ଗୁରୁବାର 31 ଅକ୍ଟୋବର 2019, ଏହି 4ଟି ରାଶିଙ୍କ ପାଇଁ ଦିନଟି ଶୁଭ ରହିବ, ଖୋଲିବ ଧନ ଯୋଗ ବର୍ଷିବ ଟଙ୍କା

ଆଜିର ଦିନ କେତେକ ରାଶି ପାଇଁ ଶୁଭ ଅଟେ, ମାଁ ଲକ୍ଷ୍ମୀଙ୍କ ଦୟାରୁ ଖୋଲିବ ଧନ ଯୋଗ । ରାଶିଫଳ ଆମ ଜୀବନ ରେ ବହୁତ ମହତ୍ବପୂର୍ଣ ଅଟେ, ଏହା ଦ୍ଵାରା ଜଣେ ଲୋକ ର ସ୍ଵଭାବ ଏବଂ ଭବିଷ୍ୟତ ଯୋଡି ହେଇଥାଏ । ଗ୍ରହଙ୍କ ଚାଲ ସବୁବେଳେ ବଦଳୁଥାଏ ସେଥିପାଇଁ ଆମ ଜୀବନ ରେ ସବୁଦିନ କିଛି ନା କିଛି ପରିବର୍ତ୍ତନ ଦେଖାଦିଏ । ଆସନ୍ତୁ ଜାଣିବା ଆଜି ଦିନ ଆମ ଜୀବନ ରେ କଣ ନୂଆ ଆଣିବ ବା ଆଜି ଦିନ କେମିତି କଟିବ ।

ମେଷ :

ଆଜି କୌଣସି କାମ ପାଇଁ ଯୋଜନା ଅଛି ଯଦି ଏହା ଶୁଭ ଅଟେ, କର୍ମକ୍ଷତ୍ରରେ ରେ ସଫଳତା ମିଳିବ । ଅଟକିଥିବା ଧନ ଆଜି କୌଣସି ପ୍ରକାର ରେ ମିଳି ପାରେ, ଜାଗା କିଣିବା ମନ ହୋଇପାରେ ଏବଂ ଶୁଭ ଅଟେ । ସାମୁହିକ କାର୍ଯ୍ୟ ସମସ୍ତଙ୍କ ଅନୁମତି ରେ କଲେ ଲାଭକାରୀ ହୋଇପାରେ ।

ବୃଷ :

ଆଜି ର ଦିନ ଆପଣଙ୍କ ପାଇଁ ସାମନ୍ୟା ରହିବ, ଯଦି ଆପଣ କାମ ପାଇଁ ଚିନ୍ତତ ରୁହନ୍ତି ତାହେଲେ ଆପଣ ହାନି ରେ ରହିବେ ସେଥିପାଇଁ ଚିନ୍ତା ମୁକ୍ତ ରୁହନ୍ତୁ ସବୁ ଭଲ ରହିବ । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ, ଚାକିରି ସମ୍ବନ୍ଧିତ ସଫଳତା ପାଇ ପାରନ୍ତି । ପରିବାର ରେ ସୁଖ ଶାନ୍ତି ରହିବ, ଘର ଓ ଜମି ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ ହୋଇପାରେ ।

ମିଥୁନ :

ମିଥୁନ ରାଶି ଲୋକଙ୍କୁ ଆଜି ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇପାରେ । ଦିନ ବ୍ୟସ୍ତ ହେଲେ ବି ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଏହାକୁ ହଲ୍କା ରେ ନିଅନ୍ତୁ ନାହିଁ ନହେଲେ ଦେହ ଖରାପ ହୋଇପାରେ । ଦାମ୍ପତ୍ୟ ଜୀବନ ରେ ଚିନ୍ତା ର ବିଷୟ ହୋଇପାରେ, ବ୍ଲଡ ପ୍ରେସର ଲୋକ ସାବଧାନ ରୁହନ୍ତୁ ।

କର୍କଟ :

ଆଜି ଆପଣଙ୍କ ଦିନ ବ୍ୟସ୍ତ ରହିବ ଗୋଟେ ପରେ ଗୋଟେ କାମ ଲାଗି ରହିବ । ସନ୍ତାନ ସହଯୋଗପ୍ରାପ୍ତ ହେବ, ନିଜ ପ୍ରିୟଜନ ଲୋକଙ୍କୁ ନିଜ ମନ କଥା କହିବାରେ ଅସୁବିଧା ହେଇପାରେ । ଭଲ ରୋଜଗାର ପାଇଁ ପରିଶ୍ରମ ସହ କାମ କରିବାକୁ ପଡିବ ଏବଂ ସଠିକ ଯୋଜନା ଅନୁଯାଇ କାମ ବି କରିବାକୁ ପଡିବ ।

ସିଂହ :

ଆଜି ବହୁତ ସମୟ ଧରି ରହିଥିବା ସମସ୍ୟାର ଅନ୍ତ ହେବ, କାରୋବାର ବହୁତ ଆଗକୁ ଯିବ । ସନ୍ତାନ ତରଫରୁ ବଡ ଖୁସିଖବର ମିଳିବାର ଯୋଗ ଅଛି, ପରିବାର ଓ ସମାଜ ରେ ମାନସମ୍ମାନ ବଢିବ ।

କନ୍ୟା :

ଆଜି ଆପଣଙ୍କୁ ଆର୍ଥିକ ଦିଶା ରେ ବିଶେଷ ଧ୍ୟାନ ରଖିବାକୁ ପଡିବ, ବ୍ୟବସାୟ ପାଇଁ ସମୟ ଶୁଭକାରୀ ଅଟେ । ସେତେବେଳେ ଯାଏ କୌଣସି ପ୍ରକାର ବଚନ ଦିଅନ୍ତୁ ନାହିଁ, ଯେତେବେଳେ ଯାଏ ଆପଣ ନିଜେ ତାକୁ ପୂର୍ଣ୍ଣ କରିବାରେ ସକ୍ଷମ ନୁହନ୍ତି । ଆପଣଙ୍କ ପାଖରେ ନୂଆ ସମ୍ପର୍କ ସହ ନୂଆ କାମ ବି ଆସିବ ଧ୍ୟାନ ଦେଇ କାମ କରନ୍ତୁ ସମୟ ବଦଳିବ ଆପଣଙ୍କର ।

ତୁଳା :

ଆଜି ଆପଣ ମାନସିକ ଶାନ୍ତି ପାଇଁ ଦାନ-ପୂଣ୍ୟ କରନ୍ତୁ ଲାଭ ହବ ଓ ମନ ଶାନ୍ତି ପ୍ରାପ୍ତ କରିବ । ସାଙ୍ଗମାନଙ୍କ ଦ୍ଵାରା ବହୁତ କଷ୍ଟକର ଓ ମହତ୍ବପୂର୍ଣ କାମ ସମ୍ପୂର୍ଣ ହୋଇପାରିବେ । ଗତ କିଛି ସମୟ ଧରି ହେଉଥିବା ସମସ୍ୟାର ଅନ୍ତ ହବ ।

ବିଛା :

ଆଜି ଆପଣଙ୍କ ମନ ଚିନ୍ତିତ ରହିବ, କିନ୍ତୁ ମନ ଦୁଃଖୀ କରନ୍ତୁ ନାହିଁ କିଛି ଭୁଲ ନିର୍ଣ୍ଣୟ ନେଇ ପାରିବେ ନାହିଁ । ଜୀବନସାଥି ଦ୍ଵାରା ବିଶେଷ ପ୍ରଭାବିତ ହେବେ । ଆପଣଙ୍କ ଆଖ ପାଖ ଲୋକଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ହବ, ସାଙ୍ଗମାନେ ସାହାଯ୍ୟ କରି ପାରନ୍ତି । କୌଣସି ମହତ୍ବପୂର୍ଣ ଲୋକ ସହ ଦେଖା ହୋଇପାରନ୍ତି ।

ଧନୁ :

ଆଜି ଶୁଭ କାମ ରେ ଧନ ଖର୍ଚ ହୋଇପାରେ, ଏହି କାମରେ କୀର୍ତ୍ତି ବଢିବ କାମ ଶୁଭ ହେବ । ଆଜି ର ସଫଳତା ମନ୍ତ୍ର ଏହା ଅଟେକି ସେଇ ଲୋକଙ୍କ ଉପଦେଶ ମାନନ୍ତୁ ଯିଏ ଉଚ୍ଚ ଚିନ୍ତା ଧାରା ରଖନ୍ତି ପଇସା ବଢିବ ଓ ସଫଳତା ପ୍ରାପ୍ତ ହବ ।

ମକର :

ମକର ରାଶି ଲୋକ ଆଜି ମାନସିକ ଯନ୍ତ୍ରଣା ପାଇପାରନ୍ତି ବଞ୍ଚିକରି ରୁହନ୍ତୁ । କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ପ୍ରେମ ପ୍ରସଙ୍ଗ ଭଲ ରହିବ ସମୟ ଉତ୍ତମ କଟିବ, ଏହି ଲୋକଙ୍କ ଜୀବନ ସୁଖମୟ ହୋଇପାରେ । ବିଦ୍ୟାର୍ଥୀମାନଙ୍କ ପରୀକ୍ଷା ରେ ସଫଳତା ପାଇବେ, ମନ ଇଛା କାମ ପାଇଁ ଖୁସି ହେବେ ।

କୁମ୍ଭ :

ଆଜି ହଟାତ ଯାତ୍ରା କିଛି ଲୋକଙ୍କ ପାଇଁ ଚିନ୍ତା ର ବିଷୟ ହୋଇପାରେ । ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ପ୍ରେମ ର ଭରପୁର ଲାଭ ଉଠାନ୍ତୁ । ଶୁଭ ସମାଚାର ମିଳିବାର ପ୍ରବଳ ଯୋଗ ହେଉଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ, ଧନ ସମ୍ପତ୍ତି ରେ ଲାଭ ହେବ ।

ମୀନ :

ଆଜି ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହବ, ନୂଆ କାମ ବି ପ୍ରାପ୍ତ ହୋଇପାରେ । ଗତ କିଛି ସମୟରୁ ଦେଖିଥିବା ସ୍ଵପ୍ନ ପୂର୍ଣ୍ଣ ହୋଇପାରେ, ଖର୍ଚ ରେ ହଟାତ ବୃଦ୍ଧି ହୋଇପାରେ । ହସ-ମଜା ରେ ଦିନ ବିତିବ । ଆଜି ଆପଣଙ୍କ ଆର୍ଥିକ ସମସ୍ଯା ଦୂର ହବାର ଯୋଗ ହେଉଛି । ନୂଆ ଦାଇତ୍ଵ ଆସିପାରେ, ମନୋରଞ୍ଜନ ପାଇଁ ଆପଣଙ୍କୁ ସମୟ ମିଳିବ ।

Leave a Reply

Your email address will not be published. Required fields are marked *