ଘରେ କେବେବି ସଙ୍କଟ ଆସିବ ନାହିଁ ଭଗବାନ ଦେଇଥାନ୍ତି ଏହିସବୁ ସଙ୍କେତ ।

ଘରେ କେବେବି ସଙ୍କଟ ଆସିବ ନାହିଁ ଭଗବାନ ଦେଇଥାନ୍ତି ଏହିସବୁ ସଙ୍କେତ ।

ଯଦି ସକାଳୁ ଆପଣ କାହା ସହ ଝଗଡା କରି ବାହାର କୁ ବାହାରୁଛନ୍ତି ତେବେ ଜାଣିଯିବେ ଯେ, ସମ୍ପର୍କରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇଗଲା। ଯଦି ପୂଜା କରିବା ସମୟରେ ଆପଣଙ୍କ ହାତରୁ ପୂଜା ଥାଳି ଖସି ଥାଏ, ତେବେ ଜାଣିବେ ଭଗବାନ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି, ପୂଜା ପାଠ କରି ଭଗବାନ ଙ୍କୁ ଶାନ୍ତି କରାଇନେବେ। ବିବାହିତ ସ୍ତ୍ରୀଲୋକ ସିନ୍ଦୂର ଲଗାଇବା ସମୟରେ ଯଦି ସିନ୍ଦୂର ହାତରୁ ଖସି ପଡେ ତେବେ ଜାଣିବେ ସ୍ୱାମୀ ଙ୍କ ବ୍ୟବସାୟ ରେ କ୍ଷତି ହେବାକୁ ଯାଉଛି। କ୍ଷୀର ଗରମ କଲାବେଳେ ଯଦି କ୍ଷୀର ଛିଣ୍ଡି ଯାଏ, ତେବେ ଜାଣିବେ ଘରେ ଝଗଡା ହେବ ଏବଂ ପରିବାର ରେ କାହା ଦେହ ଖରାପ ହେବ।

ଯଦି ବାରମ୍ବାର ଆପଣ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ସତର୍କ ହୁଅନ୍ତୁ, ଆପଣଙ୍କ ଦୀନ ଟି ଚିନ୍ତା ମୟ ହେବ ଓ ଆର୍ଥିକ ସ୍ଥିତି ଖରାପ ହେବ। ଯଦି ବିରାଡି ଟି ଅଜବ ଶବ୍ଦ କରେ ତେବେ ଜାଣିବେ ଆପଣଙ୍କ ପାଖରେ କିଛି ନକରାତ୍ମକ ଶକ୍ତି ଅଛି ଯାହା କି, ଆପଣଙ୍କ ଜୀବନ ରେ ସମସ୍ୟା ସୃଷ୍ଟି ହେବ। ତାହା ଛଡ଼ା ଶାସ୍ତ୍ରରେ ବର୍ଣ୍ଣିତ ଅଛି ଖାଇବା ସମୟରେ ପ୍ରଥମ ଗୁଣ୍ଡା ଯଦି ଭଲ ନ ଲାଗେ ତେବେ ଜାଣିବେ ବନ୍ଧୁ ମାନଙ୍କ ନିକଟ ରୁ କିଛି ଖରାପ ସମ୍ବାଦ ଆସିବାର ଅଛି।

ବାସ୍ତୁ ଅନୁସାରେ ଯଦି ଆପଣଙ୍କ ସହିତ ଏହି ସବୁ ହେଉଥାଏ ତେବେ ସତର୍କ ହୋଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *