ରାତି ୯ ରୁ ରାତି ୧୨ଟା ଭିତରେ ଜନ୍ମ ହୋଇଥିବା ବ୍ୟକ୍ତିର ହେବ ଏହି ଭବିଷ୍ୟ

ବ୍ୟକ୍ତି କେଉଁ ପକ୍ଷର କେଉଁ ତିଥିର କେଉଁ ପ୍ରହାରର କେଉଁ ମୁହୂର୍ତ ଏବଂ ନକ୍ଷତ୍ରରେ ଜନ୍ମ ନେଇଛି ଏଥିରୁ ତାର ଭବିଷ୍ୟତ ନିର୍ଧାରିତ ହୋଇଥାଏ । କେବଳ ପ୍ରହର ନୁହେଁ ସବୁକୁ ଦେଖି ହିଁ କିଛି କୁହାଯାଇ ପାରିବ । ଜାତକରେ କେଉଁ ପ୍ରହାରରେ ଜନ୍ମ ନେଇଛି ଏହି ସମ୍ବନ୍ଧରେ ସାମାନ୍ଯ ସୂଚନା ଆଜି ଆମେ ଏହି ପୋଷ୍ଟରେ ଦେବାକୁ ଯାଉଛୁ ।

ରାତିର ଦ୍ଵିତୀୟ ପ୍ରହର

ରାତିର ଦିତୀୟ ପ୍ରହର କୁ ନିଶୀଥ କୁହାଯାଏ । ଏହି ପ୍ରହର ରାତିର ୯ ରୁ ରାତି ୧୨ବାଜିବା ମଧ୍ୟର ହୋଇଥାଏ । ଏହି ପ୍ରହରରେ ତାମସିକ ଏବଂ ରାଜସିକ ଅର୍ଥାତ ଦୁଇଟି ଗୁଣର ପ୍ରଧାନତା ଥାଏ କିନ୍ତୁ ଏହା ସଂପୂର୍ଣ୍ଣ ଭାବରେ ନକରାତ୍ମକ ହୋଇ ନଥାଏ । ଏହି ପ୍ରହରେ ଜନ୍ମ ନେବା ବାଲା ପିଲାଙ୍କ ଭିତରେ କଳାତ୍ମକ କ୍ଷମତା ବହୁତ ଥାଏ । ଦେଖା ଯାଇଛି କି ତାଙ୍କ ଶିକ୍ଷାରେ ବାଧାର ଯୋଗ ରହିଛି । ଯଦି ଶିକ୍ଷା ସପୂର୍ଣ୍ଣ ହୁଏ ନାହିଁ ବା ଶିକ୍ଷିତ ହେବ ନାହିଁ ତାହେଲେ ଆଗକୁ ତାର ଭବିଷ୍ୟତ ବି ଅନ୍ଧକାରରେ ଘୋଟି ଯିବ ଏହା ଜରୁରୀ ନୁହେଁ ।

ଏହି ପ୍ରହରରେ କଣ କରିବା

ଏହି ପ୍ରହରରେ ଭୁଲରେ ବି ଫୁଲ ବା ପତ୍ର ତୋଳିବେ ନାହିଁ । ଏମିତି କରିବା ଦ୍ଵାରା ପାପ ଲାଗିଥାଏ । ଏହି ପ୍ରହରରେ କୌଣସି ବି ଜିନିଷ କିଣିବା କଥା ନୁହେଁ । ଏହି ପ୍ରହରରେ ତିଆରି ହୋଇଥିବା ଖାଦ୍ୟର କିଛି ଭାଗ ପଶୁକୁ କୁଆଇବେ ତ ଆର୍ଥିକ ରୂପରେ ସବୁବେଳେ ଦୃଢ ରହିବେ ।

Leave a Reply

Your email address will not be published. Required fields are marked *