ରିସର୍ଚ୍ଚ ରେ ହେଲା ଆଶ୍ଚର୍ଯ୍ୟ କରିବା ବାଲା ଖୁଲାସା: ଯେଉଁ ବ୍ୟକ୍ତି ପାର୍ଟନରକୁ କୁଣ୍ଢେଇ ଶୁଅନ୍ତି ସେ…

ଦୁନିଆ ରେ ଦୀପ୍ରକାର ର ଲୋକେ ଅଛନ୍ତି, ପ୍ରଥମ ସିଏ ଯିଏ ଖଟ ଉପରେ ଗୋଡ଼ ଲମ୍ବାଇ କି, ଖୋଲି କରି ଏକା ଶୋଇବାକୁ ପସନ୍ଦ କରିଥାଆନ୍ତି । ସେହିଠି ଦ୍ଵିତୀୟ ପ୍ରକାର ଲୋକେ ଏକୁଟିଆ ଶୋଇବାକୁ ପସନ୍ଦ କରି ନଥାନ୍ତି । ତାଙ୍କୁ ରୁମରେ ତାଙ୍କ  ସାଥିରେ ଆଉ କେହି ବି ଦରକାର ହେଇ ଥାଅନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ସୋଇବାର ଅଭ୍ୟାସ କୁ ବହୁତ ଅଧିକ ପ୍ରଭାବ ପକାଇଥାଏ ।

ଆପଣ ରାତିରେ କଉ ଷ୍ଟାଇଲ ରେ ଶୋଇବା ପସନ୍ଦ କରନ୍ତି ଏହା ଆପଣକ ଲାଇଫ ପାର୍ଟନର ବିଷୟରେ ବହୁତ କିଛି କହିଯାଏ । ଯଦି ଆପଣଙ୍କୁ ଆମ କଥା ଉପରେ ବିଶ୍ବାସ ନାହିଁ ତେବେ ତଳେ ଥିବା ଖବର ଥରେ ପଢି ନିଅନ୍ତୁ ।

ଏହି କିଛି ଦିନ ତଳେ ଆମେରିକାରେ ଗୋଟେ ସ୍ଥାନ ରେ ୧୦୦୦ ପ୍ରେମୀ ଯୁଗଳ ଉପରେ ବନ୍ଦ କରାଯାଇଛି । ଏଥିରେ ୫୦୦ ପ୍ରେମୀ ଯୁଗଳ ଏମିତି ଥିଲା ଯେକି ରାତିରେ ଏକୁଟିଆ ରେ ଦୁର ଦୂରରେ ସୋଇ ରହୁଥିଲେ ଆଉ ସେଠି ଅନ୍ୟ ୫୦୦ ଏମିତି ଲୋକଥିଲେ ଯିଏ ରାତିରେ ଜଣେ ଜଣକୁ ଜାବୁଡି ସୋଇରହୁଥିଲେ । ରେସର୍ଚ୍ ରେ ପାଇବାଗଲା କି ଜଣେ ଜଣକୁ କୁଂଢ଼େଇ କରି ଶୋଇବା ବାଲା ପ୍ରେମୀ ଯୁଗଳ ଶାରୀରିକ ଆଉ ମାନସିକ ରୂପରେ ସିଏ ବହୁତ୍ ଭଲ ଅଟେ ।

ଆଉ ସେଠୀ  ଜଉ ପ୍ରେମୀ ଯୁଗଳ ଏକୁଟିଆ କିମ୍ଵା ଦୁର ଦୂରରେ ସୋଇଥିଲେ ତାଙ୍କ ଜୀବନରେ କିଛି ନା କିଛି ଶାରୀରିକ କିମ୍ଵା ମାନସିକ ପରିଶ ସ୍ଥିତିରେ ବନି ରହୁଥିଲେ । ଏହି ରେଶ୍ୱର୍ଚ୍ ର ଆଧାର ରେ ନିର୍ଦଶରେ ବାହାରିଥିବା ନିଜର ପାର୍ଟନର ଙ୍କ ସାଙ୍ଗରେ ଜାବୁଡ଼ିକି ଶୋଇବା ଦ୍ବାରା କେତେ ସ୍ବାର୍ଥ ବର୍ଦ୍ଧକ ଲାଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ଲାଭ ବିଷୟରେ ସ୍ୱରୂପ କରାଇବୁ ।

ପାର୍ଟନର ଙ୍କୁ କୁଂଢ଼େଇ ଧରି ଶୋଇବାର ଲାଭ

ଯେଉଁ ଲୋକେ ନିଜ ପାର୍ଟନର ଙ୍କୁ ସାଙ୍ଗରେ ଜାବୁଡ଼ିଧରି ଶୁଅନ୍ତି ତାଙ୍କୁ କେବେବି ଏକୁଟିଆ ପଣ ଜଣାଯାଏ ନାହିଁ । ଏମିତି ଲୋକଙ୍କ ରାତିରେ ଭଲସେ ନିଦ ଆସିଥାଏ ଆଉ ହଁ ଏଥି ପାଇଁ ତାପରଦିନ ଏନର୍ଜି ରେ ଭରପୁର ଆସିଥାଏ ।

ଯେଉଁ ବ୍ୟକ୍ତି ରାତିରେ ଏକୁଟିଆ ଶୁଅନ୍ତି ତାଙ୍କର ମୁଣ୍ଡ ରେ କେତେ ଗୁଡାଏ ଚିନ୍ତା ଚାଲିଥାଏ । କିନ୍ତୁ ପାର୍ଟନର ଙ୍କୁ ସାଙ୍ଗରେ କାନ୍ଧ ଲଗାଇ ଶୋଇବା ଦ୍ୱାରା ସେହି ବ୍ୟକ୍ତି ସେହି ଚିନ୍ତା ଗୁଡାକ ଭୁଲି ଯାଇଥାନ୍ତି ଆଉ ସେହିଥିରୁ ହଉଥିବା ମାନସିକ ଚିନ୍ତା କମ୍ ହେଇ ଯାଇଥାଏ ।

ଯଦି ଆପଣଙ୍କୁ ଭି ଏକୁଟିଆ ଶୋଇବା ଅଭ୍ୟାସ ଅଛି କିମ୍ଵା ଆପଣ ଆପଣଙ୍କ ପାର୍ଟନର ରୁ ଦୂରକୁ ଯାଇକି ସୋଇଛନ୍ତି, ତେବେ ଆଜି ହିଁ ଆପଣଙ୍କ ଏହି ଅଭ୍ୟାସ ବଦଳି ଦିଅନ୍ତୁ । ଗୋଟେ କଥା ସବୁବେଳେ ମନେ ରଖିଥିବେ ଏକୁଟିଆ ଶୋଇଲେ ଫାଇଦା କିଛି ନାହିଁ ଯେ କିନ୍ତୁ ଅସୁବିଧା ବହୁତ୍ ସାରା ଅଛି । ସେହି ପାର୍ଟନର ଙ୍କୁ କୁଂଢ଼େଇ କରି ଶୋଇଲେ ବି ଅସୁବିଧା ବି କିଛି ନାହିଁ କିନ୍ତୁ ସୁବିଧା ଅନେକ ଗୁଡାଏ ଅଛି !

Leave a Reply

Your email address will not be published. Required fields are marked *