ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ପ୍ରଥମେ ରିଆ ଚକ୍ରବର୍ତୀ ନିଜକୁ ନିର୍ଦୋଷ କହୁଥିଲା ଓ ତା ଫୋନ କଲ ଓ ଅନ୍ୟ ଡିଟେଲରୁ ଏନସିବିକୁ ଏହା ଜଣା ପଡିଛି ଯେ ସେ ଡ୍ରଗ୍ସ ମଗାଉଥିଲା ଓ ସେହି ଡ୍ରଗ୍ସ ସୁଶାନ୍ତକୁ ମଧ୍ୟ ଦଉଥିଲା ଏହା ପରେ ସୁଶାନ୍ତକୁ ଏହି ଡ୍ରଗ୍ସ ଏତେ ଅଭ୍ଯାସ ପଡି ଯାଇଥିଲା ଯେ ତାଙ୍କୁ ଡ୍ରଗ୍ସ ବିନା ବହୁତ ଅସୁବିଧା ହଉଥିଲା କିନ୍ତୁ ରିଆ କେବେ ଏହା ମାନି ନଥିଲା ଯେ ସେ ନିଜେ ବି ଡ୍ରଗ୍ସ ବ୍ୟବହାର କରେ ।
ତେବେ ବର୍ତମାନର ବଡ ଖବର ଅନୁଯାଇ ରିଆ ଏହି ଡ଼ିଆରଜିଏସ ସେବନ କରୁଥିଲା ଓ ନିଜ ସହ ସୁଶାନ୍ତକୁ ମଧ୍ୟ କରାଉଥିଲା ।

ତେବେ ଜେଲରେ ଯେତେବେଳେ ରିଆକୁ ଡ୍ରଗ୍ସ ମିଳିଲା ନାହିଁ ସେତେବେଳେ ରିଆର ଅସଲ ଚେହେରା ସାମ୍ନାକୁ ଆସିଲା ରିଆ ଜେଲରେ ପାଗଳ ଭଳି ବ୍ୟବହାର ଆରମ୍ଭ କଲା ଓ ତା ବ୍ୟବହାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ କାହିଁକିନା ରିଆ ବାରମ୍ବାର କୋକିନ ଓ ଅନ୍ୟ ଅଜବ ଗଜବ ନା ନଉଥିଲା ଯାହା ଜେଲ ଅଧିକାରୀ ମାନେ ମଧ୍ୟ ଜାଣି ପାରିଲେ ନାହିଁ ଯେ ଏହା କଣ ବୋଲି କିନ୍ତୁ ପରେ ଏହା ଜଣା ପଡିଛି ଯେ ଏହା ଇଣ୍ଟରନେସନଲ ଡ୍ରଗ୍ସ ଅଟେ ଏହା ରିଆ ବ୍ୟବହାର କରୁଥିଲା ଓ ବର୍ତମାନ ବ୍ୟବହାର ନ କରିବାରୁ ତା ସ୍ୱାସ୍ଥ୍ୟ ଖରାପ ହବାକୁ ଲାଗିଛି ।

ରିଆ ଚୁଟି ଝଡିବା ଆରମ୍ଭ ହୋଇଛି ଏହା ଛଡା ରିଆ ଆଖି ମଧ୍ୟ କଳା ପଡିଛି । ଏହି ମହଙ୍ଗା ଡ୍ରଗ୍ସ ରିଆ ସୁଶାନ୍ତ କ୍ରେଡିଟ ଓ ଡେବିଟ କାର୍ଡରୁ ମଗାଉଥିଲା ଓ ନିଜେ ଓ ନିଜ ସାଙ୍ଗ ମାନଙ୍କୁ ଟ୍ରିଟ ଦଉଥିଲା କିନ୍ତୁ ବର୍ତମାନ ଡ୍ରଗ୍ସ ନ ପାଇ ରିଆ ଅବସ୍ତା ଯାହା ହଉଛି ତାହାକୁ ଲୋକେ କର୍ମ ର ଫଳ କହୁଛନ୍ତି । ଖବର ଅନୁଯାଇ ଇଣ୍ଟରୋଗେସନ ସମୟରେ ରିଆ ଚକ୍ରବର୍ତୀକୁ ୫୫ ପ୍ରଶ୍ନ ପଚରା ଗଲା ଯେଉଁଥିରେ ସବୁବେଳେ ସେ ଉତ୍ତର ଦେଇଛନ୍ତି ମୁଁ ଜାଣିନି ମତେ ଫସା ଯାଉଛି, ମୁଁ ଏହି ବାବଦରେ କିଛି କରିନି, ସୁଶାନ୍ତ ପାଇଁ ମୁଁ ଡ୍ରଗ୍ସ ମଗଉଥିଲି ।

ଏହା ପରେ ଅଫିସର ମାନେ ତାଙ୍କୁ କହିଲେ ଆପଣ ନିଜକୁ କେମିତିକା ଅଭିନେତ୍ରୀ ମନେ କରନ୍ତି ଯାହା ପରେ ରିଆ ଖୁସି ହୋଇ କହିଲେ ମୁଁ ବହୁତ ଭଲ ଅଭିନେତ୍ରୀ ଅଟେ, ମତେ ଅଭିନୟ କରିବା ବହୁତ ପସନ୍ଦ ଯାହା ପରେ ଶେଠୀଥିବା ଇନ୍ସପେକ୍ଟର ମହିଳା ଜଣେ କହିଲେ ସେଇଟା ଆମେ ଜାଣିଛୁ ସେଥିପାଇଁ କହୁଛୁ ନିଜ ଅଭିନୟ ବନ୍ଦ କର ଓ ସତ କଃ ନଚେତ ସତ ବାହାର କରିବା ଆମକୁ ଆସେ ଯାହା ପରେ ବହୁତ ପଚାରିବା ପରେ ରିଆ ନିଜେ ମାଣିଛି ଯେ ସେ ଡ୍ରଗ୍ସ ସେବନ କରୁଥିଲା ଓ ସୁଶାନ୍ତ ଅଜାଣତରେ ମଧ୍ୟ ତା ଖାଦ୍ୟରେ ମିଶାଇ ଦଉଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।