ଶୁକ୍ରବାର 22 ନଭେମ୍ବର 2019 -ଏହି 4ଟି ରାଶିଙ୍କୁ ବହୁମୂଲ୍ୟ ବସ୍ତୁ ପ୍ରାପ୍ତ ହେବ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ବ୍ୟବସାୟ ଯୋଜନାକୁ ଗତି ମିଳିବ, ଚାକିରି ପାଇଁ ନୂଆ ଆସାର ବା ପ୍ରଗତି ପାଇଁ ଆପଣଙ୍କୁ ଚାନ୍ସ ମିଳି ପାରେ । ଆପଣଙ୍କ ମୁଣ୍ଡ ବ୍ୟଥା ହୋଇ ପାରେ, କାହା ସହ ଜୋରେ କଥା ହୁଅନ୍ତୁ ନାହିଁ । ନିଜ ବିରୋଧୀ ବା ଅଲଗା ଲୋକଙ୍କ ସହ କଥା ହବା ଛାଡି କାମରେ ଧ୍ୟାନ ଦେଲେ ସଫଳତା ଅବଶ୍ୟ ମିଳିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସି ଖବର ହୋଇ ପାରେ ।

ବୃଷ ରାଶି :

ଆଜି ଆପଣ ପାରିବାରିକ ଦାଇତ୍ଵ ସମ୍ଭାଳିବାରେ ସକ୍ଷମ ହେବେ, ଖର୍ଚ ରେ ବୃଦ୍ଧି ହବ ଯାହା ଆପଣଙ୍କୁ ଚିନ୍ତା ଦେଇ ପାରେ । ଅବିବାହିତ ଯୁବକଙ୍କ ଜୀବନ ରେ ପ୍ରେମ ପ୍ରବେଶ କରି ପାରେ, ସମ୍ପର୍କୀୟ ଲୋକଙ୍କ ସହ ସମ୍ବନ୍ଧ ଘନିଷ୍ଠ ହେବ । ଯଦି ଆପଣ ପରିଶ୍ରମ କରିବେ ତେବେ ଉନତ୍ତି ପାଇଁ ନୂଆ ରାସ୍ତା ପାଇବେ ।

ମିଥୁନ ରାଶି :

ଆଜି ପୁରା ଦିନ କାମରେ ବ୍ୟସ୍ତ ରହିବାରୁ ଥକା ଅନୁଭବ କରିବେ, ପୁରୁଣା ସାଙ୍ଗ ହଟାତ ଦେଖା ହେବେ । ଟଙ୍କା ପଇସା କାମ ସମାଧାନ ହେବ, ବହୁତ ଦିନ ଧରି ଚାଲୁଥିବା କେସ୍ ଆଜି ଆପଣ ଜିତି ଯିବେ । ଛାତ୍ରଙ୍କ ପୁରା ଧ୍ୟାନ ଆଜି ପାଠରେ ରହିବ, ବ୍ୟବସାୟରେ ଲାଭକାରୀ ପରିବର୍ତନ ହୋଇ ପାରେ ।

କର୍କଟ ରାଶି :

ଆଜି ଅଫିସରେ ନୂଆ ଅଧିକାରୀ ମିଳିବେ, ଜୀବନସାଥୀ ଖୋଜୁଥିବା ଲୋକଙ୍କ ଖୋଜା ସମାପ୍ତ ହେବ । ଆର୍ଥିକ କାମ ପାଇଁ ଆପଣଙ୍କୁ ଧର୍ଯ୍ୟ ରଖିବା ଉଚିତ ଓ କେଉଁଠି ବି ନୂଆ ପ୍ରତିବନ୍ଦି ହବା ଆଗରୁ ଭାବି ଦିଅନ୍ତୁ । ସାଙ୍ଗ ଓ ସମ୍ପର୍କୀୟମାନଙ୍କ ସାହାଜ୍ୟ ପ୍ରାପ୍ତ ହେବ, ଯଦି ଆଜି ଆପଣ ବଡ ଲୋକଙ୍କ କଥା ମାନିବେ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ହେବ ।

ସିଂହ ରାଶି :

ଛାତ୍ରଙ୍କୁ କ୍ୟାରିୟର ନୂଆ ଅବସର ପ୍ରାପ୍ତ ହେବ, ଜୀବନସାଥୀ ଦ୍ଵାରା ସାହସ ପାଇବେ । ନୂଆ କାମ ପାଇଁ ଯୋଜନା ହେବ, ଅସୁବିଧା ପରେ ମଧ୍ୟ ଆଜି ଆପଣ ନିଜକୁ ପ୍ରସନ ଓ ଖୁସି ରଖିବେ । ପାରିବାରିକ ସାହାଯ୍ୟ ପ୍ରାପ୍ତି ହେବ । ରୋଗ ଓ ଘା ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ, ରାଜ୍ୟ ରେ ମାନ ପ୍ରତିଷ୍ଠା ବଢିବ, ପରିବାର ରେ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ ।

କନ୍ୟା ରାଶି :

ସନ୍ତାନ ସମ୍ବନ୍ଧିତ ଚିନ୍ତା ହୋଇ ପାରେ, ସାମାଜିକ କ୍ଷେତ୍ର ରେ ଉଚ୍ଚ ପଦ ପ୍ରତିଷ୍ଠା ପ୍ରାପ୍ତି ସମ୍ଭବ ଅଟେ । ଆପଣଙ୍କ ପାଇଁ ଦିନ ଫଳଦାଇ ହବ, କେଉଁଠିକୁ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କ କାମ ରେ ଜୀବନସାଥୀ ସାହାଯ୍ୟ କରି ପାରନ୍ତି, ବ୍ୟବସାୟ ପାଇଁ ଅତ୍ୟନ୍ତ ଲାଭକାରୀ ଦିନ ଅଟେ । କିନ୍ତୁ ଧନ ସଂଗ୍ରହ ପାଇଁ ଅସୁବିଧା ହୋଇ ପାରେ.।

ତୁଳା ରାଶି :

ଆଜି ଆପଣଙ୍କୁ ନିଜ ପ୍ରିୟ ଜନ ମନେ ପଡିବେ, ଆପଣ ଦୂର ସ୍ଥାନ ଲୋକ ବା ବିଦେଶୀ ଲୋକଙ୍କ ଦ୍ଵାରା ବ୍ୟବସାୟ ରେ ହାନି ପାଇବେ । କୌଣସି ଲୋକ ସହ ବିବାଦ କରନ୍ତୁ ନହିଁ, ସେହି ଲୋକ ଆପଣଙ୍କୁ ହାନି କରି ପାରେ । ଆପଣଙ୍କ ଟଙ୍କା କେଉଁଠି ଫସି ପାରେ, କୌଣସି ବଡ କାର୍ଯ୍ୟ ବା ଯାତ୍ରା ପାଇଁ ମନ ହୋଇ ପାରେ ।

ବିଛା ରାଶି :

ସମ୍ପର୍କୀୟ ଓ ସାଙ୍ଗମାନଙ୍କ ସହ ସମ୍ପର୍କ ଭଲ ହୋଇବ, ଆର୍ଥିକ ସ୍ଥିତି ଭଲ ହେବ । ଆଜି ଆପଣଙ୍କ ଭାବନା ଓ ପରିଶ୍ରମ ର ବହୁତ ଭଲ ବେଲେନ୍ସ ରହିବ । ଆଜି ଆପଣ ସବୁ ଦିଶା ରେ ପ୍ରୟାସ କରି ପାରନ୍ତି, ଯେଉଁ କାମ କରୁଛନ୍ତି ତାହା ଉପରେ ବିଶ୍ଵାସ ରଖନ୍ତୁ ନୂଆ କାମ ପାଇଁ ବହୁତ ଉତ୍ତମ ଆସାର ହେଉଛି ।

ଧନୁ ରାଶି :

ଆପଣାକୁ ଅସୁବିଧା ସାମ୍ନା କରିବାକୁ ପଡି ପାରେ, ସେଥିପାଇଁ ଗାଡି ଦେଖି ଚାହିଁ ଚଲାନ୍ତୁ ଆଜି ଛୁଆଙ୍କ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରି ପାରନ୍ତି । କାମ ପାଇଁ କାହା ସହ କଥା ହବାକୁ ପଡିପାରେ, ସାଙ୍ଗମାନଙ୍କ ସାହାଯ୍ୟ ରେ କାମ ହବ । ଆପଣଙ୍କ ଭଲ ପାଇବା ଆପଣଙ୍କ ଠାରୁ ରୁଷ୍ଠ ହୋଇ ପାରେ ।

ମକର ରାଶି :

ସାମାଜିକ ରୂପରେ ମାନ ସମ୍ମାନ ରେ ପ୍ରତିଷ୍ଠା ବଢିବ, ବିବେକ ସହ କାର୍ଯ୍ୟ କରନ୍ତୁ ଲାଭ ହେବ । କୌଣସି ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି, ଆପଣଙ୍କ କିଛି ସାଙ୍ଗ ବା ସମ୍ପର୍କୀୟ ଆପଣଙ୍କୁ ଛୋଟ ଦେଖେଇବେ କିନ୍ତୁ ଆପଣଙ୍କୁ ଏହି ସବୁ ଠାରୁ ବଞ୍ଚି ରହିବା ଉଚିତ । ରାଜନୀତି କ୍ଷେତ୍ର ରେ ଉନ୍ନତ୍ତି ଆସାର ମିଳିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି :

ଘର ଖୁସି ବାତାବରଣ ଆପଣଙ୍କ ଦୁଖୀ ମନ ଭଲ କରି ଦବ, ଖର୍ଚ ବଢି ପାରେ । ସାମାଜିକ ଲୋକପ୍ରିୟ ପାଇଁ ଆପଣ ଆକର୍ଷଣ କେନ୍ଦ୍ର ରହିବେ, ଆର୍ଥିକ ପକ୍ଷ ଯେମିତି ରହିଛି ସେମିତି ରହିବ । ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୂର୍ଣ ଏବଂ ସୁଖମୟ ହେବ ।

ମୀନ ରାଶି :

ଆଜି ଆପଣ ସମୟ ଅନୁସାରେ ନିଜକୁ ସଜାଗ କରିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ କାର୍ଯ୍ୟସ୍ଥଳ ରେ କିଛି ଭଲ ହେବ ନାହିଁ, ମାଲିକ କୌଣୋସି ପ୍ରକାର କଥା ପାଇଁ ଆଗରୁ ୱାର୍ନିଗ ଦେଇ ପାରନ୍ତି । ଆପଣଙ୍କ ମନ ଆଜି ଧାର୍ମିକ ରହିବ ଓ ପୂଜା ରେ ମନ ଲାଗିବ । ନୂଆ କାମ ପାଇଁ ଅସୁବିଧା ହୋଇପାରେ କିନ୍ତୁ ସନ୍ଧ୍ୟା ପର୍ଜନ୍ତ କାମ ହୋଇଯିବ ।

Leave a Reply

Your email address will not be published. Required fields are marked *