ରୋଷେଇ ଘରେ ଭୁଲରେ ବି ଏହି ସବୁ ଜିନିଷ ରଖନ୍ତୁ ନାହିଁ, ସ୍ଵାମୀ ହେବେ ବରବାତ, ଲକ୍ଷ୍ମୀ ଗୃହରୁ ଚାଲିଯିବେ

ବନ୍ଧୁଗଣ ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ ଯାହାକୁ ଶେଷ ହେବାକୁ ଦେବା ଉଚିତ ନୁହେଁ । ମାନାଯାଏ କି ଏହି ବସ୍ତୁ ଗୁଡିକର ଶେଷ ହେବା ଦ୍ଵାରା ନେଗେଟିଭ ବଢିଥାଏ ଓ ଘରର ଉନ୍ନତି ହୋଇପାରି ନ ଥାଏ । ଘରକୁ ଗାବିରି ପ୍ରବେଶ କରିଥାଏ । ଆସନ୍ତୁ ଜାଣିବା ରୋଷେଇ ଘରେ କେଉଁ ଜିନିଷ ଶେଷ ହେବା ଉଚିତ ନୁହେଁ ।

୧- ଅଟା : କିଛି ଲୋକଙ୍କ ଘରେ ଦେଖାଯାଏ କି ଯେବେ ଅଟା ସରିଯାଏ ତେବେ ନୂଆ ଅଟା ଭରିଥାନ୍ତି । ଯଦି ଆପଣ ବି ଏମିତି କରୁଛନ୍ତି ତୁରନ୍ତ ବନ୍ଦ କରନ୍ତୁ । ଅଟା ର ଡବାକୁ ସଂପୂର୍ଣ୍ଣ ସରିଯିବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ସମାଜରେ ସମ୍ମାନରେ କମି ଆସିବା ସହ ଧନ ସମସ୍ଯା ଦେଖାଯାଇଥାଏ ।

୨- ହଳଦୀ : ରୋଷେଇର ମସାଲାରେ ସାମିଲ ହେଉଥିବା ହଳଦୀ ଏମିତି ଏକ ଜିନିଷ ଅଟେ ଯାହାର ପ୍ରୟୋଗ ସବୁଥିରେ ହୋଇଥାଏ । ରୋଷେଇ ଘରେ ହଳଦୀ ସରିଗଲେ ଏହା ଗୁରୁ ଦୋଷ ସହ ସମାନ ହୋଇଥାଏ । ଗୁରୁଙ୍କ ଦୋଷ ହେବା ଦ୍ଵାର ଧନର ଅଭାବ ଦେଖାଯିବା ସହ କ୍ଯାରିୟରରେ ଉନ୍ନତି ହୋଇପାରେ ନାହିଁ । ତେଣୁ ହଳଦୀ ସରିବା ପୂର୍ବରୁ ସେଥିରେ ନୂଆ ହଳଦୀ ରଖନ୍ତୁ ।

୩- ଚାଉଳ : ରୋଷେଇ ଘରେ ଚାଉଳ ଯେତିକି ଦରକାର ସେତିକି ରଖିଥାନ୍ତି । ଆଉ ଚାଉଳ ସରିବା ପରେ ପୁଣି ନୂଆ ଚାଉଳ ରଖିଥାନ୍ତି । କିନ୍ତୁ ଏମିତି ଭୁଲ କରିବା ଅନୁଚିତ । ଚାଉଳର ସମ୍ପର୍କ ଶୁକ୍ରଙ୍କ ସହ ରହିଥାଏ । ଶୁକ୍ର ଦୋଷ ଲାଗିଲେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହୋଇଥାଏ । ତେଣୁ ଚାଉଳ ଶେଷ ହେବ ପୂର୍ବରୁ ନୂଆ ଚାଉଳ ରଖିବା ଉଚିତ ।

୪- ଲୁଣ : ଲୁଣ ବିନା ଖାଇବା ତିଆରି ହୋଇପାରେ ନାହିଁ । ଡବାରେ ଥିବା ଲୁଣ ପୁରା ସରିଗଲା ପରେ ନୂଆ ଲୁଣ ଭରିବା ଉଚିତ ନୁହେଁ । କାରଣ ଲୁଣର ସମ୍ପର୍କ ରାହୁ ସହ ଥାଏ । ଲୁଣ ସରିଗଲେ ରାହୁର କୁ-ଦ୍ରୁଷ୍ଟି ପଡିଥାଏ । ତେଣୁ ଲୁଣ ସରିବା ପୂର୍ବରୁ ଆଉ ଲୁଣ ରଖନ୍ତି ।

୫- ସୋରିଷ ତେଲ : ଖାଇବା ତିଆରି କରିବାରେ ସୋରିଷ ତେଲର ମହତ୍ଵ ଅଧିକ ଥାଏ । ଘରେ ସଂପୂର୍ଣ୍ଣ ସରିବା ପରେ ତେଲ ଆଣନ୍ତୁ ନାହିଁ । ତେଲ ସରିବା ପୂର୍ବରୁ ନୂଆ ତେଲ ଆଣି ବୋତଲରେ ରଖିବା ଉଚିତ ।

ଏବେ ଆସନ୍ତୁ ଜାଣିବା ରୋଷେଇ ଘରେ କଣ ରଖିବା ଉଚିତ ନୁହେଁ । ୧- ରୋଷେଇ ଘରେ କୌଣସି ଔଷଧ ରଖନ୍ତୁ ନାହିଁ । ଏହାଦ୍ବାରା ପାରିବାରିକ ଲୋକଙ୍କ ମଧ୍ୟରେ ରୋଗ ବଢିଥାଏ ।

୨- ଚକଡା ହୋଇଥିବା ଅଟାକୁ ଫ୍ରିଜରେ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ଉପରେ ଶନି ଓ ରାହୁଙ୍କ ନେଗେଟିଭ ପ୍ରଭାବ ପଡିଥାଏ ।

୩- ରୋଷେଇ ଘରେ ଭୁଲରେ ବି ମନ୍ଦିର କରନ୍ତୁ ନାହିଁ ବା ଦେବୀ ଦେବତାଙ୍କ ମୂର୍ତ୍ତି ରଖନ୍ତୁ ନାହିଁ ।

୪- ରୋଷେଇ ଘରେ ଭାଙ୍ଗି ଯାଇଥିବା ବାସନକୁ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ଆର୍ଥିକ ସମସ୍ଯା ଦେଖାଦିଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *