ଆର୍ଥିକ ସମସ୍ୟା ଦୂର କରେ ଓସ୍ତ ପତ୍ରର ଏହି ସରଳ ଉପାୟ- Jyotisha Shastra

ଓସ୍ତ ପତ୍ରକୁ କେମିତି ଜଳ ଦାନ କରିବେଓ ରବିବାରରେ ଜଣ ଦେବେଣୀ । ଓସ୍ତ ଗଛର ପୂଜାରେ କିଛି ସାବଧାନୀ ଅବଲମ୍ବନ କରିବାକୁ ପଡିଥାଏ । ଆମ ଶାସ୍ତ୍ର ଅନୁସାରେ ଓସ୍ତ ଗଛକୁ କଳ୍ପ ବୃକ୍ଷ ବୋଲି କୁହାଯାଏ, ସବୁ ମନୋକମାନକୁ ପୂର୍ଣା କରିଥାଏ ବୋଲି କୁହାଯାଏ ।

ଓସ୍ତ ଗଛତଳେ ଠିଆ ହୋଇ ଯେଉଁ ଜିନିଷର କାମନା କରାଯାଏ ସବୁ ମନୋକାମନା ଆମର ପୂର୍ଣ ହୋଇଥାଏ । ଓସ୍ତ ଗଛ ବହୁତ କଲ୍ୟାଣ କାରି ହୋଇଥାଏ । ଜଳଦେବା ଦ୍ଵାରା ଆପଣଙ୍କୁ ନିରୋଗୀ କାୟା ମିଳିଥାଏ ଓ ଆୟୁ ବଢିବ ସହିତ ଧନ ସମ୍ବନ୍ଧୀୟ  ସମସ୍ୟା ଦୂର ହୋଇଥାଏ । କାମ କାର୍ଯ୍ୟ ଚାକିରି, ବ୍ୟବସାୟ, ଗୁଣି ସବୁ ଖରାପ ଜିନିଷରୁ ଆପଣଙ୍କୁ ମୁକ୍ତି ମିଳିଥାଏ ।

ଶେଥି ପାଇଁ ଓସ୍ତ ଗଛକୁ ଆଜିର କଳିଯୁଗରେ କଳ୍ପ ବୃକ୍ଷ ବୋଲି କୁହାଯାଏ । ଓସ୍ତ ଗଛକୁ ପବିତ୍ର ଦେବୋ ବୃକ୍ଷ ବୋଲି କୁହାଯାଏ, ଏଥିରେ ଦେବତାଙ୍କ ସହିତ ପିତୃ ପୁରୁଷଙ୍କର ବାସ ବୋଲି କୁହାଯାଏ । ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମୁ ବୃକ୍ଷରେ ଓସ୍ତ ଗଛ ଅଟେ, ଓସ୍ତ ଗଛ ମୂଳରେ ବ୍ରହ୍ମା,  ମଧ୍ୟରେ ବିଷ୍ଣୁ ଭଗବାନ, ଓ ଅଗ୍ରଭାଗରେ ସାକ୍ଷାତ ଶିବଙ୍କର ବାସ ହୋଇଥାଏ । ଏମିତି କୁହାଯାଏକି ଏହି ତିନି ଦେବତା ସେଥିରେ ବାସ କରିଥାନ୍ତି ଓ ସ୍କନ୍ଧ ପୂରଣ ଅନୁସାରେ ଓସ୍ତ ଗଛର ଚେରରେ ବିଷ୍ଣୁ ଭଗବାନ, ମୂଳରେ କେଶବ, ଡାଳରେ ନାରାୟଣ, ପତ୍ରରେ ଭଗବାନ ଶ୍ରୀ ହରି ଓ ଫଳରେ ସବୁ ଦେବତାଙ୍କ ବାସ ହୋଇଥାଏ ।

କିଛି ଧାର୍ମିକ କାର୍ଯ୍ୟକୁ ପୁରା କରିବା ପାଇଁ ଓସ୍ତ ଗଛରେ ଜଳ ଚଢାଇବାର ପରମ୍ପରା ରହିଛି । ଯଦି ଆପଣ ଓସ୍ତ ଗଛର ପୂଜା କରନ୍ତିତ କୁହାଯାଏ ସବୁ ଦେବତାଙ୍କର ପୂଜା ଏକ ସାଥିରେ ହୋଇଯାଏ ବୋଲି । ଯଜ୍ଞ ମାଧ୍ୟମରେ ଆମେ ଯେଉଁ ଦେବାଦେବୀ ମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଥାଉ ସେ କାମନା ମଧ୍ୟ ଆମର ପୁରା ହୋଇଥାଏ । ଓସ୍ତକୁ ଜଳ ଛିଞ୍ଚିବା ଦ୍ଵାରା ଓ ତାର ପତ୍ରକୁ ଲକରରେ ରଖିବା ଦ୍ଵାରା ଧନ ସମ୍ପତିର ବାସ ହୋଇଥାଏ । ସେଥିରେ ରାମ ରାମ ଲେଖି ହନୁମାନ ଯୀଙ୍କୁ ଚଢାଇବା ଦ୍ଵାରା ସବୁ ବିପଦ ଦୂର ହୋଇ ବହୁତ ଭଲ କାମ ହୋଇଥାଏ ।

ପିତୃବି ଖୁସି ହୋଇ ଆଶୀର୍ବାଦ ଦେଇଥାନ୍ତି । ଓସ୍ତ ଗଛ ଏମିତି ଗୋଟେ ଗଛ ହୋଇଥାଏ କେବେସେ କାର୍ବନ ଡାଇଅକ୍ସାଇଡ ଛାଡି ନଥାଏ । ରାତି ଦିନ ତା ଭିତରୁ କେବଳ ଅକ୍ସିଜେନ ହିଁ ବାହାରି ଥାଏ, ସେଥିଲାଗି ଏହା ମନୁଷ୍ୟର ଉପକାରୀ ବୃକ୍ଷ ହୋଇଥାଏ । ଯଦି ଆପଣ ଓସ୍ତ ଗଛକୁ ପୂଜା କରିବେ ଓ ଜଳ ଦେବେ ଓ ତାର ପରିକ୍ରମା କରିବେ ଯିବାର ସବୁ ମନୋକାମନା ପୁରା ହୋଇଥାଏ, ପୁଣି ଶତ୍ରୁ ମାନଙ୍କର ମଧ୍ୟ ନାସ ହୋଇଥାଏ । ସୁଖ ସମ୍ପତି, ଧନ ଧାନ୍ୟ, ସନ୍ତାନ ସୁଖ  ସୌଭାଗ୍ୟ ପ୍ରଦାନ କରିଥାଏ । ଯଦି ଆପଣ ଓସ୍ତ ଗଛ ପୂଜା କରୁଛନ୍ତି ଯାହାବି ଗ୍ରହ ଦୋଷ ରହୁଛି ବ ପିତୃ ଦୋଷ ଓ କାଳସର୍ପ ଦୋଷ  ଏହି ସବୁ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *