୫୦୦ ବର୍ଷ ପରେ ଆସନ୍ତା କାଲି ଠାରୁ ଏହି 2ଟି ରାଶିରେ ଆସିଲା ଶୁଭ ସମୟ, ମିଳିବ ବିଡା ବିଡା ଟଙ୍କା

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ବିଷୟରେ ଜାଣିବାକୁ ସମସ୍ତେ ଇଛୁକ ଥାଆନ୍ତି । ଏହାର କାରଣ ଏହିକି ଯେ ଆମ ମାନବ ସମାଜରେ ନାନା ଘଟଣାବଳି ଘଟିଥାଏ । ଯାହା ଫଳରେ ମନୁଷ୍ୟ ନାନା ସମସ୍ୟାର ସମ୍ମୁଖୀନ ହୋଇଥାଏ । ସମସ୍ତ କଥାକୁ ଜାଣି ତାହାର ଉପାୟ ସ୍ଵୋରୂପ ସେହି କାର୍ଯ୍ୟଟିକୁ ନିଜ ଜୀବନର ଉନ୍ନତ ମାନର କରିବାକୁ ପ୍ରୟାସ କରିଥାଏ । ବନ୍ଧୁଗଣ ପ୍ରାଏ ୫୦୦ ବର୍ଷ ପରେ ଏଭଳି ହେବାକୁ ଯାଉଛି । ଯାହା କାରଣରୁ ଭଗବାନ ଏହି ଦୁଇଟି ରାଶି ଉପରେ ନିଜର କୃପା ଦ୍ରୁଷ୍ଟି ପକାଇବାକୁ ଯାଉଛନ୍ତି ।

ବନ୍ଧୁଗଣ ଭଗବାନ ଶିବଙ୍କର କୃପା ଏହି ସମୟରେ ଏହି ଦୁଇଟି ରାଶି ଉପରେ ପଡୁଥିବାରୁ ଏମାନଙ୍କୁ ମାଲାମାଲ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ବନ୍ଧୁଗଣ ସମସ୍ତେ ଭଲ ଭାବରେ ଅବଗତ ଯେ ଭଗବାନ ଶଙ୍କର କୋପେ ବର ନଚେତ ତପେ ବର । ଏହାର ଅର୍ଥ ହେଉଛି ଭଗବାନ ଶଙ୍କର ଯଦି କୋପ କରିବେ ତେବେ ମନୁଷ୍ୟକୁ ତଳିତଳାନ୍ତ କରିଦେବେ ଏବଂ ଯଦି ମନୁଷ୍ୟ ନିଜର ମନ-ପ୍ରାଣକୁ ଅର୍ପଣ କରି ତପସ୍ୟା କରିଲା ଭଳି ନିଜର ମନର ଉପହାର ମାଗିଥାଏ । ତେବେ ଭୋଳାବାବା ତାହାଠାରେ ସନ୍ତୁଷ୍ଠ ହେଇ ତାକୁ ସବୁକିଛି ଦେଇଥାନ୍ତି ।

ବନ୍ଧୁଗଣ ଭୋଳା ବାବଙ୍କ କୃପା ରାଶି ନକ୍ଷତ୍ର ମାନଙ୍କ ପରିବର୍ତନରୁ ମଧ୍ୟ ହୋଇଥାଏ । ଆପଣ ମାନେ ଯାନୀ ରଖନ୍ତୁ ଯେ ଆପଣଙ୍କର ମାନସିକ ଭାବନାର ଉଦୟ ହେବ । ଆପଣ ମାନଙ୍କର ରାଜଯୋଗ ବହୁତ ଶୁଭଫଳ ସାବ୍ୟସ୍ଥ ହେବ । ପରିବାରରେ ଉନ୍ନତିର ଏବଂ ସୁଖ ସମୃଦ୍ଧିର ବାତାବରଣ ଲାଗି ରହିବ । ଶିକ୍ଷା କ୍ଷେତ୍ରରେ ଆପଣ ଅଧିକ ଆଗେଇବେ । ଆପଣଙ୍କ ଜୀବନ ସାଥିଙ୍କ ସହିତ ସବନ୍ଦ ମଧୁର ହେବ ।

ଆପଣ ବିଦେଶକୁ ଯାତ୍ରା କରିବାକୁ ବହୁତ ଇଚ୍ଛା କରିବେ । ଯଦି ଆପଣ ନିଜ ବନ୍ଧୁଙ୍କ ସହିତ ଦୁରଦେଶକୁ ଅଥବା ବିଦେଶକୁ ଯାତ୍ରା କରନ୍ତି ତେବେ ତାହା ଆପଣଙ୍କ ପାଇଁ ବହୁତ ଭଲ ଏବଂ ଶୁଭ ଯାତ୍ରା ରହିବ । ଆସୁଥିବା ସମୟ ଏବଂ ଏହି ସମୟ ଆପଣଙ୍କ ଲଭ ଲାଇଫ ପାଇଁ ଉଚିତ ରହିବ । ଆପଣ ନିଜ ପତ୍ନୀ ସାଙ୍ଗେ ଦୂର ଜାଗାକୁ ବୁଲିବାକୁ ଯାଇପାରନ୍ତି । ସମାଜରେ ଆପଣଙ୍କର ସମସ୍ତ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ । ଚାକିରି କ୍ଷେତ୍ରରେ ଆପଣ ଅଧିକ ଉନ୍ନତି ଆଡକୁ ପାଦ ବଢେଇବେ ।

ଆପଣ ଚାହୁଁଥିବା ସମସ୍ତ ଅସମ୍ଭବ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ପରିବାରର ଗୁରୁଜନ ଆପଣଙ୍କ ଉପରେ ସନ୍ତୁଷ୍ଠ ରହିବେ । ସନ୍ତାନ ମାନେ ଆପଣଙ୍କର ସନ୍ନମାନ କରିବେ । ଜମି କିଣିବାରେ ଯଦି ବିଳମ୍ବ ହେଉଥାଏ ତେବେ ତାହା ମଧ୍ୟ ସମ୍ଭବ ହୋଇପାରିବ । ଆସନ୍ତୁ ଏବେ ଜାଣିବା ସେହି ଦୁଇଟି ଭାଗ୍ୟଶାଳି ରାଶି ବିଷୟରେ । ସେହି ରାଶି ଦୁଇଟି ହେଉଛନ୍ତି ସିଂହ ଏବଂ କୁମ୍ଭ । ଆପଣ ମାନଙ୍କ ମନ ଏହି ସମୟରେ ଧାର୍ମିକ କାର୍ଯ୍ୟ କରିବାରେ ଲିପ୍ତ ରହିବ । ବନ୍ଧୁଗଣ ଯଦି ଏହି ବିବରଣୀଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *