ରବି ଚଳିଲେ ବିଛା ରାଶିକୁ, ଏହିସବୁ ରାଶିକୁ ଦେବେ ଅତ୍ୟନ୍ତ ଶୁଭ ଫଳ- ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ

ମେଷ ରାଶି :

ସପତମ ବାବରେ ଏହି ୟୁକ୍ତି ବ୍ୟବସାୟ ଦ୍ରୁଷ୍ଟି ରୁ ଟିକେ ଏପଟ ସେପଟ ହୋଇବ, ଯଦି ଆପଣ ଷ୍ଟକ ମାର୍କେଟ ରେ ଖର୍ଚ କରୁଛନ୍ତି ତାହେଲେ ମାର୍କେଟରେ ସାବଧାନ ହୋଇ ଟଙ୍କା ଲଗାନ୍ତୁ । ବିବାହ ସମ୍ବନ୍ଧିତ କଥା ଆଗକୁ ବଢିବ, ଘର ତିଆରି ପାଇଁ ବହୁତ ଭଲ ସଂଯୋଗ ହେଉଛି ଏହାର ଲାଭ ଉଠାନ୍ତୁ ।

ବୃଷ ରାଶି :

ଆପଣଙ୍କ ଶତୃଭାବରେ ଏହି ଗ୍ରହମାନେ ଯଦି ଅଛନ୍ତି ତାହେଲେ ଆପଣ କୋର୍ଟ କଚହରି ମାମଲା ରେ ମୁକ୍ତି ପାଇ ପାରିବେ, ଭଲ ରହିବ ଯଦି ଆପଣ ଏହି ମାମଲାକୁ ବାହାରେ ସମାପ୍ତ କରିଡିୟନ୍ତୁ । ବାପ ଘରୁ କିଛି ଖରାପ ବା ଅଶୁଭ ସମାଚାର ମିଳି ପାରେ, ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ ଓ ଅଧିକ ଖର୍ଚ ଦ୍ଵାରା ଆର୍ଥିକ ଅସୁବିଧା ଆସି ପାରେ ସାବଧାନ ରୁହନ୍ତୁ ।

କର୍କଟ ରାଶି :

ଚତୁର୍ଥ ଭାବରେ ଏହି ସଂଯୋଗରୁ ଆପଣଙ୍କୁ ମାନସିକ କଷ୍ଟ ଦେଇପାରେ କିନ୍ତୁ ଯଦି ନିଜ ଜିଦ ଏବଂ ଆବେଶ ଉପରେ ନିୟନ୍ତ୍ରଣ ରଖିଲେ କାର୍ଯ୍ୟ ରେ ଉପଲବ୍ଧି ବା ସଫଳତା ବଡ ପାଇ ପାରିବେ । କାର୍ଯ୍ୟଭାବ ଉପରେ ଏହି ଗ୍ରହଙ୍କୂ ଦ୍ରୁଷ୍ଟି ପ୍ରଭାବସ୍ୱରୂପ ରୋଜଗାର ରେ ଉନ୍ନତି ମିଳି ପାରେ, ନୂଆ ସର୍ବିଷ ପାଇଁ ଆବେଦନ କରିବା ଉତ୍ତମ ହେବ ।

କନ୍ୟା ରାଶି :

ଧନ ଭାବରେ ମଙ୍ଗଳର ଅନ୍ୟ ଗ୍ରହ ସହ ସଂଯୋଗ ଆର୍ଥିକ ପକ୍ଷକୁ ସବଳ କରିବ, କିନ୍ତୁ ଡାହାଣ ଆଖି ଉପରେ ଏହାର ପ୍ରଭାବ ରହିବ ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ରହି ପାରନ୍ତି । ଗାଡି ଧ୍ୟାନ ଦେଇ ଚଲାନ୍ତୁ ଓ ଶତ୍ରୁ ଠାରୁ ବଞ୍ଚିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

ବିଛା ରାଶି :

ଏହି ଗ୍ରହ ପ୍ରଭାବରୁ ଆଜି ଦିନ ଖର୍ଚ ଓ ଅସୁବିଧାରେ ବ୍ୟସ୍ତ ହୋଇବ, କୋର୍ଟ କଚହରି ମାମଲା ରେ ପକ୍ଷ ଆପଙ୍କ ଆଡେ ହେବ ବୋଲି ସଂକେତ ହେଉଛି । ବିଦେଶୀ ସାଙ୍ଗମାନଙ୍କ ବା ସମ୍ବନ୍ଧୀମାନଙ୍କ ଠାରୁ ସାହାଜ୍ଯ ପ୍ରାପ୍ତ ହେବ, କିନ୍ତୁ ଉଚ୍ଚଅଧିକାରୀମାନଙ୍କ ସହ ମଧୁର ସମ୍ବନ୍ଧ ରଖନ୍ତୁ ।

କୁମ୍ଭ ରାଶି :

ଏହି ଗ୍ରହଙ୍କ ଏକା ସହ ଆସିବା ରାଶି ପାଇଁ ଟିକେ ଉପର ତଳ ହୋଇ ପାରେ ଏବଂ କାର୍ଯ୍ୟ ପାଇଁ ବିଳମ୍ବ ହୋଇ ପାରେ କିନ୍ତୁ ସୂର୍ଯ୍ୟ ରାଶି ପରିବର୍ତନ ସହ ଦୁସପ୍ରଭାବ କମ ହୋଇଯିବ । ଏହା ପରେ ଭାଗ୍ୟ ଉନ୍ନତି ଅବସର ଆସିବ ଏବଂ ଯାତ୍ରା ସଂଯୋଗ ହୋଇ ପାରେ ସେହା ବି ବିଦେଶ ଯାତ୍ରା କରି ପାରନ୍ତି ।

ମୀନ ରାଶି :

ଆପଣଙ୍କ ପାଇଁ ଏହି ସମୟ ସାବଧାନ ହୋଇ ରହିବା ପାଇଁ ଉଚିତ, ଗାଡି ସତର୍କ ହୋଇ ଚଲାନ୍ତୁ । କୋର୍ଟ କଚହରି କାମରୁ ବାହାରିଯିବା ଉଚିତ ହେବ, ଭଲ ରହିବ ଯଦି ଆପଣ ସିଧା କାର୍ଯ୍ୟ କ୍ଷତ୍ରରୁ ଘରୁକୁ ଆସନ୍ତି, ଝଗଡାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *