ବିରୋଧୀ ଦଳର ନେତା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ‘ପୃଥିବୀରେ ପ୍ରଥମ ମୃତବ୍ୟକ୍ତି ଉପରେ ଅସ୍ତ୍ରୋପଚାର’… ଦେଖନ୍ତୁ Video

ବନ୍ଧୁଗଣ guli kanda ପରେ ନବ ଦାସଙ୍କୁ ବଞ୍ଚାଇବା ପାଇଁ ଏକେ ବଡ ଉଦ୍ୟମ କରିଲେ ରାଜ୍ୟ ସରାକର । ହଠାତ ନବ ଙ୍କୁ ବଞ୍ଚାଇବା ପାଇଁ ଝାରସୁଗୁଡା ସରକାରୀ ମେଡିକାଲକୁ ନୂଆ ଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରା ଯାଇଥିଲା । ଜେହତୁ ତାଙ୍କ ଛାତିରେ guliବାଜିଥିଲା ତାଙ୍କ ହୃତପିଣ୍ଡ ଓ ଫୁସଫୁସ ଲୁ ଲକ୍ଷ୍ୟ କରି ଏହି ଫା-ୟା-ରି-ଙ୍ଗ କରା ଯାଇଥିଲା ।

ତେଣୁ ଅନୁମାନ କରା ଯାଇଥିଲା ସେ ଗୁ-ରୁ-ତ-ର ଆ-ହ-ତ ହୋଇଥିବେ । ତାଙ୍କ ହାର୍ଟ ଲଙ୍ଗସ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବ । ଏଥିପାଇଁ ତାଙ୍କର ନିୟମ ଅନୁଯାୟୀ ଇସିଜି କରା ଯାଇଥିବ । ସେହି ଇସିଜି ରିପୋର୍ଟ ଗଲା କୁଆଡେ ? ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ସାର୍ବଜନୀକ କରିବେ ବୋଲି ଜୟ ନାରାୟଣ ପ୍ରଶ୍ନ କରିଛନ୍ତି ।

ଝାରସୁଗୁଡା ମେଡିକାଲରୁ ନବ ଦାସଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରା ଯାଇଥିଲା । ତେବେ କେଉଁ ଭଳି ଅବସ୍ଥାରେ ତାଙ୍କୁ ସ୍ଥାନାନ୍ତର କରାଗଲା ଏବଂ ଏହି ସମୟରେ ଜଣେ ଅତି ଗୁ-ରୁ-ତ-ର ରୋଗୀଙ୍କୁ ଯେଉଁ ଭଳି ଭାବେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା କଥା ତାହା କରାଯାଇ ଥିଲା ତ ? ଏହାର ଅର୍ଥ ନବ ଦାସ ଙ୍କୁ ଭେଣ୍ଟିଲେଟର ସୁବିଧା ଦିଆ ଯାଇଥିଲା ତ ?

ଯେହେତୁ ତାଙ୍କ ହୃତ୍ପିଣ୍ଡ କୁ guliବାଜି ପାର କରି ଯାଇଥିଲା ତାଙ୍କୁ ବ୍ଲଡ଼ ଚଢା ଯାଉଥିଲା ତ ? ଏୟାର ଲିଫ୍ଟ ବେଳେ ଏ କଥା ଧ୍ୟାନ ଦିଆ ଯାଇଥିଲା କି ନାହି ସେ ପ୍ରଶ୍ନ କରିଛନ୍ତି । ଯେବେ ନବ ଦାସ ଆପୋଲୋ ମେଡିକାଲ ରେ ପହଞ୍ଚିଲେ ସେଠାରେ ଆଗରୁ ଉପସ୍ଥିତ ଥିବା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଚିବ ତାଙ୍କୁ ନମସ୍କାର କାହିଁକି କରିଲେ ?

ବୋଧେ ପୃଥିବୀ ରେ ପ୍ରଥମ ବ୍ୟକ୍ତି ଭାବେ ଜଣେ ମୃ-ତ ବ୍ୟକ୍ତିଙ୍କ ଶରୀର ରେ ଅସ୍ତ୍ରୋପଚାର କରା ଯାଇଥିଲା । ସେପଟେ ବିଜେଡି ବୋଧେ ଜୟ ନାରାୟଣଙ୍କ ଏହି ପ୍ରଶ୍ନ ବାଣ ର ଉତ୍ତର ଦେବାକୁ ଆଉ ସାହସ କରିପାରି ନାହି । ଏଥିପାଇଁ ଦଳର ନେତା ରାଜ କିଶୋର ଦାସ ସିଧା ସଳଖ ବ୍ୟକ୍ତିଗତ ଟାର୍ଗେଟ କରିଛନ୍ତି ଜୟ ନାରାୟଣ ଙ୍କୁ । କହିଛନ୍ତି ଜୟ ନାରାୟଣ ଙ୍କ ନାଁ ରେ ଆଗରୁ ହ-ତ୍ୟା ମାମଲା ରହିଛି ।

ଆଜି ବି କୋର୍ଟ ରେ ମାମଲା ଚାଲୁଅଛି । ଆଉ ଏଠାରେ ସେ ବଡ ବଡ କଥା କହୁଛନ୍ତି । ନାରାୟଣ ଆଣିଥିବା ଅ-ଭି-ଯୋ -ଗ ବହୁତ ସାଂ-ଘା-ତି-କ । ସରକାର ସମସ୍ତଙ୍କୁ ସତ କଥା କହିବାର ସାହସ ରଖିବା ଦରକାର । କାରଣ ନବ ଦାସ ରାଜ୍ୟରେ ଜଣେ ବରିଷ୍ଠ କ୍ଯାବିନେଟ ମନ୍ତ୍ରୀ ଥିଲେ । ସେଥିପାଇଁ ଏହା ରାଜ୍ୟବାସୀ ହକା ମଧ୍ୟ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *