ଶନିବାର 30 ଜାନୁୟାରୀ ୨୦୨୧ ଶନିଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:- ଅକାରଣରେ ପଡୁଥିବା ବ୍ଯବଧାନ ଦ୍ଵାରା ଲାଭର ମାର୍ଗ ପ୍ରଭାବିତ ହେବ । ଆଜି ଆପଣଙ୍କୁ ଅଚିହ୍ନା ଲୋକର ସହଯୋଗ ମିଳିବ । ପରିଶ୍ରମର ଆବଶ୍ୟକତା ରହିଛି । ଆପଣଙ୍କ ପାଇଁ ସକ୍ରିୟ ହୋଇଥିବା ବିରୋଧୀ ପରାସ୍ତ ହେବେ । ନିର୍ମାଣ କାର୍ଯ୍ୟର ଆବଶ୍ୟକତା ଅନୁଭବ ହୋଇବ । କୌଣସି ଶୁଭ ସମାଚାର ଆପଣଙ୍କ ଉଶ୍ଚାହ  ବଢିବ । ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ବୃଷ :- କୌଣସି ଆର୍ଥିକ ଓ ପାରିବାରିକ ସଙ୍କୋଚ ଏବେ ଦବେଇକି ରଖିବେ । ଅଧିକ ଖୁସି ଓ ଚଞ୍ଚଳତା କାର୍ଯ୍ୟ ବିଗିଡିବ । ଶୁଭ ସନ୍ଦେଶ ଆସିବ ବା ପୁରୁଣା ସାଙ୍ଗ ମାନଙ୍କ ସହିତ ଦେଖା ହୋଇପାରେ । ଆବଶ୍ୟକ ଡରରୁ ବଞ୍ଚାନ୍ତୁ । ଭୁଲ କରି ଧନ ଅର୍ଜିତ କରନ୍ତୁ ନାହିଁ । ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ପାରିବାରିକ ବିଷମତା ମୁଣ୍ଡ ଉଠାଇ ପାରେ । ମାନସମାନ ବଢିବ ଓ ଅପ୍ରତ୍ଯାଶିତ ଲାଭର ପ୍ରାପ୍ତ ହେବ । ଆର୍ଥିକ ଦେବା ନେବାରେ ସାବଧାନୀ ରୁହନ୍ତୁ । ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟର ବିରୋଧ ହୋଇପାରେ । ପରିବାରର ସମସ୍ଯାର ସମ୍ବନ୍ଧରେ କିଛି ଭୁଲ ନିର୍ନାୟ ନେବା କଠିନ ହେବ । ଆଜି ଭାଗ୍ୟ  ୭୯ ପ୍ରତିଶତ ସହଯୋଗ କରିବ ।

କର୍କଟ :- ପରିଶ୍ରମ ଦ୍ଵାରା ବାଞ୍ଛିତ ଲାଭ ହେବ । ଦୂର ଯାତ୍ରା କରିବାକୁ ପଡିପାରେ । ମାନସିକ ଚିନ୍ତା କାରଣରୁ ମନ ବହୁତ ଦୁଃଖ ରହିବ । କିଛି ଅଧ କାମ ଆପଣଙ୍କୁ କରିବାକୁ ହେବ । ସୁଖ ଦୁଃଖକୁ ସମାନ ଭାବି ସବୁ କିଛି ଭାଗ୍ୟ ଉପରେ ଛାଡି ଦିଅନ୍ତୁ । ଆଜି ଭାଗ୍ୟ ୬୧ ପ୍ରତିଶତ ସହଯୋଗ କରିବ ।

ସିଂହ :- ସହଜରେ ସବୁ କାମ ସମୟରେ ହୋଇବ । ଭଲ ଦିନ ଆସିବାରୁ ମନ ବହୁତ ଖୁସି ରହିବ । ଖର୍ଚ ଉପରେ ନିୟତ୍ରାଣ ରଖିବା ଜରୁରୀ ଅଟେ । ବ୍ୟାପାର ଓ ବ୍ୟବସାୟ ସମ୍ବନ୍ଧିତ ବହୁତ ଅନୁଭବ ରହିବ । ବ୍ୟାପାର ବା ବ୍ୟବସାୟରେ ଥିବା ଜାତକଙ୍କ ବିଭିନ୍ନ କ୍ଷେତ୍ରରେ ଖ୍ଯାତି ବଢିବ । ଭାଗ୍ୟ ୬୮ ପ୍ରତିଶତ ସହଯୋଗ କରିବ ।

କନ୍ୟା : ସମୟ ସଠିକ ଭାବରେ ଉପଯୋଗ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ମୂଲ୍ଯବାନ ଅଟେ, କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ, ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ । ମାଁ ବାପାଙ୍କ ଦ୍ଵାରା କିଛି ଭଲ ଅନୁଭବ ପାଇପାରିବେ, ଯାହା ଦ୍ଵାରା ଆପଣଙ୍କୁ ଲାଭ ହବ ।

ତୁଳା :- କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ରାଜ ଚାଲିବ ବା ଗୋଟିଏ ପରେ ଗୋଟିଏ ମାମଲାର ସମାଧାନ ହୋଇବ । ଉଦର ଓ ଆଖି କାରଣରୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇବ । ସମୟ ଅନୁସାରେ ଚାଲିବ ଦ୍ଵାରା ଆପଣ ଉନ୍ନତି କରିବେ ନହେଲେ ସମୟ ବହୁତ ପଛରେ ଛାଡିଦେବ । ଭାଗ୍ୟ ୮୮ ପ୍ରତିଶତ ସହଯୋଗ କରିବ ।

ବିଛା :- ଦାମ୍ପତ୍ୟ ସୁଖରେ ବୃଦ୍ଧି ହେବ । ଜଟିଳ କାର୍ଯ୍ୟର ନିଷ୍ପାଦନ ହେବ ଓ ଲାଭଦାୟକ ଉପକ୍ରମର ସଞ୍ଚାଳନ ବି ହେବ । ମାନସିକ ଚିନ୍ତା କାରଣରୁ ମୁଣ୍ଡ ବିନ୍ଧାର  ସମସ୍ଯା ରହିବ ବା ସନ୍ତାନ ପକ୍ଷରୁ ଚିନ୍ତା ବଢିବ । ପାଦୋଷୀଙ୍କ କାରଣରୁ କିଛି ଚିନ୍ତା ହୋଇପାରେ । ଭାଗ୍ୟ ୫୮ ପ୍ରତିଶତ ସହଯୋଗ କରିବ ।

ଧନୁ :- ବାହାନ ଓ ଆବାସ ସମ୍ବନ୍ଧି ସମସ୍ଯାରୁ ମୁକ୍ତି ମିଳିବ । ଶୁଭ ସନ୍ଦେଶ ଆସିବା ଦ୍ଵାରା ଖୁସି ଲାଗିବ ଓ ମିତ୍ରଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହେବ । ସ୍ଵଜଙ୍କ ମଧ୍ୟ ସହଯୋଗ ମିଳିବ । ବହୁତ ଧନ ସମ୍ପତି ଆସିବା ପରେ ମଧ୍ୟ କିଛି ପାରିବାରିକ ଆସନ୍ତି ରହିବ । ଶେଥି ପାଇଁ ମହତ୍ଵପୂର୍ଣ ନିର୍ନୟ  ପୂର୍ବରୁ ନିଅନ୍ତୁ ନାହିଁ । ଭାଗ୍ୟ ୯୦ ପ୍ରତିଶତ ସହଯୋଗ କରିବ ।

ମକର :- ପରାକ୍ରମ ଭାବ ଓ ପୁରୁଷାର୍ଥ ଯୋଜନା ବନିବ ଓ ମିତ୍ରଙ୍କ ସହଯୋଗ ବନିକି ରହିବ । କୌଣସି ଅଚଳ ଚଳ ସମ୍ପତିର ପାରିବାରିକ ବିବାଦକୁ ଶେଷ କରିବାର ଆବଶ୍ୟକତା ରହିଛି । ପାରିବାରିକ ବ୍ୟବସ୍ଥା ବନାଇବାରେ ବ୍ୟସ୍ତ ରହିବେ । ଭାବିଥିବା କାମ ସଫଳ ହେବ ଓ ମିତ୍ରଙ୍କ ଦ୍ଵାରା କରାଯାଉଥିବା ବିରୋଧରେ କମି ଦେଖାଦେବ । ଭାଗ୍ୟ ୫୯ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- କାହା ଉପରେ ବ୍ୟର୍ଥର ସନ୍ଦେହ ଓ ବିତର୍କରେ ସମୟ ଓ ଧନର ହାନି ହେବ । ନିଯୋଜିତ କାର୍ଯ୍ୟ କ୍ରମବି ସଫଳ ହେବ ଓ ଆର୍ଥିକ ଲାଭ ମଧ୍ୟ ମିଳିବ । ପିତୃ ପକ୍ଷରେ ଲାଭର ଆସ ରହିବ । ପୁରୁଣା ସାଙ୍ଗର ଆଗମନ ଦ୍ଵାରା ପରିବାରରେ ବ୍ୟସ୍ତତା ବଢିବ । ଆଜି ଭାଗେ ୯୩ ପ୍ରତିଶତ ସହଯୋଗ କରିବ ।

ମୀନ :-  ଲାଭକାରୀ ସମୟ ଅଟେ, ଯୁକ୍ତି ଓ ବ୍ୟବହାର ଦ୍ଵାରା ସବୁ କିଛି ପାଇପାରିବେ । ଜଟିଳତା ଖତମ ହେବ ଓ ବିରୋଧିବି ପରାସ୍ତ ହେବେ । ଖାଇବା ପିଇବାରେ  ଅନିୟ ମିତତା କଋବ ଯୁକ୍ତି ସଙ୍ଗତ ହୋଇବ ଅନ୍ଯଥା ଅଜିର୍ଣର ପ୍ରଭାବ ରହିବ । ଜୀବନସାଥି ସହିତ ଆର୍ଥିକ କାରଣରୁ ଦୂରରେ ରୁହନ୍ତୁ କିନ୍ତୁ ପ୍ରେମ ମନବୃତି ବନିକି ରହିବ । ଭାଗ୍ୟ ୭୩ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *