ରବିବାର ୧୨ ଜାନୁୟାରୀ 2020 – ଏହି ୫ଟି ରାଶି ଉପରେ ପ୍ରସନ୍ନ ହେଲେ ସୂର୍ଯ୍ୟ ଦେବ, ହେବ ଧନପ୍ରାପ୍ତି

ଆଜି ଆମେ ଆପଣଙ୍କୁ ୧୨ ରବିବାର ଦିନ ଜାନୁୟାରୀ ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଟିକେ ସମସ୍ୟା ହୋଇ ପାରେ, କିଛି ଅନାବଶ୍ୟକ ଖର୍ଚ ସାମ୍ନା କୁ ଆସି ପାରେ । ଅଟକି ଥିବା ଟଙ୍କା ଆଜି ଫେରିକି ପାଇ ପାରନ୍ତି, ଧନ ପ୍ରାପ୍ତି ପାଇଁ ବହୁତ ଭଲ ଅବସର ଅଟେ । ଆଜି ଆପଣଙ୍କ ପରିଶ୍ରମ ପ୍ରଶଂସା ଲୋକ କରିବେ, ପରିଶ୍ରମ ପାଇଁ ସଫଳତା ପ୍ରାପ୍ତି ହୋଇ ପାରେ ।

ବୃଷ :

ଅଧିକ ଖର୍ଚ କରନ୍ତୁ ନାହିଁ ନଚେତ ଅସୁବିଧା ରେ ପଡି ପାରନ୍ତି, ମାନସିକ ଚିନ୍ତା ବଢି ପାରେ ସେଥିପାଇଁ ମନ ସ୍ଥିର ରଖନ୍ତୁ । ଆଜି ଆପଣଙ୍କ ପାଇଁ ସହଜ ଦେଖା ଯାଉ ନାହିଁ, ଆପଣ ଘର କାରଣରୁ ଚିନ୍ତା ରେ ରହିବେ । ସ୍ଵାଭିମାନ କୁ ଆଘାତ ଲାଗି ପାରେ, ଲକ୍ଷ କୁ ଫୋକସ କରି ରଖନ୍ତୁ ବହୁତ ଆଗକୁ ଯିବେ ।

ମିଥୁନ :

ଆଜି କୌଣସି ପ୍ରକାର ନିବେଶ କରିବା ପାଇଁ ସମୟ ଭଲ ନାହିଁ, ନିସ୍ପତି କରିବା ପାଇଁ ସମୟ ନିଅନ୍ତୁ ଜଲ୍ଦି କଲେ ନିସ୍ପତି ହାନିକାରକ ହୋଇ ପାରେ । ଆଜି ଆପଣ ବହୁତ ପରିଶ୍ରମ କରିବେ, ଆଜି ଆପଣ କାର୍ଯ୍ୟ ମନ ଧ୍ୟାନ ଦେଇ କରିବେ । ଖରାପ ସାଙ୍ଗମାନଙ୍କ ଦ୍ଵାରା ହାନି ହୋଇ ପାରେ, ସମ୍ପର୍କ ଭଲ ହୋଇବେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ ।

କର୍କଟ :

ବହୁତ ସମୟ ଧରି ଭାରି ଲାଭ ପ୍ରାପ୍ତ କରି ପାରିବେ, ନୂଆ କାର୍ଯ୍ୟ ପାଇଁ ନିବେଶ କରି ପାରନ୍ତି ସମୟ ଶୁଭ ଅଟେ । ସମୟ ଆପଣଙ୍କ ପାଇଁ ବହୁତ ଭଲ ଚାଲିଛି, ଆପଣ ଏହାର ଲାଭ ପରେ ପାଇବେ ଏବେ ଯେମିତି ସବୁ ଚାଲିଛି ସେମିତି ଚାଲିବାକୁ ଦିଅନ୍ତୁ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଘର ପରିବାର ରେ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ ।

ସିଂହ :

ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ । ଆଜି ଆପଣ ନିଜ ଭବିଷୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତା କରିବେ, ଶରୀର ରେ ଥକାନ ଏବଂ ଅଳସ ଏବଂ ମନ ରେ ଅଶାନ୍ତି ଅନୁଭୂତି ହବ ।

କନ୍ୟା :

ନୂଆ କାର୍ଯ୍ୟ ପାଇଁ ବହୁତ ଶୁଭ ସମୟ ଅଟେ, ଆଜି ଆପଣଙ୍କ ଆତ୍ମବିଶ୍ଵାସ ଆକାଶ ଛୁଇଁବ । ଆଜି ଆପଣଙ୍କ ଆର୍ଥିକ ଯୋଜନା ସଫଳ ହୋଇବ, ଆପଣ ଘର ଓ କାର୍ଯ୍ୟ ମଧ୍ୟରେ ସଠିକ ସନ୍ତୁଳନ ବନେଇ ରଖିବେ । ଲୋକ ସରକାରୀ ଲାଭ ପ୍ରାପ୍ତି କରିବେ, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ ।ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ ।

ତୁଳା :

ଭଲ କଥା ବାରତା ଏବଂ ସ୍ଵଭାବ ଆପଣଙ୍କ ଲାଭ ପାଇଁ ବହୁତ ଗୁଡେ ରାସ୍ତା ଦେଖେଇବ, ସମସ୍ଯା ସମୟରେ ବୁଦ୍ଧି ଖର୍ଚ କରନ୍ତୁ ନିଜ ଜୀବନ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

ବିଛା :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣଙ୍କ ଶତ୍ରୁମାନେ ଆପଣଙ୍କ ପାଇଁ ଷଡୟନ୍ତ୍ର କରି ପାରନ୍ତି ଏବଂ ଆପଣଙ୍କୁ ଚିନ୍ତା ଦେଇ ପାରନ୍ତି । ପ୍ରତିଦ୍ବନ୍ଦୀ ଏବଂ ପ୍ରତିଯୋଗୀତା ହାନିକାରକ ହୋଇ ପାରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ଧନୁ :

ଆଜି ଆପଣଙ୍କୁ ଅଳସ ଅବନୁଭବ ହବ, ଖର୍ଚ ବଢି ପାରେ, ବିଭିନ୍ନ କାମରେ ଆପଣଙ୍କୁ ଅସୁବିଧାର ସମୁଖୀନ ହବାକୁ ପଡି ପାରେ । କିଛି ଭାବନାତ୍ମକ ଅସୁବିଧା ମଧ୍ୟ ହୋଇ ପାରେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ ।

ମକର :

ଆଜି ଆପଣଙ୍କ ଚାକିରି ଖୋଜିବା ସମାପ୍ତ ହୋଇ ଜୀବ, ଆଜି ଆପଣଙ୍କୁ କୌଣସି ଭଲ ଚାକିରି ପ୍ରାପ୍ତ ହବ ସକାରାତ୍ମକ ଭାବ ରଖିବା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆଜି ଆପଣ ନିଜ ଭବିଷୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତା କରିବେ, ଶରୀର ରେ ଥକାନ ଏବଂ ଅଳସ ଓ ମନ ରେ ଅଶାନ୍ତି ଅନୁଭୂତି ହବ । ଯାତ୍ରା ଆପଣଙ୍କ ପାଇଁ ବ୍ୟର୍ଥ ରହିବ କୌଣସି କାର୍ଯ୍ୟ ପୂର୍ଣ ହବ ନାହିଁ ।

କୁମ୍ଭ :

ଆଜି ଏକୁଟିଆ ଲୋକଙ୍କୁ କୌଣସି ପ୍ରକାର ସାହାଜ୍ଯ ପ୍ରାପ୍ତ ହବାର ଆସା ଅଛି, ଆଜି ହଟାତ କୌଣସି କାମ ପାଇଁ ଆପଣଙ୍କୁ ରାଗ ଲାଗିବ କିନ୍ତୁ ବହୁତ ଶୀଘ୍ର ସାନ୍ତ ମଧ୍ୟ ହୋଇ ଯିବେ । ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ । ଆଜି ଆପଣଙ୍କୁ ଆରାମ କରିବା ଆବଶ୍ୟକ ଅଟେ, ପୁରୁଣା ଟଙ୍କା ଫେରି ପାଇବେ ।

ମୀନ :

ଆଜି ଆପଣ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ, ସମ୍ପତ୍ତି ସମ୍ବନ୍ଧିତ କାମରେ ଆପଣଙ୍କୁ ସାବଧାନ ରହିବା ଉଚିତ । ଆଜି ମନ ଓ ମସ୍ତିସ୍କ ନିୟନ୍ତ୍ରଣ ରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯାତ୍ରା ର ଯୋଗ ହେଉଛି ପରିବାର ସହ ବୁଲିବାକୁ ଯାଇ ପାରନ୍ତି, ଆଜି ଆପଣଙ୍କୁ କିଛି ଭଲ ଅବସର ପ୍ରାପ୍ତ ହୋଇ ପାରେ ଯାହା ଦ୍ଵାରା ଆପଣଙ୍କ ଭବିଷ୍ୟ ଭଲ ହୋଇବ ।

Leave a Reply

Your email address will not be published. Required fields are marked *