ରୋହିତଙ୍କ ବେଡରୁମ ରେ ଧରାପଡ଼ିଲେ ଚହଲ, ରୋହିତ ଙ୍କ ପତ୍ନୀ ବି ଆଶ୍ଚର୍ଯ୍ୟ ହେଇ ପ୍ରତିକ୍ରିୟା ଏମିତି କଲେ।

ଗତ କିଛି ଦିନ ରୁ ରୋହିତ ଶର୍ମା ଓ ୟୁଜବେଂଦ୍ନ ଚହଲ ମଧ୍ଯରେ କିଛି ଗୋଟେ ଖେଳ ଚାଲିଛି। ରୋହିତ ଯୁଆଡେ ଯାଉଥିଲେ, ଚହଲ ତାଙ୍କ ସହ ଯାଉଥିଲେ। ଏହା କୁ ନେଇ ଇନଷ୍ଟାଗ୍ରାମ ରେ ଚହଲ ଓ ରୋହିତ ଙ୍କ ପତ୍ନୀ ଙ୍କ ମଧ୍ଯରେ ହସ ମଜାକ ମଧ୍ଯ ହେଉଥିଲା।

ତାଙ୍କ ମଧ୍ଯରୁ ଏ ସବୁ ସେବେଠୁ ଆରମ୍ଭ ହୋଇଥିଲା ଯେବେ ବିଜୟ ହଜାରେ ଟ୍ରଫି ର ଏକ ମ୍ଯାଚ ରେ ଜଣେ ପ୍ରଶଂସକ ରୋହିତ ଙ୍କୁ କିସ କରିବା ପାଇଁ ଚାହିଁଥିଲେ। ଚହଲ ଇନଷ୍ଟା ରେ ରିତିକା ଙ୍କୁ ତାଗ କରି ପଚାରିଥିଲେ ଯେ “ଭାବୀ ଜି ଏ ସବ କିୟା ଚାଲ ରାହା ହେ”?

ତାପରେ ରୋହିତ ଏକ ଭିଡିଠ ଇନଷ୍ଟା ରେ ପୋଷ୍ଟ କରିଥିଲେ ଯଉଥିରେ ଚହଲ ମଧ୍ଯ ତାଙ୍କ ସହ ଥିଲେ। ସେଥିରେ ଚହଲ ରିତିକା ଙ୍କୁ ଟ୍ଯାଗ କରିକି ଲେଖିଥିଲେ “ଭାବୀ ଜି ଦିଖିଏ ମେ ହର ଜାଗା ହୁଁ”। ତାପରେ ମଧ୍ଯ କିଛି ଭିଡିଠ ଇନଷ୍ଟା ରେ ପୋଷ୍ଟ କରିଥିଲେ ସେଥିରେ ମଧ୍ଯ ତାଙ୍କ ସହ ଥିଲେ।

ତାଙ୍କ ପୋଷ୍ଟ ରେ ଶିଖର ଧବନ ଓ ତାଙ୍କ ପତ୍ନୀ ଆୟଶା ଧବନ ଙ୍କ ନୂଆ ପ୍ରୋଡକ୍ଟ ଆରମ୍ଭ ପାଇଁ ଶୁଭକାମନା ଜଣେଇଥିଲେ। ରୋହିତ ଙ୍କ ପରବର୍ତ୍ତୀ ଭିଡିଠ ରେ ଚହଲ ତାଙ୍କ ବେଡରୁମ ରେ ଦେଖାଦେଇଥିଲେ। ଚହଲ ଙ୍କୁ ରୋହିତ ଙ୍କ ସହ ଦେଖି ଧବନ ଙ୍କ ପତ୍ନୀ ଆୟଶା ରିତିକା ର ଗୋଡ ଟାଣିବାକୁ ପଛେଇ ନାହାଁନ୍ତି। ଆୟଶା ରୋହିତ ଙ୍କ ପୋଷ୍ଟ ରେ କମେଣ୍ଚ କରି କହିଛନ୍ତି ଯେ “ୟେ ସବ ସାନନ୍ଦାର ଥା ” ରିତିକା ରୋହିତ ସହ ଚହଲ କଣ କରୁଛି। ଚହଲ ଜବାବ ଦେବା କୁ ଯାଇ କହିଛନ୍ତି “ଭାବୀ ଜି ଆପ ଭି”।

Leave a Reply

Your email address will not be published. Required fields are marked *