ଗୁରୁବାର 7 ନଭେମ୍ବର 2019 – ଏହି ୮ ଟି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଗ୍ରହ ନକ୍ଷତ୍ର ସଂଘର୍ଷ ପରେ ଦେବେ ସଫଳତା

ଗୁରୁବାର ଦିନ ଏହି ୮ଟି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ମା ଲକ୍ଷ୍ମୀଙ୍କ ଅସିମ କୃପା ହେବ, ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ।

ମେଷ :

ଆଜି ଆପଣଙ୍କୁ ବ୍ୟବସାୟ ରେ ସଫଳତା ମିଲିବ, ସମୟ ଅନୁଯାଇ ଜରୁରୀ କାମ ସାରି ଦିଅନ୍ତୁ । ଓକିଲ ପାଖରେ ଯାଇ କାନୁନି କାମ କରିବା ପାଇଁ ଭଲ ଦିନ ଅଟେ, ପାରିବାରିକ ବାତାବରଣ ଚିନ୍ତାଗ୍ରସ୍ତ ହବାର ଯୋଗ ଅଛି । ନୂଆ ବ୍ୟବସାୟ ପାଇଁ ଯୋଜନା ହେଇପାରେ, ପ୍ରେମ ପ୍ରସଙ୍ଗ ରେ ଚିନ୍ତାର ବିଷୟ ହୋଇପାରେ ।

ବୃଷ :

ଆଜି ଅତ୍ୟଧିକ ଖର୍ଚ ହେବ, ପାରିବାରିକ ବାତାବରଣ ଭଲ ରହିବନି । ବଡ ଲୋକଙ୍କ ଅନୁଭବ କାମ ରେ ଆସିବ ଓ ଲାଭକାରୀ ହେବ, ଆର୍ଥିକ ଲାଭ ହବାର ଯୋଗ ହେଉଛି । କୁଟୁମ୍ବଙ୍କ ସହ ଝଗଡା ହୋଇପାରେ ବଞ୍ଚି କରି ରୁହନ୍ତୁ, କାର୍ଯ୍ୟକ୍ଷତ୍ର ରେ ପରିଶ୍ରମ ଅତି ଆବଶ୍ୟକ ଅଟେ ।

ମିଥୁନ :

ଆଜି ବ୍ୟବସାୟରେ ଭଲ ଲାଭ ପାଇବେ, ମନ ଭିତରେ ଆସୁଥିବା ବହୁତ ପ୍ରକାର କଥା ପାଇଁ ମନ ବିଚଳିତ ରହିବ । ନିଜ ଭବିଷ୍ୟ ବିଷୟ ରେ ନିର୍ଣ୍ଣୟ ନବାର ଉଚିତ ସମୟ ଅଟେ, କାହିଁକିନା ଆପଣଙ୍କ ପାଖ ରେ ପର୍ଯ୍ୟାପ୍ତ ସମୟ ଅଛି ଭାବିବା ପାଇଁ । ପରିବାର ସହ ସମୟ ପାଇବେ, ପାରିବାରିକ ରୀତି ନୀତି କୁ ସାଇଡ କରନ୍ତୁ ନାହିଁ ।

କର୍କଟ :

ଆଜି ଆର୍ଥିକ ସମସ୍ୟା ପାଇଁ ପରିଶ୍ରମ ଅତି ଆବଶ୍ୟକ ଅଟେ, ପରିଶ୍ରମ ଦ୍ଵାରା କାର୍ଯ୍ୟ ସଫଳ ହୋଇପାରେ ଏବଂ ସମାଧାନ ପାଇପାରିବେ । ପ୍ରେମ ବିଷୟରେ ଭଲ ଭାବରେ ଜାଣିପାରିବେ ଓ ନିଜ ପାର୍ଟନର ଭାବନା କୁ ବୁଝିପାରିବେ । ବ୍ୟବସାୟ ଲାଭକାରୀ ହବ, ଯେତିକି ଲାଭ ହବ ସେତିକି ଖର୍ଚ ହବ ।

ସିଂହ :

ଆଜି ଧାର୍ମିକ କାମ ଓ ଯାତ୍ରା ପାଇଁ ସମୟ ଅନୁକୂଳ ଅଛି, ପ୍ରଭାବଶାଳି ଲୋକଙ୍କ ସହ ସମ୍ପର୍କ ଆପଣଙ୍କ ପାଇଁ ଭଲ ପରିଣାମ ହବାର ଯୋଗ ହେଉଛି । ମାନସିକ ଓ ଶାରୀରିକ ସୁଖ ପାଇବେ, ନୂଆ ନୂଆ ଭାବନା ମନକୁ ଆସିବେ । ଧନ ପ୍ରାପ୍ତି ହବାର ଯୋଗ ଅଛି, ଭାଗ୍ୟ ସାହାଯ୍ୟ କରିବ, ସାମାଜିକ କାର୍ଯ୍ୟ ରେ ମନ ଲାଗିବ ।

କନ୍ୟା :

ପ୍ରଶାନସନିକ ସେବା ଲୋକ ଆଜି ସଫଳ ରହିବେ, ଭୁଳଧାରଣା ହେଲେ ସାଙ୍ଗେ ସାଙ୍ଗେ କଥା ସ୍ପଷ୍ଟ କରନ୍ତୁ ନହେଲେ ଆଗକୁ ଯାଇ କଥା ବଢିପାରେ । ଆପଣଙ୍କ ପରିଶ୍ରମ ଆଜି ଲୋକଙ୍କୁ ଦେଖାଯିବ ଏବଂ ନିଜ ପରିଶ୍ରମ ପାଇଁ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ର ରେ ସହଭାଗୀମାନଙ୍କ ଠାରୁ ସମ୍ମାନ ପାଇପାରିବେ, ଭାବନା ରେ କାହାକୁ ନିଜ ବିଷୟରେ ଅଧିକ କିଛି କୁହନ୍ତୁ ନାହିଁ ।

ତୁଳା :

ଆଜି ମନ ଅଶାନ୍ତ ରହିବ ଓ କଥା କହିବ ଆଗରୁ ଭଲ ଭାବରେ ଭାବି ଚିନ୍ତି କୁହନ୍ତୁ । କାହା ସହ ଝଗଡା କରିବାରୁ ବଞ୍ଚନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ନୁହେଁ, ପରିବାର ରେ ଚିନ୍ତା ର ବିଷୟ ହୋଇବ । ଚାଲାକପୂର୍ଣ ଆର୍ଥିକ ଯୋଜନାରୁ ବଞ୍ଚିକରୀ ରୁହନ୍ତୁ, ଏହା ଆପଣଙ୍କୁ ଫସେଇ ପାରେ ।

ବିଛା :

ଆଜି ଆପଣ ନିଜର ବ୍ୟବସାୟ ଆରମ୍ଭ କରିପାରିବେ, ଧନ ଲାଭ ହବ । ସାମାଜିକ କର୍ତ୍ତବ୍ୟ ପୂର୍ଣ କରିବାକୁ ପଡିବ, ସାଙ୍ଗ ଓ ଅଧିକାରୀମାନଙ୍କ ସାହାଯ୍ୟ ପ୍ରାପ୍ତ ହେବ । ଆପଣଙ୍କ କଠୋର ବ୍ୟବହାର କାରଣରୁ ପାର୍ଟନର ସହ ରାଗ-ରୁସା ହୋଇପାରେ । ଦୁର୍ଘଟଣା ହୋଇପାରେ ବଞ୍ଚିକରି ରୁହନ୍ତୁ, ଦୁଷ୍ଟଜଣ ହାନି କରି ପାରନ୍ତି ।

ଧନୁ :

ଆଜି ଆପଣ କାମ ଓ କାମରୁ ବାହାରିବା ପର୍ଯ୍ୟନ୍ତ ନିଜ ବ୍ୟବହାରକୁ ସନ୍ତୁଳିତ ରଖିବା ପାଇଁ ପ୍ରୟାସ କରନ୍ତୁ । କାହାକୁ ଦେଇଥିବା ଧନ ଆଜି ପ୍ରାପ୍ତ ହେବାର ଯୋଗ ଅଛି, ଧାର୍ମିକ ଜାଗା ଯିବାର ଯୋଗ ହୋଇପାରେ । ନୂଆ କାମ ଆରମ୍ଭ କରିପାରନ୍ତି, କାହାକୁ ଉଧାରୀ ପଇସା ଦିଅନ୍ତୁ ନାହିଁ ।

ମକର :

ଆଜି ଆପଣ ନିଜ ବ୍ୟବସାୟକୁ ବଢେଇବାରେ ସଫଳ ହୋଇପାରନ୍ତି, ଏମିତିଆ କଥା କାହାକୁ କୁହନ୍ତୁ ନାହିଁ ଯାହା ଗୋପନୀୟ ଅଟେ । ଘର ପରିବାର ଖୁସି ରେ ରହିବେ, ଜୀବନସାଥି ସହ ଭଲ ସମୟ ବିତେଇ ପାରିବେ । ପ୍ରେମ ପ୍ରସଙ୍ଗ ଭଲ ରହିବ, ଆଜି ଲୋକଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ ।

କୁମ୍ଭ :

କୁମ୍ଭ ରାଶିମାନଙ୍କୁ ମାଁଙ୍କ ସାନିଧ୍ୟ ପ୍ରାପ୍ତ ହେବ, କପଡା ଓ ଅଲଗା ଜିନିଷ ଉପରେ ଖର୍ଚ ବଢି ପାରେ । ଆଜି ଆପଣ ଅନ୍ୟମାନଙ୍କ ସହ ମିସି କାମ କରିବେ, କିଛି ବ୍ୟବସାଇକ ଯାତ୍ରା ହୋଇପାରେ । ଆର୍ଥିକ ସମସ୍ୟା ର ସମାଧାନ ହାବାର ଯୋଗ ହେଉଛି, ଧନ ଆଗମନ ହେବ । ଆପଣଙ୍କ ସାମ୍ନାକୁ ନୂଆ ସଙ୍କଟ ଆସିବ, ସମ୍ଭାଳି କରି ରୁହନ୍ତୁ ।

ମୀନ :

ଆଜି ଟଙ୍କା ବା ହଜିଥିବା ଜିନିଷ ପ୍ରାପ୍ତ ହୋଇପାରେ, କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡି ପାରେ, ସେହି ପରିଶ୍ରମ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ଆଜି ଆପଣଙ୍କ ବିବାହିତ ଜୀବନ ଭଲ ଦିସାକୁ ଅଗ୍ରସର ହେବ । ଆଜି ସାଙ୍ଗମାନଙ୍କ ସହ ସମୟ ବ୍ୟତୀତ କରି ପାରନ୍ତି, ସନ୍ତାନ ଚିନ୍ତା ଦୂର ହେବ ଓ ମନ ସାନ୍ତ ରହିବ ।

Leave a Reply

Your email address will not be published. Required fields are marked *