କରୋନା ରୋଗୀଙ୍କ ମୃତ ଦେହରୁ ଚୋରୀ ହେଉଛି ଏହି ସବୁ ଅଙ୍ଗ, ଦେଖନ୍ତୁ ଭାଇରାଲ Video

କରୋନା ରୋଗୀମାନଙ୍କ ଅଙ୍ଗ ଚୋରୀ ବିବାଦ ବହୁତ ଦିନ ପୂର୍ବରୁ ହିଁ ଶୁଣିବାକୁ ମିଳୁଛି । ଏମିତିରେ ଏହି ମାମଲାର କେତେକ ଭିଡିଓ ବି ସାମ୍ନାକୁ ଆସି ସାରିଛି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଭିଡିଓ ବିଷୟରେ କହିବୁ ଯାହାକି ବହୁତ ହିଁ ଭାଇରାଲ ହୋଇଛି । ଯେଉଁଥିରେ କରୋନା ରୋଗୀର ଅଙ୍ଗ ଚୋରୀ ବିଷୟରେ କୁହାଯାଉଛି ।

ଏହି ଫଟୋରେ ମେଡିକାଲର ବେଡରେ ନଜର ଆସୁଥିବା ବ୍ୟକ୍ତିର ଶରୀରରେ କିଡନୀ ନାହିଁ । ଏହି ବ୍ୟକ୍ତି ଜଣକ କରୋନାରେ ପଜିଟିବ ସହ ଶ୍ଵାସ ଜନିତ ରୋଗରେ ବି ପୀଡିତ ଥିଲେ । କରୋନା ହେଲେ ଲୋକମାନଙ୍କୁ ମେଡ଼ିସିନ ଦିଆଯାଏ କିନ୍ତୁ ଏଠି ଦେଖନ୍ତୁ ଏହି ବ୍ୟକ୍ତିର ଶରୀରରେ କିଡନୀ ନାହିଁ । ଏହାକୁ ଦେଖିବା ପରେ ବ୍ୟକ୍ତିର ସମ୍ପର୍କୀୟମାନେ ପ୍ରଶ୍ନ କରିଲେ କି କିଡନୀ ଥିବା ସ୍ଥାନରେ ଷ୍ଟିଚ କାହିଁକି ପଡିଛି ? ଯାହାର ଜବାବ ଦେବା ପରିବେର୍ତ୍ତେ ନର୍ସମାନେ ଏହି ବ୍ୟକ୍ତିକୁ ଗାଳି କରୁଛନ୍ତି ।

ଏହି ଫଟୋରେ ଜଣେ ବ୍ୟକ୍ତିଙ୍କ ଶ୍ଵାସ ଜନିତ ରୋଗ ଥିଲା ଓ ତାଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା । କିନ୍ତୁ ହସ୍ପିଟାଲରେ ଏହି ବ୍ୟକ୍ତିଙ୍କୁ କରୋନା ପଜିଟିବ କହି କୋଭିଡ ହସ୍ପିଟାଲକୁ ନେଇ ଯାଇଥିଲେ । ଯେଉଁଠି ଦୁଇ ରୁ ତିନି ପରେ ତାଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ଯେତେବେଳେ ତାଙ୍କର ସମ୍ପର୍କୀୟମାନେ ସେହି ବ୍ୟକ୍ତିକୁ ଦେଖିବା ପାଇଁ ପହଞ୍ଚିଲେ ତେବେ ସେମାନେ ଦେଖିଲେ କି ରୋଗୀର ମୁହଁରୁ ଓ ରୋଗୀ ଶୋଇଥିବା ବେଡରେ ବହୁତ ରକ୍ତ ଲାଗିଛି ।

ଏମିତିରେ ସମ୍ପର୍କୀୟମାନେ ପ୍ରଶ୍ନ କରିଲେ କି ଯଦି ଶ୍ଵାସକ୍ରିୟାରେ କଷ୍ଟ ହୁଏ ତେବେ ଏତେ ରକ୍ତ ଆସିଲା କେଉଁଠୁ ? ଯାହାର ଉତ୍ତର କୌଣସି ବି ଡାକ୍ତର ପାଖରେ ନାହିଁ । ଏହା ଲୋକବନ୍ଧୁ ହସ୍ପିଟାଲର ଭିଡିଓ ଅଟେ । ଏହି ମାମଲା ହେଉଛି ଭରତପୁରର ବିଜୟ ହସ୍ପିଟାଲର । ଏହି ହସ୍ପିଟାଲରେ ଜଣେ ରୋଗୀଙ୍କର କିଡନୀ ଚୋରୀ ହେବାର ଅଭିଯୋଗ ଆସୁଛି । କୋଭିଡ ନାଁରେ ଏହି ବ୍ୟକ୍ତିଙ୍କ ଶରୀରରୁ କିଡନୀ ଚୋରୀ ହୋଇଛି ବୋଲି ତାଙ୍କର ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଏହା ଗୋଟିଏ କିମ୍ବା ଦୁଇଟି ଭିଡିଓ ନୁହେଁ ଏହିଭଳି ବହୁତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କୋବିଡର ପୀଡିତ ବ୍ୟକ୍ତିର ଶରୀରରୁ ଅଙ୍ଗ ଚୋରୀ ହେବାର ଘଟଣା ପରେ ତାଙ୍କର ସମ୍ପର୍କୀୟମାନେ ହସ୍ପିଟାଲ ସାମ୍ନାରେ ହଙ୍ଗାମା କରୁଛନ୍ତି ।

କହିବାକୁ ଗଲେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କି ସତର କଣ ହସ୍ପିଟାଲରେ ଏହିଭଳି ହେଉଛି । ଏହା ସହିତ ଲୋକମାନଙ୍କର ମନରେ ପ୍ରଶ୍ନ ଆସୁଛି କି କୋବିଡରେ ମୃତ୍ୟୁ ହେଉଥିବା ରୋଗୀମାନଙ୍କ ଶବକୁ କାହିଁକି ଘୋଡାଇ ଦିଆଯାଉଛି ଓ କାହିଁକି ପରିବାର ଲୋକମାନଙ୍କୁ ତାଙ୍କର ପେସେଣ୍ଟର ଶବ ଦିଆଯାଉ ନାହିଁ ।

Leave a Reply

Your email address will not be published. Required fields are marked *