ରବିବାର 24 ନଭେମ୍ବର 2019 – ଏହି 4ଟି ରାଶିଙ୍କୁ ସୂର୍ଯ୍ୟ ଦେବ ଦେବେ ଆଶୀର୍ବାଦ, ଉନ୍ନତିର ରାସ୍ତା ଖୋଲିବ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ରାଶି ଆପଣଙ୍କ ପାଇଁ ବହୁତ ବଡ ଅବସର ନେଇକି ଆସୁଅଛି ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ, ଆଜି ଆପଣଙ୍କୁ ଆପଣଙ୍କ ପ୍ରତିଭା ଓ ପ୍ରୟାସ ର ଉଚିତ ମାନ୍ୟତା ପ୍ରାପ୍ତ ହେବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ଓ ଶାନ୍ତି ପୂର୍ଣ ରହିବ, ମନୋରଞ୍ଜନ ପାଇଁ ସମୟ ନିଶ୍ଚିନ୍ତ ରଖନ୍ତୁ । ଆଜି ଦେଖି ବୁଝି କଥା କୁହନ୍ତୁ, ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ, ଆଜି ବୋଧେ ଆପଣ ନିଜ ଦାଇତ୍ଵ ଭଲ ଭାବରେ ପୂର୍ଣ ନକରି ପାରନ୍ତି ।

ବୃଷ ରାଶି :

ଆଜି ଦିନ ଆପଣଙ୍କ ପାଇଁ ଉତ୍ତମ ରହିବ, ଯାତ୍ରା ଅବସର ପ୍ରାପ୍ତ ହେବ । ଆଜି ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଲୋକଙ୍କ ମଧ୍ୟରେ ଝଗଡା ହୋଇ ପାରେ, ଆପଣ ସୁଖ ଶାନ୍ତି ସହ ଜୀବନ ଜାପନ କରିବେ । ସନ୍ତାନ ତରଫରୁ ଶୁଭ ସମାଚାର ଏବଂ ଖୁସି ପ୍ରାପ୍ତ ହୋଇ ପାରେ, ପରିଶ୍ରମ ଓ ଅନୁଭବ ପାଇଁ କିଛି ନୂଆ ସ୍ଥିତି ପାଇ ପାରନ୍ତି ।

ମିଥୁନ ରାଶି :

କାହା ସହ ଝଗଡା ଚାଲୁଥିଲା ସେହା ସମାପ୍ତ ହେବ, ଆପଣଙ୍କୁ ଆଜି ସମ୍ପତ୍ତି ଓ ପରିବାର ଚିନ୍ତା ହୋଇ ପାରେ । ଚାକିରି କରୁଥିବା ଲୋକଙ୍କୁ ସହକାରୀମାନଙ୍କ ଦ୍ଵାରା ସାହାଜ୍ୟ ପ୍ରାପ୍ତ ହେବ, ସଫଳତା ନିଜ ଲୋକଙ୍କ ସହ ବାଣ୍ଟନ୍ତୁ ଖୁସି ବାତାବରଣ ରହିବ । ଆଜି ବିଦେଶୀ କାରୋବାର ଲୋକଙ୍କ ପାଇଁ ଭଲ ଲାଭ ଦିନ ଅଟେ, ପରିବାର ରେ ମାଙ୍ଗଳିକ କାର୍ଯ୍ୟ ହୋଇ ପାରେ ।

କର୍କଟ ରାଶି :

ବ୍ୟବସାଇକ ଓ ଚାକିରିୟା ଲୋକଙ୍କ ପାଇଁ ଲାଭ ଦିନ ଅଟେ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ପରିବେଶ ଶାନ୍ତ ଏବଂ ସାମାଜିକ ରୂପରେ ଆଜି ଅଧିକ ଲୋକ ପ୍ରିୟ ହୋଇବେ । ଆଜି ଆପଣଙ୍କ ମନ ଝଗଡା ଠାରୁ ଦୂରେଇ ରହିବ । କାମ କାର୍ଯ୍ୟ ବଢିବାକୁ ଲାଗିବ, କୌଣସି ପ୍ରକାର ଝଗଡା କରନ୍ତୁ ନାହିଁ ଭଲ କାମ ମଧ୍ୟ ଖରାପ ହୋଇ ପାରେ ।

ସିଂହ ରାଶି :

ଆଜି ଆପଣଙ୍କୁ କିଛି ଉଚ୍ଚ ପଦ ମିଳିବାର ପୂର୍ଣ ସମ୍ଭାବନା ଅଛି, ଆପଣ ଅନ୍ୟ ଲୋକଙ୍କ ପାଇଁ ସହକାରୀ ହୋଇବେ । ଲୋକ ଆପଣଙ୍କୁ ସମ୍ମାନ କରିବେ, ଆପଣଙ୍କ ଆତ୍ମବିଶ୍ଵାସ ବଢିବ, ଯେଉଁ ଲୋକ ଧାର୍ମିକ ଯାତ୍ରା ରେ ଯିବାକୁ ଚାହନ୍ତି ସେ ଯାତ୍ରା ଲାଭ ନେଇ ପାରିବେ । ଛୁଆଙ୍କ ରୋଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଚାକିରିରେ ଉପର ଲୋକଙ୍କ କୃପା ଦ୍ରୁଷ୍ଟି ଦ୍ଵାରା ସମୟ ବଦଳି ପାରେ ।

କନ୍ୟା ରାଶି :

ଆଜି ଆପଣ ଯେ କୌଣସି କାମ କରିବେ ତାହା ଆପଣଙ୍କ ପାଇଁ ଲାଭକାରୀ ହୋଇବ, ଆଜି ଆପଣଙ୍କ ମନ ଟିକେ ଦୁଃଖୀ ହୋଇ ପାରେ କାହିଁକିନା ଆପଣ ନିଜ ପରିବାର ସହ କେଉଁଠିକୁ ବୁଲିବାକୁ ଯାଇ ପାରିବେ ନାହିଁ । ଆଜି ଆପଣଙ୍କ ପୁରୁଣା ସମ୍ପର୍କୀୟମାନଙ୍କ ସହ ଦେଖା କରିବାର ଅତ୍ୟନ୍ତ ଶୁଭ ସମୟ ଅଛି । ଆଜିର ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ବି ଅତ୍ୟନ୍ତ ଶୁଭକାରୀ ଅଟେ, କିଛି ଖୁସିଖବର ପାଇବାର ଯୋଗ ଅଛି ।

ତୁଳା ରାଶି :

ବ୍ୟବସାୟ କ୍ଷେତ୍ର ରେ ଲାଭ ମିଳିବ, ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଟଙ୍କା ପାଣି ପରି ଖର୍ଚ୍ଚ ହବ, ଏହା ଆପଣଙ୍କ ଯୋଜନା ଖରାପ କରି ପାରେ, ପରିବାର ସଦସ୍ୟ ଆପଣଙ୍କ କିଛି କାମରେ ସାହାଯ୍ୟ କରି ପାରେ । ଆପଣଙ୍କ ପ୍ରାୟତଃ କାମ ବିନା କୌଣସି ଅସୁବିଧା ସଫଳ ହୋଇବ, ବିରୋଧୀ ପକ୍ଷ ଦୁର୍ବଳ ରହିବ ।

ବିଛା ରାଶି :

ଚିନ୍ତା ମୁକ୍ତ ଦିନ ନିର୍ମାଣ ହୋଇବ, ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇ ପାରେ, ବେରୋଜଗାରି ସମସ୍ଯା ଦୂର ହବ । କାର୍ଯ୍ୟ ପ୍ରତି ଜୋସ ଓ ଉତ୍ସାହ ବଢିବ, ନିଜ ମନ କଥା ଉପରେ ପୂର୍ଣତଃ ବିଶ୍ଵାସ ରଖନ୍ତୁ । କାହା ସହ ଝଗଡା କରନ୍ତୁ ନାହିଁ, ମନ ଶାନ୍ତି ପାଇଁ ଧ୍ୟାନ କରନ୍ତୁ । ଆପଣଙ୍କୁ ନିଜ କାର୍ଯ୍ୟ କ୍ଷେତ୍ର ରେ ପରିଶ୍ରମ ଆବଶ୍ୟକ ଅଟେ ।

ଧନୁ ରାଶି :

ଧନୁ ରାଶି ଲୋକଙ୍କ ଚାକିରି କ୍ଷେତ୍ର ରେ କିଛି ପରିବର୍ତନ ହୋଇ ପାରେ, କୋର୍ଟ ନିର୍ଣୟ ଆପଣଙ୍କ ପକ୍ଷ ରେ ହବ, ଆପଣଙ୍କ କାର୍ଯ୍ୟ ସ୍ଥାନରେ ଆପଣଙ୍କ ଉଚ୍ଚ ଅଧିକାରୀ ସ୍ୱାସ୍ଥ୍ୟ ଖରାପ ହବାରୁ ଆପଣଙ୍କୁ ସବୁ ଦାଇତ୍ଵ ସମ୍ଭାଳିବାକୁ ପଡିବ । ଲୋକଙ୍କ ମଧ୍ୟରେ ଲୋକ ପ୍ରିୟ ହୋଇବେ ଓ କିଛି ଲୋକ ଆପଣଙ୍କ ପାଖକୁ ଆସିବା ପାଇଁ ଚେଷ୍ଟା କରି ପାରନ୍ତି ।

ମକର ରାଶି :

ଆଜି ଦିନ ବ୍ୟସ୍ତ ରହିବେ, କିଛି ବଡ ନିଷ୍ପତ୍ତି କରିବା ଆଗରୁ ଘର ଲୋକଙ୍କ ସହ କଥା ହୁଅନ୍ତୁ । ଆପଣଙ୍କ ଖର୍ଚ ଆପଣଙ୍କ ଆଡୂ ଅଧିକ ହେବ, ବିନା କାରଣ ଖର୍ଚ୍ଚରୁ ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କୁ ବହୁତ ବଡ ଆର୍ଥିକ ହାନି ହୋଇ ପାରେ ସମ୍ଭାଳିକି ନିଷ୍ପତ୍ତି ନିଅନ୍ତୁ ।

କୁମ୍ଭ ରାଶି :

ଆଜି ପାରିବାରିକ ଜୀବନ ସାମାନ୍ୟ ରହିବ, ପ୍ରେମି ନିଜ ସାଥି ପାଇଁ ଅଧିକ ଭାବୁକ ହୋଇବେ । ଆଜି ଦିନ ଆରମ୍ଭ କିଛି ନିରାଶା ସହ ହୋଇ ପାରେ, କିନ୍ତୁ ଦିନ ସେଶ ବହୁତ ଭଲ ରହିବ । ଧନ ହାନି ସମ୍ଭାବନା ଅଟେ, ଭାବି ଚିନ୍ତି କରି ନିଷ୍ପତ୍ତି ନିଅନ୍ତୁ ।

ମୀନ ରାଶି :

ଆଜି ଆପଣଙ୍କ ମନ କୌଣସି କାରଣ ପାଇଁ ଅଶାନ୍ତ ରହିବ, ଆପଣ ସମସ୍ତଙ୍କ ସହ ଚିଢିକି କଥା ହେବେ, ଆପଣଙ୍କୁ ବଡ ଲୋକ ଓ ସାଙ୍ଗମାନଙ୍କ ଦ୍ଵାରା ସାହାଜ୍ୟ ପ୍ରାପ୍ତ ହବ । ଆଜି ଚାକିରି ଓ ବ୍ୟବସାୟ ପାଇଁ ଦିନ ଅତ୍ୟନ୍ତ ଶୁଭକାରୀ ଅଟେ, କାମରେ ବି ଆପଣଙ୍କ ମନ ଲାଗିବ । ନିଜ କ୍ଷେତ୍ର ରେ ଉନ୍ନତି ପାଇବେ ପ୍ରଫେସନ ରେ ପ୍ରଗତି ହେବ, ଆଜି ଆପଣଙ୍କ ଉଚ୍ଚ ଅଧିକାରୀ ଆପଣଙ୍କୁ ସାହାଯ୍ୟ କରିବେ ଯାହା ଆପଣଙ୍କ ପାଇଁ ଲାଭକାରୀ ହବ ।

Leave a Reply

Your email address will not be published. Required fields are marked *