ରୁଟି ସହ ଜଡିତ ଏହି ସବୁ ଉପାୟ କରିଦେବ ଜୀବନର ସବୁ ଦୁଃଖ ଦୂର, ଜାଣନ୍ତୁ କେମିତି

ସଂସାରରେ ଏମିତି କେହି ନାହିଁ ଯାହାର କିଛି ଦୁଃଖ ନ ଥିବ । ସମସ୍ତେ କିଛି ନା କିଛି କାରଣ ପାଇଁ ଦୁଃଖୀ କିଏ ପରିବାରରେ ଚାଲିଥିବା ଆସନ୍ତି ପାଇଁ, କାହାକୁ ଚାକିରି ମିଲୁନି ତ କାହାର ଧନ ଅଭାବ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଏହି ସବୁ ଦୁଃଖରୁ ମୁକ୍ତି ପାଇଁ କିଛି ଉପାୟ କହିବୁ । ତେବ ପେଟ ଭରିବା ସହ ଆପଣଙ୍କ ଭାଗ୍ୟ କୁ ବି ଖୋଲିପାରେ ଏକ ସାମାନ୍ୟ ରୁଟି । ସାମାନ୍ୟ ଗୋଟେ ରୁଟି ଦାନ କରିଲେ ଆପଣଙ୍କ ଜୀବନ ର ବହୁ କଷ୍ଟ ହେଇଯିବ ଦୂର ।

ରୁଟି ରେ ରହିଛି ୮ ଟି ଚମତ୍କାରୀ ଉପାୟ ଯାହା ଆପଣଙ୍କ ଭାଗ୍ୟ ବଦଳେଇପାରେ ।

ଯେଉଁ ଲୋକ ମାନଙ୍କ କୁଣ୍ଡଳୀ ରେ କାଳସର୍ପ ର ଦୋଷ ରହୁଛି ସେମାନେ କାଉ କୁ ରୁଟିଦେଲେ ଏହି ଦୋଷ ଜଲ୍ଦି ହଁ ସରିଯାଇଥାଏ ।

ନିଜ ଆର୍ଥିକ ସ୍ଥିତି କୁ ସୁଧାରିବା ପାଇଁ ଓ ଧନ ପ୍ରାପ୍ତି ପାଇଁ ଆପଣ ସବୁବେଳେ ଗରିବ ଲୋକଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ।

ସାମାନ୍ୟ ଗୋଟେ ରୁଟି ଆପଣଙ୍କ ଜୀବନରେ ଘଟୁଥିବା ଶନି ଦଶାକୁ କାଟିପରେ । ରାତିରେ ହେଉଥିବା ରୁଟି ର ଶେଷ ରୁଟି ରେ ସୋରିଷ ତେଲ ଲଗାଇ କୁକୁର କୁ ଦେଲେ ଶନିଦଶା କଟିଥାଏ । ଯଦି କୁକୁର ସେଇ ରୁଟି କୁ ଖାଇଦିଏ ତ ଆପଣଙ୍କ ଶନିଦଶା କଟିଯାଏ, ଏହା ଦ୍ଵାରା ରାହୁ ଓ କେତୁ ଙ୍କ ର ଦୋଷ ମଧ୍ୟ କଟିଥାଏ ।

ଯଦି ଆପଣଙ୍କ ଘରେ ଭିକାରି ଆସନ୍ତି ଅପଣ ତାଙ୍କୁ ରୁଟି ଖାଇବାକୁ ଦେଲେ, ତେବେ ଆପଣଙ୍କ ଘରେ କେବେବି ଧନ ର ଅଭାବ ହେବନାହିଁ ।

ସକାଳେ କିମ୍ବା ସନ୍ଧ୍ୟା ରେ ପିମ୍ପୁଡି କୁ ରୁଟି କୁ ଛୋଟୋ ଛୋଟୋ କରିକି ଚିନୀ ରେ ମିଶେଇକି ଦେଲେ ଆପଣଙ୍କ ଜୀବନର ସବୁ ବାଧା ଦୂର ହେଇଯିବ  ।

ଏହି ଉପାୟ ଦ୍ଵାରା ଘରେ ହଉଥିବା ବିଶୃଙ୍ଖଳା କୁ ରୋକା ଯାଇପାରିବ । ଖରା ବେଳ ସମୟ ରେ ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟି କୁକର ପାଇଁ ବନାନ୍ତୁ । ରୁଟି ହେବା ପରେ ପ୍ରଥମେ ଗାଈ କୁ ଓ କୁକୁର କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଘର ଶାନ୍ତି ରେ ଭରିଯିବ ।

ଯଦି ଆପଣ ଚାକିରି ନ ପାଇ ନିରାଶ ଅଛନ୍ତି ତାହାଲେ ଆପଣ ୨ ଟି ରଙ୍ଗ ବିଶିଷ୍ଠ କୁକୁର କୁ ଗୁରୁବାର ନଚେତ ରବିବାର ଦିନ ରୁଟି ଖାଇବାକୁ ଦିଅନ୍ତୁ, ଏହା ଫଳରେ ଅପଣଙ୍କୁ ଜଲ୍ଦି ହି ଚାକିରି ମିଳିଯିବ ।

ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ପୋଷ୍ଟ ଟିକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *