ରାସ୍ତାରେ ଘଟିଲା ଏଭଳି ଅଘଟଣ କି ଭୟରେ ମା’ଙ୍କୁ ଜାବୁଡି ଧରିଛି ପୁଅ… ସମ୍ପୂର୍ଣ୍ଣ ଘଟଣା ଜାଣି ଅପଣାଙ୍କ ଛାତି ଥଋ ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ଜନ ସାଧାରଣ ଭୟଭିତ ହୋଇ ପଡିଲେଣି । ତେବେ ବର୍ତ୍ତମାନ କିଛି ସମୟ ହେବ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଆପଣ ଯେଉଁ ଦିନ ଚୁତିରେ ରହୁଛନ୍ତି ସେଦିନ ନିଜ ପରିବାରକୁ ଧରି କୁଆଡେ ନିଶ୍ଚୟ ବୁଲିବାକୁ ଯାଉଥିବେ । ଆପଣ ଧୀରେ ଧୀରେ ଗାଡି ଚଲାଇ ଯାଉଥିବେ ଆଉ ଠିକ ସେତିକି ବେଳେ ଅଚାନକ ଗୋଟେ ମ-ଦୁଆ ଡ୍ରାଇଭର ଗାଡି ଚଳାଇ ଆସୁଥିବ । ଆପଣଙ୍କ ଉପରେ ପଡିଯିବ ସେତେବେଳେ ଆପଣ କଣ କରିବେ ? ସମାନ ଦୁର୍ଘଟଣା ଭୁବନେଶ୍ଵର ସୈନିକ ସ୍କୁଲ ନିକଟରେ ଘଟିଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉନି ପିଲା ଟି ଭୟରେ କିଭଳି ମା କୁ ଜାବୁଡି ଧରିଛି ଆପଣ ବି ଥରେ ନଜର ପାକନ୍ତୁ । ଭୁବନେଶ୍ବର ରେ ବିନା ଲାଇସେନ୍ସ ରେ ମ-ଦ ପିଇ ଟ୍ରକ ଚଲାଉଛନ୍ତି ଡ୍ରାଇଭର । ନିସାସକ୍ତ ଅବସ୍ଥାରେ ଟ୍ରକ ଚଲାଉ ଥିବା ଡ୍ରାଇଭର ଜଣକ ବାଇକ, ସ୍କୁଟି ଓ କାର ଉପରେ ଅଚାନକ ପଡି ଗଲେ । ଡ୍ରାଇଭର ଜଣକ କହୁଛନ୍ତି ତାଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ନାହି । କିନ୍ତୁ ସେ ଗାଡି ଚଲାଉଛନ୍ତି କେମିତି ?

ଯେବେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ କୁ ନେଇ କାଦକଡି ଯାଞ୍ଚ ହେଲା ଆଉ ରାଜଧାନୀ ଛକରେ ଧଡ ଫକଡ ହେଲା ସେତେବେଳେ ଡ୍ରାଇଭର ମ-ଦ ପିଇ ବିନା ଡ୍ରାଇଭିଙ୍ଗ ଲାଇସେନ୍ସ ରେ କେମିତି ଡ୍ରାଇଭିଙ୍ଗ କରୁଛନ୍ତି ତାହାକୁ ନେଇ ଉଠୁଛି ପ୍ରଶ୍ନ । ତାଙ୍କ ଭଳି ଏମିତି ଅନେକ ଡ୍ରାଇଭର ଅଛନ୍ତି ଯେଉଁ ମାନେ ମ-ଦ ପିଇ ମନ ଇଚ୍ଛା ଗାଡି ଚଲାଉଛନ୍ତି ।

ଆପଣ ମାନେ ବି ଦେଖି ପାରିବେ ଟ୍ରକ ଚକା ତଳେ ସ୍କୁଟି, ବାଇକ ଓ ଟ୍ରକ ସମାନ ପରେ କାର ପଡିଛି । ଭୁବନେଶ୍ଵର ନାଲକୋ ଚକରୁ ସୈନିକ ସ୍କୁଲ ମଝିରେ ଏହି ଦୁର୍ଘଟଣା ହଟିଛି । ବାରମ୍ବାର ଏଭଳି ଘଟଣା ସାମ୍ନା କୁ ଆସିବା ପରେ ଛୁଆ ପିଲାଙ୍କୁ ଧରି କୁଆଡେ ଯିବାକୁ ଭୟ କରିଲେଣି ସାଧାରଣ ଲୋକେ ।

ମ-ଦୁ-ଆ ଡ୍ରାଇଭର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନ କରାଗଲେ ହୁଏ ତ ଆଗାମୀ ଦିନ ରେ ଏଭଳି ଦୁର୍ଘଟଣା ଆହୁରି ଦେଖିବାକୁ ପଡିବ ବୋଲି ଆସା କରା ଯାଉଛି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *