ଶୁକ୍ରବାର 12 ଫେବୃୟାରି 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ସପ୍ତାହର ପ୍ରଥମ ଦିନ ବ୍ୟାପାରୀ ମାନଙ୍କ ପାଇଁ ଶୁଭ ରହିବ, ବ୍ୟାପାରରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ । ଭୌତିକ ବିକାଶର ଯୋଗ ବନୁଛି ଓ ସରକାର ଦ୍ଵାରା ବିଶେଷ ସନମାନ ପ୍ରାପ୍ତି ହେବ । ଘରର ଖରଚ ବଢିପାରେ ଓ ଲଭ ଜୀବନରେ ଚିନ୍ତାର ଆଶଙ୍କା ଆସିପାରେ । ରୋଜଗାର କ୍ଷେତ୍ରରେ ଚିନ୍ତାର କାରଣ ବନିପାରେ । ରୋଜଗାର କ୍ଷେତ୍ରରେ ଚିନ୍ତାର କାରଣ ହୋଇପାରେ । ଆଜି ଭାଗ୍ୟ ପ୍ରତିଶତ ସହଯୋଗ କରିବ ।

ବୃଷ :- କାର୍ଯ୍ୟରେ ଆଜି ଆପଣଙ୍କ ଧ୍ୟାନ ନୂଆ ପ୍ରୋଜେକ୍ଟ ଉପରେ ଲାଗିବ ଓ ଟ୍ରାନ୍ସଫରର ଯୋଜନା ବନିବ । କୋର୍ଟ କଚେରୀ ମାମଲାରେ ଆପଣଙ୍କ ବିଜୟ ହେବ । ଧାର୍ମିକ ଯାତ୍ରାରେ ମନରେ ଶାନ୍ତି ମିଳିବ । କାର୍ଯ୍ୟଳୟରେ ଆପଣଙ୍କୁ ଅନୁକୂଳ ବାତାବରଣ ବନିବ ତଥା ଆପଣଙ୍କ ସାଥି ଆପଣଙ୍କ ସହଯୋଗ କରିବେ । ଆଜି ଭାଗ୍ୟ ଭାଗ୍ୟ 84 ପ୍ରତିଶତ ସହଯୋଗ କରିବ ।

ମିଥୁନ :- ପାରିବାରିକ ବିଜନେସରେ ବୃଦ୍ଧି ପାଇଁ ପିତାଙ୍କ ମାର୍ଗଦର୍ଶନ ବା ସହଯୋଗ ମିଳିବ । ବନ୍ଧୁବାନ୍ଧବ ସମ୍ପର୍କରେ ମଧୁରତା ଆସିବ । ଏହା ସହିତ ରଚନାତ୍ମକ କାର୍ଯ୍ୟ କରିବାରେ ଅବସର ମିଳିବ । ଆଜି ଯେଉଁ କାମ ପ୍ରିୟ ଅଟେ, ତାହା କରିବାର ସୁଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ଯୋଜନା ମୁଣ୍ଡରେ ଆସିପାରେ ଓ ସିନିୟରଙ୍କ ସହଯୋଗ ମିଳିବ । ଭାଗ୍ୟ 85 ପ୍ରତିଶତ ସହଯୋଗ କରିବ ।

କର୍କଟ :- ବହୁତ ଦିନରୁ ଅଧା ପଡିଥିବା କାର୍ଯ୍ୟ ଆଜି ପୁରା କରିବେ ଓ ମହତ୍ଵ ପୂର୍ଣ କାର୍ଯ୍ୟରେ ଚର୍ଚା ହେବ । ଅଫିସରେ ସକାରାତ୍ମକ ମହୋଲ ବନିବ ଓ ଆପଣଙ୍କ ସାଥିରେ କାମ କରୁଥିବା ଲୋକ ମଧ୍ୟ ଆପଣଙ୍କ ସହଯୋଗ କରିବେ । ଜୀବନସାଥିଙ୍କ ସଜେସନ ବହୁତ ସାହାର୍ଯ୍ୟ କାରି ହେବ ଓ ସାଙ୍ଗଙ୍କ ସହଯୋଗ ମିଳିବ । ଆଜି ଭ୍ଗାୟ 84 ପ୍ରତିଶତ ସହଯୋଗ କରିବ ।

ସିଂହ :- ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ । ଆଜିର ଦିନ ବହୁତ ବ୍ୟସ୍ତତାର ସହିତ କାଟିବ କିନ୍ତୁ ଧାର୍ମିକ କାର୍ଯ୍ୟ ପାଇଁ ସମୟ ବାହାର କରିବେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରତିବନ୍ଧକ  ପକାଇବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ସମୟ ପୂର୍ବରୁ ନିଜ କର୍ମ କରିବାରେ ଚେଷ୍ଟା କରିବେ । ଆଜି ଭାଗ୍ୟ 80 ପ୍ରତିଶତ ସହଯୋଗ କରିବେ ।

କନ୍ୟା :- ଆଜିର ଦିନ ମିଶ୍ରିତ ଫଳକାରକ ରହିବ । ଆଜି ନିଜ ବ୍ୟବହାରରେ ସଂଯମ ଓ ସାବଧାନୀ ରୁହନ୍ତୁ । ଆଖପାଖଙ୍କ ଲୋକଙ୍କ ସହିତ ଝଗଡା ହୋଇପାରେ, ଏହି କଥାର ଧ୍ୟାନ ରଖନ୍ତୁ । ପରିବାରରେ କୌଣସି ଶୁଭ ମଙ୍ଗଳ କାର୍ଯ୍ୟର ଚର୍ଚା ହୋଇପାରେ, ଯେଉଁଥିରେ ମନ ପ୍ରସନ୍ନ ରହିବ । କାର୍ଯ୍ୟ କ୍ଷେତ୍ରରେ ଭାଗ୍ୟର ସହଯୋଗ ମିଳିବ ଓ ସବୁ କର୍ଜୟଙ୍କୁ ପୁରା କରିବେ ।

ତୁଳା :-  ଛାତ୍ରଙ୍କୁ ଶିକ୍ଷା ବା ପ୍ରତିଯୋଗୀତା କ୍ଷେତ୍ରରେ ବିଶେଷ ଉପଲବ୍ଧିର ଯୋଗ ବନୁଛି । କାର୍ଯ୍ୟ କ୍ଷେତ୍ରରେ ବାକ ପଟୁତା ବିଶେଷ ସନମାନ ଦେବ, ଏହା ସହିତ ନୂଆ କାର୍ଯ୍ୟ କରିବାର ସୁଯୋଗ ମିଳିବ । ପାରିବାରିକ ବିଜନେସରେ ବୃଦ୍ଧି ପାଇଁ ଜୀବନ ସାଥିର ସହଯୋଗ ମିଳିବ । ସନ୍ତାନ ବିବାହର ଚିନ୍ତା ସମାପ୍ତ ହେବ, ବିବାହ ପାଇଁ ଭଲ ପ୍ରସ୍ତାବ ସାମନାକୁ ଆସିପାରେ । ଭାଗ୍ୟ ୮୪ ପ୍ରତିସତ ସହଯୋଗ କରିବ ।

ବିଛା :- ଦିନସାରା ଲାଭର ପ୍ରାପ୍ତି ହେବ । ସନ୍ତାନଙ୍କ ତରଫରୁ କୌଣସି ଶୁଭ ସମାଚାର ମିଳିବ ଓ ପାରିବାରିକ ସମାପତି ମିଳିବାର ପ୍ରବଳ ସମ୍ଭାବନା ରହିଚି । ବ୍ୟସ୍ତତା ଭିତରେ ଲାଭ ଲାଇଫ ପାଇଁ ସମୟ ବାହାର କରିବେ । ପରିବାରରେ ସୁଖ ଶାନ୍ତି ଓ ସ୍ଥିରତାର ଆନନ୍ଦ ଉଠାନ୍ତୁ । ଚାକିରି ବା ବ୍ୟାପାରରେ କିଛି ନୂଆ ପଣ ଆଣିପାରିଲେ ଆଗକୁ ଯାଇ ଲାଭ ହୋଇବ ।

ଧନୁ :- ବିଜନେସ ମାମଲାରେ ଟିକେ କଷ୍ଟ ଉଠାଇବାକୁ ପଡିଲେ ବହୁତ ଲାଭ ହୋଇପାରେ । ପ୍ରତି ଦିନ କାମକୁ ଛାଡି କୌଣସି ନୂଆ କାମ ହାତକୁ ଆସିପାରେ । ଛାତ୍ରଙ୍କୁ ସଫଳତା ପାଇବା ପାଇଁ  ଅଧିକ ପରିଶ୍ରମ କରିବାକୁ ପଡିପାରେ । ମହତ୍ଵ ପୂର୍ଣ କଥାକୁ ଗୋପନୀୟତା ରଖନ୍ତୁ । ମତ ପିତାଙ୍କ ସହିତ ସମ୍ପର୍କ ମଧୁର ହେବ । ଆର୍ଥିକ ସ୍ଥିତି ଏବେ ଠିକ ନହିଁ, ଶେଠୀ ପାଇଁ କୌଣସି ନିବେଶ କରିବାରୁ ବଞ୍ଚାନ୍ତୁ । ଆଜି ଭାଗ୍ୟ 84 ପ୍ରତିଶତ ସହଯୋଗ କରିବ ।

ମକର :- ଛାତ୍ରଙ୍କ ପାଇଁ ଉଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ ।  ସନ୍ତାନ ସହିତ ସମ୍ବନ୍ଧିତ କୌଣସି ବଡ ନିସ୍ପତି ନେବାକୁ ପଡିପାରେ । ଆୟର ନୂଆ ସ୍ରୋତ ବିକଶିତ ହେବ ଆଉ ପ୍ରେମ ଜୀବନକୁ ସମ୍ପର୍କରେ ବଦଳାଇବାକୁ ଚେଷ୍ଟା କରିବେ । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ଅସୁବିଧାର ସମନ୍ନା କରିବାକୁ ପଡିପାରେ । ବହୁତ ପ୍ରକାର କାମ ଏକ ସହିତ ଆସିବା ଦ୍ଵାରା ଚିନ୍ତା ବଢିବ । ବ୍ୟାପାରରେ ନୂଆ ନିବେଶ ଆପଣଙ୍କ ପାଇଁ ଲାଭରେ ସ୍ଥିତି ବୃଦ୍ଧି କରିପାରେ । ଆଜି ଭାଗେ 82 ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- କାର୍ଯ୍ୟ କ୍ଷେତ୍ରରେ ଆସିଥିବା ସମସ୍ଯାରୁ ମୁକ୍ତି ମିଳିବ ଓ ସନ୍ତାନ ପକ୍ଷରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସୁଖରେ ବ୍ଯବଧାନ ଆସିପାରେ । ରାଶିର ସ୍ଵାମୀ ଶନି କାରଣ ମାର୍ଗ ଉଦୟ ହେଉଛି । କୌଣସି ବିପରୀତ ସମାଚାର ଶୁଣି ହଠାତ ଯାତ୍ରାରେ ଯିବାକୁ ହେବ । ସେଥିପାଇଁ ସାବଧାନ ରୁହନ୍ତୁ ଓ ଝଗଡା ବିବାଦରୁ ବଞ୍ଚିକି ରୁହନ୍ତୁ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ।

ମୀନ:- ବ୍ୟାପାରରେ କଷ୍ଟ ଉଠାଇବାର ପରିଣାମ ଲାଭକରକ ରହିବ । ଅସୁବିଧାକୁ ଧର୍ଯ୍ୟ ଓ ନିଜ ମୃଦୁ ବ୍ୟବହାର ଦ୍ଵାରା ସୁଧାରୀ ପାରିବେ । ରୋଜଗାର ସମ୍ବନ୍ଧିତ କୌଣସି ଶୁଭ ସମାଚାର ପ୍ରାପ୍ତ ହେବ । ବିବାହ ସମ୍ବନ୍ଧିତ ବିଷୟରେ ପାରିବାରିକ ସହଯୋଗ ପ୍ରାପ୍ତ ହେବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *