ରୁଟି ସହିତ ଭୁଲରେବି ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇଥାଏ ଏହି ବଡ ସମସ୍ୟା

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ଟିପ୍ସ ଆପଣଙ୍କୁ ଦେବାକୁ ଯାଉଛୁ । ଫ୍ରେଣ୍ଡ୍ସ କଣ ଆପଣ ଅଜଣିଛନ୍ତି ଯଦି ରୁଟି ସହ ଆପଣ ଏହି ଗୋଟେ ଜିନିଷ ଖାଆନ୍ତି ତେବେ ଏହା କ୍ୟାନ୍ସର ରୂପେ ପେଟରେ ବଢିଥାଏ ବୋଲି ? ଏହା ଖାଇବା ଦ୍ଵାରା ଆପଣଙ୍କ ପେଟ ମଧ୍ୟ ବଢିଥାଏ । ତେବେ ଏହା କଣ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଆସନ୍ତୁ ଜାଣିବା ।

Image Courtesy: Google

ରୁଟି ଓ ଭାତ ଏକା ସହ ଖାଇବା ଅନୁଚିତ ଅଟେ । କିଛି ଲୋକେ ଅଜାଣତରେ ଏହା କରନ୍ତି ତ କିଛି ଜାଣି ଶୁଣି ଏହା କରନ୍ତି । ରୁଟି ଓ ଭାତ ଏକା ସହ ଖାଇବା ଆପଣଙ୍କ ଶରୀର ପାଇଁ ଖ୍ଯାତି କାରକ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଓଜନ ବଢିବା ସହ ପେଟରେ କ୍ୟାନ୍ସର ମଧ୍ୟ ହେବାର ସମ୍ଭାବନା ଥାଏ । ଏହି ଦୁଇଟିକୁ ଏକା ସହ ଖାଇଲେ ଆମର ପ୍ରତ୍ୟକ ଦିନର କ୍ୟାଲୋରି ଇଣ୍ଟେକ ଅଧିକା ହୁଏ । ଯେଉଁଥିପାଇଁ ଆପଣଙ୍କୁ ଅସ୍ବସ୍ତିକର ଲାଗିଥାଏ । ଏବଂ ଠିକ ନିଦ ମଧ୍ୟ ହୋଇନଥାଏ ।

Image Courtesy: Google

ତେଣୁ ଆପଣ ଯଦି ଭାତ ଖାଉଛନ୍ତି ତେବେ ତା ସହ ରୁଟି ଖାଆନ୍ତୁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକର ଅଟେ । ରାତିରେ କେବଳ ରୁଟି ଖାଆନ୍ତୁ । ଆହାର ବିଶେଷଜ୍ଞଙ୍କ କହିବା ଅନୁସାରେ ଭଲ ନିଦ ହେବା ପାଇଁ ରୁଟି ଖାଇବା ଆବଶ୍ୟକ । ଏହା ସହଜରେ ହଜମ ହୋଇଥାଏ । ତେବେ ଆମେ ରାତିରେ ଖାଇ ସଙ୍ଗେ ସଙ୍ଗେ ଶୋଇବାକୁ ଯାଉ ସେଥିପାଇଁ ଯଦି ଆପଣ ରାତିରେ ଭାତ ଖାଆନ୍ତି ତେବେ ଏହା ଠିକ ଭାବେ ହଜମ ହୁଏ ନାହିଁ ଓ ୱାଟର ରେଟେଂସନର ସମସ୍ଯା ଦେଖାଦିଏ । ତେଣୁ ରାତିରେ ବିଲକୁଲ ବି ଭାତ ଖାଇବା ଅନୁଚିତ ।

Image Courtesy: Google

ପୁଷ୍ଟିକର ପରାମର୍ଶଦାତା ରାମନି ସୁଦ କହିଛନ୍ତି- “ରୋଟି ଏବଂ ଚାଉଳ ଉଭୟେ ଅନ୍ତନଳୀରେ ଖୋଲନ୍ତି ଏବଂ ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ ଅଧିକ ଥାଏ । କାରଣ ଉଭୟ ଶସ୍ୟ ପାଇଁ କାର୍ବୋହାଇଡ୍ରେଟ୍ ବିଷୟବସ୍ତୁ ଅତ୍ୟଧିକ ଅଧିକ, ସେଗୁଡ଼ିକୁ ଏକାଠି ରଖିବା ଆପଣଙ୍କ ଶରୀରରେ ଷ୍ଟାର୍କର ଅବଶୋଷଣକୁ ନେଇଥାଏ । ଯଦି ଆପଣ ତାହା କରନ୍ତି, ତେବେ ଏହା ଇଣ୍ଡାଇଜେସନ ଓ ବ୍ଲୋଟିଙ୍ଗ ଭଳି ସମସ୍ଯା ସୃଷ୍ଟି କରିଥାଏ ।”

Image Courtesy: Google

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *