ଶାରୀରିକ ସୁଖ ପାଇଁ ମୋତେ ପ୍ରେମ କରି ବାହା ହେଲା, ହେଲେ ଏବେ ମୋତେ ଛାଡି…. ଏ ମହିଳା ଯାହା କହୁଛନ୍ତି ନା ଟିକେ ଶୁଣନ୍ତୁ, ଦେଖନ୍ତୁ Video

କିନ୍ନର ଙ୍କୁ ପ୍ରେମ କରିଲେ ଆଉ ଏବେ ବିବାହ ପ୍ରତିଶ୍ରୁତି ଦେଇ କୁଆଡେ ଫେରାର ହୋଇଗଲେ ପ୍ରେମିକ ଜଣକ । ବାରମ୍ବାର ଶା-ରୀ-ରି-କ ସ-ମ୍ପ-ର୍କ ମଧ୍ୟ ରଖୁଥିଲେ ଆଉ କଥା ଦେଇଥିଲେ ବାହା ହେବା ପାଇଁ । କିନ୍ତୁ ଏବେ ଫେରାର ହୋଇ ଯାଇଛନ୍ତି ପ୍ରେମିକ ଜଣକ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରେମ କେବେ ବି ମାନେ ନାହି ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ । ପ୍ରେମ ଗୋଟେ ନିଆରା ଅନୁଭବ ଓ ଅନୁଭୂତି ।

ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା ବି କହି ହୁଏ ନାହି । କିନ୍ତୁ ଯେବେ ପ୍ରେମ ପ୍ରତାରଣା ପାଲଟି ଯାଏ ସେତେବେଳେ ଦୁର୍ବିସହ ପାଲଟି ଯାଏ ଜୀବନ । ଆଉ ଏମିତି ଏକ କିନ୍ନର ଙ୍କ ପ୍ରେମ କାହାଣୀ ଏବେ ଦେଖିବାକୁ ମିଳିଛି । ତେବେ କିନ୍ନର ହୋଇ ମଧ୍ୟ ବୋହୂ ହେବାର ସ୍ଵପ୍ନ ଦେଖି ଜଣେ କିନ୍ନର ପ୍ରେମରେ ଧୋକା ପାଇଛନ୍ତି । ପ୍ରଥମେ ପ୍ରେମ କରିଲେ ଆଉ ଶା-ରୀ-ରି-କ ସ- ମ୍ପ -ର୍କ ରଖିଲେ ।

ଆଉ ପରେ ପରେ ପ୍ର -ତା-ର-ଣା-ର ଶିକାର ହୋଇ ଥିବା ଏବେ ଅ-ଭି-ଯୋ-ଗ ଆଣିଛନ୍ତି କିନ୍ନର ଜଣକ । ତେବେ ଅ-ଭି-ଯୋ -ଗ ଅନୁଯାୟୀ ଗତ 4 ବର୍ଷ ତଳେ 2019 ଠାରୁ ନୂଆପାଟଣା ସଦର ମହାକୁମାର ଦେବା ଲୀନା କିନ୍ନର ଓ ସମ୍ପୃକ୍ତ ଯୁବକ ଶିବ ଶଙ୍କର ଅଗ୍ରୱାଲ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଦୁହିଙ୍କ ମଧ୍ୟରେ ଅନାବିଳ ପ୍ରେମ ସମ୍ପର୍କ ରହିଥିବା ବେଳେ ପରିବାରର ଅଜାଣତରେ ଗୋପନୀୟ ଭାବେ ଏକ ମନ୍ଦିର ରେ ଦୁହେଁ ବିବାହ କରିଥିଲେ କିନ୍ତୁ ଦୁନିଆ ଠାରୁ ଟିକେ ଦୂରରେ । ତାଙ୍କ ଭିତରେ ସ୍ଵାମୀ ସ୍ତ୍ରୀ ଭଳି ସମ୍ପର୍କ ରହି ଆସୁଥିଲା । ହେଲେ ବର୍ତ୍ତମାନ ପ୍ରେମ କାହାଣୀ ଏକ ଭିନ୍ନ ମୋଡ ନେଇଛି । ଧୀରେ ଧୀରେ ପ୍ରେମରେ ସ୍ଵାଦ ମଳିନ ହେବାରେ ଲାଗିଲା ।

ପ୍ରେମିକ ଶିବ ଶଙ୍କର ଅନ୍ୟ ଏକ ଝିଅ ସହ କଥା ହେଉଥିବା କିନ୍ନର ଦେବଲିନା ଅଭିଯୋଗ ଆଣିଛନ୍ତି । ଯାହା କି ତାଙ୍କୁ ଆହୁତ ବାଧିଚି । କିନ୍ନର ଜଣକ ତାଙ୍କ ପ୍ରେମିକ ଶିବ ଶଙ୍କର ଙ୍କ ନାମରେ ଜୟାପାଟଣା ଥାନାରେ ଲିଖିତ ଅ-ଭି-ଯୋ-ଗ ଦେବା ପରେ ପୋଲିସ ଏବେ ଏକ ମାମାଲା ରୁଜୁ କରି ଅ-ଭି-ଯୁ-କ୍ତ ଙ୍କ ନାମରେ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି ।

ତେବେ ପୀ-ଡ଼ି-ତା ଦେବା ଲୀନାଙ୍କ ଡାକ୍ତରୀ ମାଇନା ହୋଇଥିବା ବେଳେ ଅ-ଭି-ଯୁ -କ୍ତ ଙ୍କୁ ଏ ଯାଏଁ ଥାନା ରେ ହାଜର କରାଯାଇ ନାହି । ତେବେ ଘଟଣାର ନିରପେକ୍ଷ ତଦନ୍ତ ହେବା ପାଇଁ ଦାବି କରିଛନ୍ତି ଦେବ ଲୀନା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *