ଶନିବାର 6 ଫେବୃଆରୀ ୨୦୨୧- ଶନିଦେବଙ୍କ କୃପାରୁ ଆଜି ଏହି 4ଟି ରାଶିକୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ବ୍ୟାପାରରେ  ସକରାତ୍ମକ  ଚେଞ୍ଜେସ  ଦେଖିବାକୁ ମିଳିବ । ଛାତ୍ରଙ୍କ ମନ ପସନ୍ଦ ଜାଗାରେ ଅଡିମିସନ ମିଳିବ ଓ ମିତ୍ରଙ୍କ ସହିତ ବୁଲିବାର ପ୍ଳାନ ବନେଇବେ । ଘର ଲୋକଙ୍କ ପାଇଁ କିଛି ଜିନିଷ କିଣିବେ । ବିଦେଶରେ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ । ଶଶୁର ପକ୍ଷରୁ ସମ୍ବନ୍ଧରେ ସୁଧାର ଆସିବ । ପ୍ରେମ ଜୀବନରେ କିଛି ଚିନ୍ତା ଆସିପାରେ । ପରିବାରର କୌଣସି ସଦସ୍ୟଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ହୋଇବେ । ରୋଜଗାର କରୁଥିବା ଜାତକଙ୍କୁ ନୂଆ ଅବସର ପ୍ରାପ୍ତ ହେବ ।

ବୃଷ :- କାର୍ଯ୍ୟ କ୍ଷେତ୍ରରେ ମହିଳା ମିତ୍ରଙ୍କ ସହଯୋଗ ଦ୍ଵାରା ନୂଆ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିବେ । ଆପଣଙ୍କ ଆତ୍ମବଳରେ ବୃଦ୍ଧି ହେବ ଓ ଖ୍ଯାତିରେ ବିସ୍ତାର ହେବ । ଭାଇଙ୍କ ସଜେସନ ଦ୍ଵାରା ବ୍ୟାପାରରେ ଉନତି ହେବ । ଜୀବନ୍ସାଥିର ପୂର୍ଣା ସହଯୋଗ ମିଳିବ । ଆଉ ଆପଣଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା କାର୍ଯ୍ୟ ଦ୍ଵାରା ଲାଭ ହେବ । ପରିବାରର କୌଣସି ସଦସ୍ୟଙ୍କଠୁ ଶୁଭ ସମାଚାର ଶୁଣିବାକୁ ମିଳିବ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ ମିଳିବ ।

ମିଥୁନ :- ଯଦି ଆପଣ କ୍ଯାରିଅରରେ ଚେଞ୍ଜେସ ହେବାର ଯୋଜନା ବନାଇ ବାକୁ  ଚାହୁଁଛନ୍ତି ତେବେ ପରିସ୍ଥିତି ଠିକ ନୁହେଁ । କମ ହାତକୁ ନେବା ପୂର୍ବରୁ ପିତା ତଥା ଜୀବନ ସାଥି ସହିତ ଆଲୋଚନା କରନ୍ତୁ । କୌଣସି ପରିଚୟର ସହଯୋଗ ଦ୍ଵାରା ଅଟକି ଥିବା ପଇସା ମିଳିବ । ପାରିବାରିକ ସମ୍ପତି ସମ୍ବନ୍ଧିତ ବିବାଦ ଖତମ ହେବ ଓ ବ୍ୟାପାରରେ ମହତ୍ଵପୂର୍ଣ ସଉଦା ସଫଳତା ମିଳିବ । ଆଇ ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।


କର୍କଟ :- ଆଜିର ଦିନ କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବ ଆରମ୍ଭ କରିବେ, ଯେଉଁଥିରେ ଅଧିକାରୀଙ୍କ ସମର୍ଥନ ପ୍ରାପ୍ତ ହେବ । ପୁରୁଣା ମିତ୍ରଙ୍କ ଦ୍ଵାରା ଆର୍ଥିକ ସପୋଟ ମିଳିବ । ପୂର୍ବରୁ ଚାଲିଆସୁଥିବା ସମସ୍ଯାରୁ ମୁକ୍ତି ମିଳିବ । ଛାତ୍ରଙ୍କ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ । ବିଦେଶରେ ରହୁଥିବା ପରିବାରଙ୍କ ତରଫରୁ ଶୁଭ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଜୀବନ ସାଥିଙ୍କ ସହଯୋଗ ଦ୍ଵାରା ସାହାର୍ଯ୍ୟ ମିଳିବ । ଆଜି ଭାଗ୍ୟ ୮୫ ପ୍ରତିଶତ ସହଯୋଗ  କରିବ ।

ସିଂହ :- ଆଜି ଅଧା ଥିବା କାର୍ଯ୍ୟକୁ ପୁରା କରିବେ, ଯେଉଁଥି ପାଇଁ ଦୌଡା ଦଉଡି କରିବାକୁ ପଡିପାରେ । ମିତ୍ରଙ୍କ ସହିତ ବୁଲାବୁଲି କରିବାର ଯୋଜନା ବନାଇବେ । ଛାତ୍ରଙ୍କୁ ଅଧିକ ଏକାଗ୍ରତା ଦ୍ଵାରା କାମ କରିବାକୁ ପଡିବ । ପାରିବାରିକ ଖରଚ ନିୟତ୍ରଣରେ ରହିବ ଓ ଛୋଟ ଭାଇର ଉନତି ଦ୍ଵାରା ମନ ପ୍ରସନ୍ନ ରହିବ । ଜୀବନ ସାଥି ସହିତ ସମ୍ବନ୍ଧ ମଧୁର ହେବ । ବ୍ୟାପାରୀ ମାନଙ୍କୁ ନଗଦ ଧନର କମିର ସାମ୍ନା କରିବାକୁ ପଡିପାରେ । ଆଜି ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଆଜି ନିଜର ପ୍ରେମ ଜୀବନର ଖୁଲସା କରିପାରନ୍ତି । ଯେଉଁଥିରେ ପାରିବାରିକ ବାତାବରଣ ଚିନ୍ତା ଭାର ହୋଇପାରେ । ଭାଇ ଭଉଣୀଙ୍କ ବିବାହ ଚିନ୍ତା ସେସ ହେବ । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଭାଇ ଭଉଣୀଙ୍କ ବିବାହ ଚିନ୍ତା ଶେଷ ହେବ ସେଥିଲାଗି ମନ ଖୁସି ରହିବ । ନୂଆ ସାଙ୍ଗ ବନାଇବେ ଯେଉଁଥିରେ ଆର୍ଥିକ ସ୍ଥିତି ମଜଭୁତ ରହିବ । ନିବେଶ ପାଇଁ ସମୟ ଠିକ ରହିଛି । ଅନାବଶ୍ୟକ ଖର୍ଚରୁ ବଞ୍ଚିକି ରୁହନ୍ତୁ । ରାଜନୀତିରେ ଜଡିତ ନୂଆ ଲୋକଙ୍କୁ ନୂଆ ଅବସର ମିଳିବ ଓ କାର୍ଯ୍ୟ କରିବାର ସୁଯୋଗ ମିଳିବ । ଭାଗ୍ୟ ୮୪ ପ୍ରତିଶତ କରିବ ।


ତୁଳା :- ଧର୍ମ କର୍ମ କାର୍ଯ୍ୟରେ ଆଜି ମନ ଲାଗିବ, ତୀର୍ଥ ଯାତ୍ରା ଆଦି କାର୍ଯ୍ୟ କ୍ରମ ହୋଇପାରେ । ଛାତ୍ର ଯଦି କୌଣସି ପ୍ରତିଯୋଗୀ ପରୀକ୍ଷା ପାଇ ପ୍ରସ୍ତୁତି ହେଉଛନ୍ତିଟ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଘରର ବଡ ଲୋକଙ୍କ ସହିତ ଝଗଡା କରିବା ଠିକ ହେବନି । ବ୍ୟବସାୟରେ ବୃଦ୍ଧି ହେବ ଓ ଆପଣଙ୍କ ବିଚାର ଦ୍ଵାରା ସକାରାତ୍ମକ ମହୋଲ ବନିବ । ସାମାଜିକ ଖ୍ୟାତିର ବିସ୍ତାର ହେବ । ଆହି ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

ବିଛା :- ନିଜ ବ୍ୟବସାୟ ବା ଜବ ପ୍ରସ୍ପେଟକ୍ସକୁ ସୁଧାରିବା ପାଇଁ କାର୍ଯ୍ୟ କ୍ରମରେ ପରିବର୍ତନ କରିବାର ଆବଶ୍ୟକ ରହିଛି । ଆର୍ଥିକ ଫୀଲ୍ଡରେ ଏବେ ବେସୀ ପ୍ରେସର ନହିଁ । ପରିଜନଙ୍କ ଆବଶ୍ୟକର ଧ୍ୟାନ ରଖନ୍ତୁ । ପ୍ରେମ ଜୀବନରେ ନୂଆ ଊର୍ଜାର ସଂଚାର ହେବ । ବ୍ୟାପାରରେ ଉନ୍ନତି ସହିତ ପଦ ବା ଗରିମାରେ ବୃଦ୍ଧି ହେବ । ଛାତ୍ରଙ୍କୁ ଗୁରୁଜନଙ୍କ ସହଯୋଗ ମିଳିବ  ଓ ବହୁତ ସମୟରୁ ପଡିଥିବା କାମ ପୁରା ହେବ । ଆଜି ଭାଗ୍ୟ 86 ପ୍ରତିଶତ ସହଯୋଗ କରିବା ।

ଧନୁ :- ପରିବାରରେ କୌଣସି ଖାସ ସଦସ୍ୟଙ୍କ ଖରାପ ସ୍ୱାସ୍ଥ୍ୟ କାରଣରୁ ପାରିବାରିକ ବାତାବରଣ କିଛି ଅବସାଦ ପୂର୍ଣ ହୋଇବ । ଧାର୍ମିକ କାର୍ଯ୍ୟ କରିବାରେ ମନ ଲାଗିବ ଓ ସନ୍ତାନଠୁ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରେମ ଜୀବନ ପାଇଁ ସମୟ ବାହାର କରିବେ । ପାରିବାରିକ ସମ୍ପତି ଦ୍ଵାରା ଲାଭ ହୋଇବ । ଛାତ୍ରଙ୍କୁ ଶିଖେ କ୍ଷେତ୍ରରେ ନୂଆ ଅବସର ମିଳିବ । ଯେଉଁଥିରେ ଉଚ ଶିକ୍ଷା ମାର୍ଗ ପ୍ରଶସ୍ତ ହେବ । ଭାଗ୍ୟ 85 ପ୍ରତିଶତ ସହଯୋଗ କରିବ ।

ମକର :- ଆଜି ନୂଆ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ । ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ । ଆର୍ଥିକ କାରବାର ସମୟରେ ସାବଧାନ ରହନ୍ତୁ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ପତ୍ନୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ । ସନ୍ତାନଙ୍କଠୁ ଖୁସି ଖବର ମିଳିବ ।

କୁମ୍ଭ :- ଆଜି କାର୍ଯ୍ୟ କ୍ଷେତ୍ରରେ ବାତାବରଣରେ ସୁଧାର ଆସିବ । ସତୃଙ୍କ ଠାରୁ ମୁକ୍ତି ମିଳିବ । ପିତାଙ୍କ ସହିତ ସମ୍ପର୍କରେ ସୁଧାର ଆସିବ । ପ୍ରେମ ଜୀବନରେ ନୂଆ ଉଶ୍ଚାହ ତଥା ଉମଙ୍ଗର ଅନୁଭବ କରିବେ । ବ୍ୟାପାରରେ ବିସ୍ତାର ଯୋଜନା ବନାଇବେ । ରାଜନୀତି ଜଡିତ ଥିବା ଲୋକଙ୍କୁ ଆର୍ଥିକ ଲାଭ ମିଳିବ । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ନୂଆ କିଛି ଆସୁବିଧାର ସାମ୍ନା କରିବାକୁ ପଡିବ । ଆଜି ଭାଗ୍ୟ 85 ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜିର ଦିନ ମାଧ୍ୟମ ଫଳଦାୟୀ ରହିବ । ଆଜି ଟିକେ ଉଦାସ ମନରେ ରହିବେ ଆପଣ । ବିପରୀତ ଅବସ୍ଥାରେ ମନ ଟିକେ ଚିନ୍ତିତ ହୋଇପାରେ । ଯୁବକ ମାନଙ୍କର ଦାଂପତ୍ଯ ଜୀବନ ଅଥବା ପ୍ରେମ ସଂପର୍କକୁ ନେଇ ଶିକାୟତ ରହିପାରେ । କୌଣସି ଜରୁରି ଖର୍ଚ ସାମନାକୁ ଆସିପାରେ । ପିତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରକନ୍ତୁ । ଆର୍ଥିକ ସ୍ଥିତି ମାଧ୍ୟମ ରହିବ । ଆଜି ଭାଗ୍ୟ 80 ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *