝା ମଣା ମଧ୍ୟ ସଋ ଜୀବ । ରାଜନୀତି ଲୋକଙ୍କ ପାଇଁ ଦିନ ବହୁତ ଭଲ ଏବଂ ଲାଭକାରୀ ଅଟେ, ଲୁଚି ଥିବା ସମସ୍ଯା ଫୁଣୀ ଥରେ ବାହାରି ଆପଣଙ୍କୁ ଚିନ୍ତା ଦେଇ ପାରନ୍ତି । ଚାକିରିଆ ଲୋକଙ୍କ ଦିନ ସାମାନ୍ୟ ରୂପରେ ଶୁଭ ରହିବ, ପରିବାର ରେ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ ।

କୁମ୍ଭ ରାଶି :

କୁମ୍ଭ ରାଶି ଲୋକ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ, ବିବାଦ ଆରମ୍ଭ ହବା ଆଗରୁ ଦୂରେ ଯିବା ଉଚିତ ଅଟେ । ଆର୍ଥିକ କାମ ପାଇଁ ସମୟ ପ୍ରତିକୂଳ ରହିବ, ରୋଜଗାର ରେ ଲାଭ ହବ । ନୂଆ କାର୍ଯ୍ୟ ପାଇଁ ଅଫର ମିଳିବ, ବ୍ୟବସାୟ ଓ ଚାକିରି ରେ ସବୁ ଭଲ ହବ ।

ମୀନ ରାଶି :

ଆଜି ଆପଣଙ୍କ ଭାବନା ଗୋଟେ କଥା ପାଇଁ ସ୍ଥିର ରହିବନି ତଥା ଲଗାତାର ପରିବର୍ତନ ହୋଇ ଚାଲିବ, ଭାବି ଥିବା କାର୍ଯ୍ୟ ପୂର୍ଣ ହୋଇ ପାରେ । ଆଜି ଆପଣ ଅନ୍ୟ କାହା ଠାରୁ ସାହାଜ୍ଯ ପାଇ ପାରନ୍ତି, କୌଣସି ଧାର୍ମିକ ଯାତ୍ରା ଆପଣଙ୍କ ଜୀବନ ବଦଳି ପାରେ ଏବଂ ସକାରାତ୍ମକ ବିଚାର ଉତ୍ତପନ ହେବ ।

Leave a Reply

Your email address will not be published. Required fields are marked *