ଶନିବାର 25 ଜାନୁୟାରୀ 2020 – ଆଜି ଏହି ୬ଟି ରାଶି ହେବେ ଭାଗ୍ୟଶାଳି, ଶନିଦେବଙ୍କ କୃପା ରୁ ସବୁ ହୋଇବ ଭଲ

ଆମେ ଆପଣଙ୍କୁ ଶନିବାର ଦିନ ୨୫ ଜାନୁୟାରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣଙ୍କ ସମ୍ପତ୍ତି ଜଡିତ କାର୍ଯ୍ୟ ପୂର୍ଣ ହୋଇ ପାରିବେ, କିଛି ବିଶେଷ ଲୋକଙ୍କ ସହ ସାକ୍ଷାତକର ମଧ୍ୟ ହୋଇ ପାରେ । ଅନ୍ୟ ସାହାଜ୍ଯ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରିବେ । ଆଜି ଭାବି ଚିନ୍ତି କାମ କରନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଆପଣ ବୁଢୀ ପ୍ରୟୋଗ କରନ୍ତୁ ଆପଣଙ୍କ ଜୀବନ ପ୍ରତି ଭଲ ରହିବ ।

ବୃଷ :

ଆଜି ଆପଣଙ୍କୁ ଆପଣଙ୍କ ଶତ୍ରୁମାନଙ୍କ ଉପରେ ସଫଳତା ପ୍ରାପ୍ତ ହବ, ଆର୍ଥିକ ସ୍ଥିତି ଭଲ ରହିବ । ଆଜି ପ୍ରମୋଶନ ପାଇବା ସମ୍ଭାବନା ଅଟେ, ଜୀବନସାଥି ସହ ପ୍ରେମ ସହ କଥା ହୁଅନ୍ତୁ । ପାରିବାରିକ ଜୀବନ ସୁଖମୟ ଅଟେ, ସନ୍ତାନ ଦାଇତ୍ବ ପରି ପୂର୍ଣ ହୋଇ ପାରେ । କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ ।

ମିଥୁନ :

ମିଥୁନ ରାଶି ଲୋକଙ୍କର ଆଜି ଆଇନ ସମସ୍ୟା ଦୂର ହୋଇ ଜୀବ, ଆର୍ଥିକ ସ୍ଥିତି ଭଲ ନାହିଁ ଅସୁବିଧା ହୋଇ ପାରେ । ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବଧା ବଢି ପାରେ, ଆଜି ସଫଳତା ପାଇଁ ଆପଣଙ୍କୁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡିବ । କିଛି ଲୋକ ପାରିବାରିକ ସମସ୍ଯା ସାମ୍ନା କରିବେ, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ ।

କର୍କଟ :

ଆଜି ଆପଣଙ୍କ ଆର୍ଥିକ ସମସ୍ୟା କମି ଜୀବ,ପରିବାର ଲୋକ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ କରିବେ । ସରକାରୀ କାର୍ଜ୍ଯାଳୟ ରେ ଅଟକି ଥିବା କାର୍ଯ୍ୟ ଆଜି ପୂର୍ଣ ହୋଇବେ । ଆଜି ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ ।

ସିଂହ :

ଆଜି ଆପଣଙ୍କ ସାଙ୍ଗ ସହ ଆପଣଙ୍କ ଭୁଲ ବୁଝା ମଣା ହୋଇ ପାରେ, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି ।

କନ୍ୟା :

ଆର୍ଥିକ ସମୟ ଭଲ ରହିବ, ଆପଣ ନୂଆ ଚାକିରି ଖୋଜିବାରେ ଲାଗିବେ, ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଆଜି ଆପଣ ମାନସିକ ସ୍ଥିତି ଅନୁଯାଇ ଭଲ ପ୍ରଦର୍ଶନ କରିବେ ଯାହା ଫଳରେ ସମସ୍ତେ ଆପଣଙ୍କୁ ବହୁତ ପ୍ରଶଂସା କରିବେ, ଆଜି ଆଇନ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ ।

ତୁଳା :

ତୁଳା ରାଶି ଲୋକ ପ୍ରଥମ ଭୁଲ ଠାରୁ କିଛି ଶିଖିବାକୁ ପାଇ ପାରନ୍ତି, ଆପଣଙ୍କ ଦ୍ଵାରା କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ଉପର ଅଧିକାରୀମାନଙ୍କୁ ପସନ୍ଦ ଆସିବ । ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ ।

ବିଛା :

ପାର୍ଟନରଶିପ ପାଇଁ ଦିନ ବହୁତ ଭଲ ଅଛି ଯଦି ଆପଣ ବହୁତ ଦିନ ଧରି ପାର୍ଟନରଶିପ ରେ କାମ କରିବା ପାଇଁ ଚାହୁଁଥିଲେ ତେବେ ଏହା ଆପଣଙ୍କ ସମୟ ଅଟେ, ଧନ ଆପଣଙ୍କ ଜୀବନରେ ଆସିବାର ସମ୍ଭାବନା ଅଟେ । ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ ।

ଧନୁ :

ଆଜି ଆପଣଙ୍କ ପାରିବାରିକ ସମସ୍ଯା ଦୂର ହୋଇବ, ଘର ଝଗଡା ଆପଣଙ୍କ ପାଇଁ ହାନିକାରକ ଅଟେ । ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ।

ମକର :

ଆଜି ପାରିବାରିକ ସୁଖ ଏବଂ ସମୃଦ୍ଧି ରେ ବୃଦ୍ଧି ହୋଇବ, କିଛି ଧନ ରାଶି ଆପଣଙ୍କ ଖର୍ଚ ହୋଇ ପାରେ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି, ସମ୍ପର୍କ ଭଲ ହୋଇବ, ଜୀବନସାଥୀ ଆଜି ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି ।

କୁମ୍ଭ :

ଏହି ରାଶି ଲୋକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତି, ଗାଡି ଧ୍ୟାନ ସହ ଚଳେଇବା ପାଇଁ ରଖନ୍ତୁ । ଆଜି ଆପଣଙ୍କୁ ସବୁ କ୍ଷେତ୍ର ରେ ସଫଳତା ପ୍ରାପ୍ତ ହୋଇବ । ଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ମୀନ :

ଆଜି ଆପଣ ଯାହା କହିବେ ସେହି କଥା ଉପରେ ସମସ୍ତେ ଧ୍ୟାନ ଦେବେ ଏବଂ କଥା ମାନିବେ, ଶତ୍ରୁମାନେ ଆଜି ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।

Leave a Reply

Your email address will not be published. Required fields are marked *