ଶନିଙ୍କ ମକର ଚଳନ : ପଡିଲା ଶନିଙ୍କ ଶୁଭ ଦ୍ରୁଷ୍ଟି, ଏହି ୪ଟି ରାଶି ଆଜିଠାରୁ ହେବେ କୋଟିପତି

ଜ୍ୟୋତିଷଶାସ୍ତ୍ର ଅନୁସାରେ ଶନି ଦେବ ଏହି ୪ଟି ରାଶି ଉପରେ ଆଜିଠାରୁ ନିଜର କୃପାଦୃଷ୍ଟି ବର୍ଷା କରିବାକୁ ଯାଉଛନ୍ତି । ଯାହା ଫଳରେ ଏହି ୪ଟି ରାଶିର କୌଣସି ଅସୁବିଧା ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଏମାନେ ସଫଳତା ପାଇବେ । ଭଗବାନ ଶନି ନ୍ୟାୟର ଦେବତା ଅଟନ୍ତି । ସେ ନିଜ ଭକ୍ତଙ୍କ ଦୁଖଃ ଆଦୌ ସହ୍ୟ କରି ପାରନ୍ତି ନାହିଁ । ଶନି ଙ୍କ କୃପା ଏହି ୪ଟି ରାଶି ଆଜିଠାରୁ ପାଇବାକୁ ଯାଉଛନ୍ତି ।

ମେଷ ରାଶି : ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ । ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ । ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରି ଧନ ଉପାର୍ଜନ କରିପାରିବେ । ପ୍ରେମ ରୋମାନ୍ସ ମାମଲାରେ ଅଗ୍ରଗତି ହେବ ।

ପରିବାରରେ ଅନ୍ତରଦ୍ୱନ୍ଦ ସ୍ଥିତିକୁ ନିୟନ୍ତ୍ରଣ କରି ଭବିଷ୍ୟତ ଯୋଜନାରେ ଆଗେଇବେ । ସନ୍ତାନଙ୍କ ସହ ଭ୍ରମଣ କରିବେ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ । ନିଜ ଉପରେ ଭରସା ରଖନ୍ତୁ, ଯଥା ସମ୍ଭବ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । କର୍ମାଧିପ ଭାଗ୍ୟାଧିପତିଙ୍କ ସହ ଥିବାରୁ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ବ୍ୟବସାୟ ଅନ୍ୟ ସହରରେ ବିସ୍ତାର କରିବା ଲାଗି ମନବଳାଇବେ ।

ମକର ରାଶି :ମନରେ ସରସତା ରହିବ ନାହିଁ । ବ୍ୟୟଧିପ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ମାନସିକ ସ୍ଥିତି ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି; ସେଥିରେ କିଛିଟା ପରିବର୍ତ୍ତନର ଆଶା କରାଯାଇପାରେ ।

ଅଫିସରେ ସହକର୍ମୀଙ୍କ ଅସହଯୋଗ ଏବଂ ସ୍ଥଗିତ କାର୍ଯ୍ୟ ନିମନ୍ତେ ଉଚ୍ଚଧିକାରୀ ଆପଣଙ୍କୁ କୈଫତ୍ ମାଗିପାରନ୍ତି । ପ୍ରଶାସନ, ରାଜନୀତିରେ ନିଜ ସ୍ଥିତିକୁ ଅକ୍ଷୁର୍ଣ୍ଣ ରଖିପାରିବେ । ଆପୋସ ବୁଝାମୁଣା ଦ୍ଵାରା କୋର୍ଟ କଚେରି ମାମଲାର ସମାଧାନ କରିନେବେ । ଯାନବାହନ ଚାଳନା ସମୟରେ ସତର୍କ ରୁହନ୍ତୁ । ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଦୂର କରିବାକୁ ସକ୍ଷମ ହେବେ । ସହଧର୍ମୀଙ୍କ ସହଯୋଗ ଓ ପ୍ରେରଣାରେ କେତେକ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ ।

ଧନୁ ରାଶି : ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପ୍ରଶାସନିକ ସ୍ତରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନ୍‌ସନ୍ ଦୂର ହେବ । ମିତ୍ରଙ୍କ ଦ୍ଵାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପାରିବାରିକ କଳହକୁ କେନ୍ଦ୍ର କରି ମଧ୍ୟାହ୍ନରେ ଭାବପ୍ରବଣ ହୋଇପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନାକୁ କାର୍ଯ୍ୟ କରିବା ସକାଶେ ମନ ବଳାଇବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବା । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ ।

ମୀନ ରାଶି :ମନ ଭିତରେ ଦୁଃଖ ଥିଲେ ମଧ୍ୟ ମୁଖଭାବରେ ହସି ଥିବା କାରଣରୁ କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ତିନୋଟି ଗ୍ରହ କୋଣସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ଆଜି ହଠାତ୍ ନୂତନ ଯୋଜନା ଆରମ୍ଭ କରିବେ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । ଅଫିସରେ ଆପଣଙ୍କ କାର୍ଯ୍ୟ ଦେଖି ଉଚ୍ଚକତୃପକ୍ଷଙ୍କ ଦ୍ଵାରା ପ୍ରଶଂସିତ ହେବେ । ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ପରିବାରର ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବେ ।

ଆଶା କରୁଛୁ ଯେ ଆପଣଙ୍କୁ ଏହି ରାଶି ସମ୍ବନ୍ଧୀୟ ଖବର ପସନ୍ଦ ଆସିଥିବ ତେବେ ଏହାକୁ ସେୟାର୍ ଏବଂ ଲାଇକ ନିଶ୍ଚୟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *