SSR କେସ୍ – ରିୟା ଚକ୍ରବର୍ତୀ ହେଲେ ଗିରଫ, ପଢନ୍ତୁ ସଂପୂର୍ଣ୍ଣ ଖବର

ସୁଶାନ୍ତ ସିଂହ ହତ୍ୟା ମାମଲାରେ ତାଙ୍କର ପ୍ରେମିକ ଥିଲେ ରିୟା ଚକ୍ରବର୍ତୀକୁ ଡ୍ରଗସ କେସରେ ନାରକୋଟିକସ କୋଣ୍ଟ୍ରୋଲ ବ୍ୟୁରୋ ଗିରଫତାର କରିଛି । ଟଙ୍କା ଅଧିକାରୀଙ୍କ ଦ୍ଵାରା ଗିରଫ ବାକି ଅଛି । କିଛି କାଗଜ କରବାଇ ପୁରା ହେଲା ପରେ ରିୟାକୁ ଗିରଫ କରାଯିବ । ଏନସିବୀର ଡିରେକ୍ଟର କେପିଏସ ମାଲୋହୋତ୍ରା ଏହି କଥାର ସୂଚନା ଦେଇଛନ୍ତି । ତିନିଦିନର ପଚରାଉଚରା ପରେ ଏବେ ରିୟାକୁ ଗିରଫ କରାଯାଇଛି ।

ଏହା ପରେ ରିୟାକୁ ମେଡିକାଲ ଟେଷ୍ଟ ପାଇଁ ନିଆଯିବ । ରିୟାର କୋଭିଡ-୧୯ ଟେଷ୍ଟ କରାଯିବ । ମଙ୍ଗଳବାର ଦିନ ରିୟାକୁ ଶୌଭିକ ଓ ମୀରାଣ୍ଡା ସାମ୍ନାରେ ବସେଇକି ପଚରା ଯାଇଥିଲା ।

Image Courtesy: Google

ଡ୍ରଗସ ମାମଲାରେ ରିୟା ଚକ୍ରବର୍ତୀର ଭାଇ ଶୌଭିକକୁ ଆଗରୁ ଗିରଫ କରାଯାଇଛି । ଏହାଛଡା ସୁଶାନ୍ତ ହେଲ୍ପର ଦିପେଶ ସାବନ୍ତ, ଅବଦୁଲ ବାସିତ, ଜୟଦ ବିଲାତ୍ରା, ସେମୁଏଲ ମିରାଣ୍ଡା ଓ ଆବାସ ଲଖାନିକୁ ଗିରଫ କରାଯାଇଛି । ସୁଶାନ୍ତ କେସର ପାଖାପାଖି ଅଢେଇମାସର ଯାଞ୍ଚ ପରେ ଶେଷରେ ରିୟାକୁ ଗିରଫ କରାଯାଇଛି । ରିୟାର ଗିରଫ ପରେ ସୁଶାନ୍ତର ଭଉଣୀ ଶ୍ଵେତ ସିଂହ କୀର୍ତି ଗୋଟେ ପୋଷ୍ଟ ଶେଯାର କରି ଭଗବଙ୍କୁ କୃତଜ୍ଞତା ଜଣେଇଛନ୍ତି ।

Image Courtesy: Google

ସେ ଟ୍ବିଟରେ ‘ ଭଗବାନ ଆମ ସହିତ ଅଛନ୍ତି’ ଲେଖି ଭଗବାନଙ୍କୁ ବହୁତ କୃତଜ୍ଞତା ଜଣେଛନ୍ତି । ଭାଇକୁ ନ୍ୟାୟ ଦେବା ପାଇଁ ଶ୍ଵେତା ଆରମ୍ଭରୁ ସୋସିଆଲ ମିଡିଆରେ ସକ୍ରିୟ ରହି ସୁଶାନ୍ତ ପାଇଁ ନ୍ୟାୟ ମାଗିଛନ୍ତି । କେବେ ସୋସିଆଲ ମିଡିଆ ଦ୍ଵାରା କେବେ ପ୍ରାର୍ଥନା କରି ସୁଶାନ୍ତକୁ ନ୍ୟାୟ ଦେବା ପାଇଁ ସବୁ ଦିନ ଲଢିଥିଲେ । ତାଙ୍କର ଏହି ଲଢେଇରେ ତାର ପରିବାର ସହିତ ପୁରା ଦୁନିଆରା ଲୋକ ସାମିଲ ହୋଇଛନ୍ତି ।

Image Courtesy: Google

ସୁଶାନ୍ତ କେସରେ ସବୁଠୁ ବଡ ଗିରଫତରୀ

ଜଣେଇବାକୁ ଚାହୁଞ୍ଚୁକୀ ସୁଶାନ୍ତ ରାଜପୁତ କେସରେ ଏହା ସବୁଠୁ ବଡ ଗିରଫତରୀ । କିନ୍ତୁ ଏହି ଗିରଫ ଡ୍ରଗ ପେଡଲିଙ୍ଗ ମାମଲାରେ ହୋଇଛି । ସୁଶାନ୍ତ ସିଂହ ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ସେମିତି ରହିଛି, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତୀର ଗିରଫର ଅପେକ୍ଷା ଫ୍ୟାନ ମାନେ ବହୁତ ଦିନରୁ କରୁଥିଲେ ।

Image Courtesy: Google

କୁହାଯାଉଥିଲାକି ରିୟାର ଗିରଫତାରି ପ୍ରଥମେ ସିବିଆଇ ହାତରେ ହେବ କିନ୍ତୁ ଏହି କେସରେ ଡ୍ରଗ ଆଙ୍ଗେଲ ଆସିଲାପରେ ଏହି କେସରେ ଏନସିବୀର ଏଣ୍ଟ୍ରି ହୋଇଥିଲା ପ୍ରଥମେ ଡ୍ରଗ କିଣିବାର ମାମଲାରେ ରିୟାର ଭାଇ ଶୌଭିକ ଗିରଫ ହୋଇଥିଲା ଓ ଆଜି ରିୟା ମଧ୍ୟ ଗିରଫ ହେଲେ। ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *