ଶୁକ୍ରବାର 3 ଜାନୁୟାରୀ 2020- ମାଁ ସନ୍ତୋଷୀ ଆଜି ୪ଟି ରାଶିଙ୍କ ଅସୁବିଧା ଦୂର କରିବେ

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୩ ଜନବରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣ ସମସ୍ଯା ପାରି କରି ସଫଳତା ପ୍ରାପ୍ତ କରିବେ, ପ୍ରେମୀ ଯୁଗଳ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ, ସୁଖ ପୂର୍ଣ ବୁଲା ବୁଲି କରିବେ । ଆଜି କାହାକୁ ଧାର ଉଧାର ଦିଅନ୍ତୁ ନାହିଁ, ଏବଂ ନିଅନ୍ତୁ ନାହିଁ ଅନ୍ଯଥା ହାନି ହୋଇ ପାରେ ଏମିତି କଲେ ମାଁ ଲକ୍ଷ୍ମୀ କୁପିତ ହୋଇ ଥାନ୍ତି ସେଥିପାଇଁ ଘରୁ ଧନ ଖରଚ କରନ୍ତୁ ନାହିଁ । ଆଜି ଆପଣଙ୍କ ମାନ ସମ୍ମାନ ବଢିବ ଆଜି ଆପଣ କିଛି ବଡ ଏବଂ ସମାଜ ସେବା ଭଳି କାର୍ଯ୍ୟ କରିବେ ।

ବୃଷ :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ କିଛି ନରମ ଗରମ ରହିବ, ସବୁ ପ୍ରକାର ନିବେଶ ଧ୍ୟାନ ସହ କରନ୍ତୁ ଏବଂ ଅନାବଶ୍ୟକ କାମ କରିବା ପାଇଁ ଆଗେଇ ଯାନ୍ତୁ ନାହିଁ । ଆପଣ ପାଠ ପାଇଁ କିଛି ଚିନ୍ତିତ ରହି ପାରନ୍ତି ଏହା ଆପଣଙ୍କ ପାଇଁ ମଧ୍ୟ ହୋଇ ପାରେ ନଚେତ ଯଦି ସନ୍ତାନ ଅଛି ତେବେ ସନ୍ତାନ ପାଠ ଚିନ୍ତା ମଧ୍ୟ ହୋଇ ପାରେ । ବହୁତ ସମୟ ଧରି ପରିବାର ରେ ହଉ ଥିବା ସମସ୍ଯା ଦୂର ହୋଇ ଜୀବ, କିଛି ଲୋକ ଆପଣଙ୍କୁ ସବୁବେଳେ ସପୋର୍ଟ କରିବେ ।

ମିଥୁନ :

ଆଜି ଆପଣ ବହୁତ ଭଲ ଅନୁଭବ କରିବେ ଆପଣଙ୍କ ମନ ଅଜଣା ଖୁସି ପାଇଁ ଇଛୁକ ଥିବ ଏବଂ ଏହି ଖୁସି ଆପଣଙ୍କୁ ନିଜ ଜୀବନସାଥୀ ଦ୍ଵାରା ପ୍ରାପ୍ତ ହୋଇବ । ସାଙ୍ଗମାନଙ୍କ ପାଇଁ ଆଜି ଆପଣ ବହୁତ ଭଲ ସାହାଜ୍ଯ କାରୀ ହୋଇବେ । ପାଠ କ୍ଷେତ୍ର ରେ ଆପଣଙ୍କ ରୁଚି ବଢିବ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ, ଯେତେ ଚାହାନ୍ତି ସେତେ ଭଲ କାର୍ଯ୍ୟ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହୋଇବ ।

କର୍କଟ :

ଦାନ କରନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ ।

ସିଂହ :

ଆଜି କୌଣସି ନିଷ୍ପତ୍ତି ଜଲ୍ଦି ଜଲ୍ଦି କରନ୍ତୁ ନାହିଁ ସବୁ ଖରାପ ହୋଇ ପାରେ ଭଲ କାମ ମଧ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ । ଆଜି ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ । ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଆପଣଙ୍କୁ ଚିନ୍ତା ଦେଇ ପାରେ ।

କନ୍ୟା :

ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହବ ନାହିଁ ସବୁ ଭଲ ରହିବ, ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ । ସନ୍ଧ୍ୟା ସାମୟରେ ହଟାତ ଧାନ ଲାଭ ହୋଇବ, ଆଜି ମନ ଖୋଲି ସମୟ ଲାଭ ଉଠାନ୍ତୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଅଟେ । ଆପଣଙ୍କ ହଜି ଥିବା ସାଙ୍ଗ ଆଜି ଆପଣଙ୍କୁ ଦେଖା କରିବେ ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ ।

ତୁଳା :

ପ୍ରଚୁର ମାତ୍ରା ରେ ଧନ ଲାଭ ସମ୍ଭବ ଅଟେ, ଆଜି ଆପଣ ନିଜ ସାମର୍ଥ୍ୟ ଠାରୁ ଅଧିକ କାମ କରିବେ ଯାହା ଦ୍ଵାରା ସମସ୍ତେ ଖୁସି ହୋଇବେ । ଯଦି କୌଣସି ନୂଆ କାର୍ଯ୍ୟ ପାଇଁ ଯୋଜନା କରୁଛନ୍ତି ତେବେ ଆଜି ଠାରୁ ଆରମ୍ଭ କରିବା ପାଇଁ ପ୍ରୟାଶ କରନ୍ତୁ ଲାଭକାରୀ ଆରମ୍ଭ ହୋଇବ । ଆଜି ଆପଣଙ୍କୁ ସମସ୍ତେ ଭଲ ପାଇବେ ଆଜି କେତେକ ଲୋକଙ୍କ ସହ ହୋଇ ଥିବା ଶତ୍ରୁତା ମଧ୍ୟ ସମାପ୍ତ ହୋଇ ଜୀବ ।

ବିଛା :

ଚାକିରି କରୁଥିବା ଲୋକ ନିଜ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ, ଭାଇ ଭଉଣୀ ଦ୍ଵାରା ଆର୍ଥିକ ରୂପ ରେ ଲାଭ ପ୍ରାପ୍ତ ହବ । ଗାଈ ଗୋଡ ଛୁଇଁ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କୁ ଲାଭ ଅବସର ପ୍ରାପ୍ତ ହବ । ଆଜି ଆପଣଙ୍କୁ ନିଜ ଭଲ ପାଇବା ମିଳିବ ଯାହା ପାଇଁ ଆପଣ ଅପେକ୍ଷା କରି ଥିଲେ, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ କିନ୍ତୁ ତାହା ପରେ ଗଲେ ମଧ୍ୟ ଚଳିବ ଆଜି ଆପଣ ନିଜ ଘର ଲୋକଙ୍କ ସହ ସମୟ ବିତାନ୍ତୁ ।

ଧନୁ :

ଆଜି ଟଙ୍କା ପଇସା ପ୍ରତି ଅତ୍ୟଧିକ ସଜାଗ ରହିବା ଉଚିତ ଅଟେ, ଆଜି ଟଙ୍କା ନବା ଦବା କରନ୍ତୁ ନାହିଁ ଆପଣଙ୍କ ପାଇଁ ଶୁଭ ରହିବ । ପ୍ରେମ ସମ୍ପର୍କ ଲୋକଙ୍କ ପାଇଁ ଦିନ ମିଳା ମିସା ରହିବ ଭଲ ଏବଂ ଖରାପ ଦୁଇଟା ପରିବାର ରେ କିଛି ଶୁଭ କାର୍ଯ୍ୟ ସମ୍ପନ ହୋଇବ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ ।

ମକର :

ଆଜି ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଆଜି ଗଲେ ଫେରିବ ନାହିଁ । ପାରିବାରିକ ସୁଖ ପାଇଁ ଆଜି ଦିନ ଆପଣଙ୍କ ପାଇଁ ବହୁତ ଶୁଭକାରୀ ଅଟେ । ନୂଆ ପ୍ରସ୍ତାବ ଭଲ ଦେଖା ଯାଇ ପାରେ କିନ୍ତୁ ହଡ ବଡ ହୋଇ ନିଷ୍ପତ୍ତି କରିବା ଉଚିତ ନୁହ । ଆଜି ଆପଣ ଗୋଟେ ସୁଖୀ ପାରିବାରିକ ଜୀବନ ବିତେଇବେ, ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ ।

କୁମ୍ଭ :

ନୂଆ କାମ ପାଇଁ ହାଉଥିବା ଅସୁବିଧା ଆଜି ସମାପ୍ତ ହୋଇ ଜୀବ, ଆପଣଙ୍କୁ ନିଜ ପ୍ରତିଦ୍ବନ୍ଦୀ ଉପରେ ନଜର ରଖିବା ଉଚିତ ଅଟେ । ଚିନ୍ତା କରନ୍ତୁ ନାହିଁ କିଛି ଭଲ ଖବର ଆପଣଙ୍କ ଘରେ ଆସିବ ଯାହା ଦ୍ଵାରା ସମସ୍ତ ଘର ଲୋକ ଖୁସି ହୋଇବେ । ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

ମୀନ :

ଆଜି ଆପଣ ନୂଆ କ୍ଷେତ୍ର ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ରାସ୍ତା ଖୋଜିବେ, ସବୁ ଦିନ କାମ ଉପରେ ଧ୍ୟାନ ଏବଂ ମନ ଦବା ଉଚିତ, ସକାରାତ୍ମକ କଥା ଆଗକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ ଭାଗ୍ୟ ବଦଳିବ । ନୂଆ ଭାବନା ବା ଚିନ୍ତନ ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ, ଶତ୍ରୁମାନେ ଆଜି ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ ।

Leave a Reply

Your email address will not be published. Required fields are marked *