ଋତୁ ପରିବର୍ତ୍ତନ କାରଣରୁ ଲୋକଙ୍କ ମଧ୍ୟରେ ଥଣ୍ଡା ଜର ବ୍ୟାପୁଛି, ବଞ୍ଚିବା ପାଇଁ ଛାଡି ଦିଅନ୍ତୁ ଏହି ୫ଟି ଅଭ୍ୟାସ

ସକାଳ ପବନ ଓ ରାତି ପବନ ରେ ଥଣ୍ଡା ଲାଗୁଛି, ଲୋକ ଏବେ କମଳ ବାହାର କରୁଛନ୍ତି ଏହାର କେବଳ ଗୋଟେ କାରଣ ହୋଇପାରେ ଥଣ୍ଡା ଦିନ ଆସିଅଛି । ଏହି ଋତୁ ପରିବର୍ତନ ରେ ନିଜ କୁ ବଞ୍ଚାଇ କି ରଖନ୍ତୁ ଟିକେ ଅନ୍ୟମନସ୍କ ରହିଲେ ଆପଣଙ୍କ ଦେହ ଖରାପ ହୋଇ ପାରେ । ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜକୁ ଏହି ସଂକ୍ରମଣରୁ ବଞ୍ଚାଇ ପାରିବେ ।

ଥଣ୍ଡା – ଜର ଭାଇରସ :

ମେଡିକଲ ଅଧ୍ୟୟନ ଅନୁଯାଇ ଥଣ୍ଡା ଜର ୨୦୦ପ୍ରକାର ଭାଇରାସ ଦ୍ଵାରା ହୋଇଥାଏ, ପ୍ରାୟତଃ ୫୦% ଥଣ୍ଡା ଜର ରାଇନୋୱାୟରସ କାରଣ ରୁ ହୋଇଥାଏ । ଅନ୍ୟ ଭାୟରସ ବି ଏହି ଥିରେ ସମିଳିତ ହୋଇଥାନ୍ତି ଆମେ ଆପଣଙ୍କୁ କିଛି ଭାଇରସ ଗୁଡିକ ନା କହୁଛୁ ।

–      ହ୍ୟୁମାନ ପୈରେନଫ୍ଲୂଏଂଜା ୱାୟରସ

–      ହ୍ୟୁମାନ ମେଟାଫମୀୱାୟରସ

–      କୋରୋନୈୱିରସ ଏଡୀନୋୱାୟରସ

–      ହ୍ୟୁମାନ ରେସ୍‍ପାଇରେଟ୍ରୀ ସିଂକ୍ରୋସିଯଲ ୱାୟରସ

–      ଏଂଟେରୋୱାୟରସ

ଥଣ୍ଡା ଜାରରୁ ବଞ୍ଚିବା ପାଇଁ ଉପାୟ :

–      ପ୍ରାୟତଃ ଲୋକ କାଶିବା ଓ ଛିଙ୍କିଲା ପରେ ହାତ ଧୁଅନ୍ତି ନାହିଁ ଯାହା ଦ୍ଵାରା ଭାୟରସ ବ୍ୟାପୀ ଥାଏ । ହାତ ନିୟମିତ ଭାବେ ଖାଇବା ପୂର୍ବରୁ ଏବଂ ଟୟଲେଟ ଗଲା ପରେ ନିହାତି ଧୁଅନ୍ତୁ ।

–      କେତେ ଅଧ୍ୟୟନ ରେ କୁହା ଯାଇଛି କି ପାଣି ନଥିଲେ ଆପଣ ସାନିଟାଇଜର ମଧ୍ୟ ପ୍ରୟୋଗ କରନ୍ତୁ, ଏହା ଆପଣଙ୍କୁ ଜୀବାଣୁଠୁ ଦୂରେଇକି ରହିବାରେ ସାହାଯ୍ୟ କରନ୍ତି ଏବଂ ଆପଣ ସଂକ୍ରମିତ ହୁଅନ୍ତି ନାହିଁ ।

–      ହେଣ୍ଡ ଡ୍ରାୟର ଉପଯୋଗ କରନ୍ତୁ ନାହିଁ, ଏହା ଦ୍ଵାରା ବହୁତ ମାତ୍ରା ରେ ଖରାପ ଜୀବାଣୁ ବ୍ୟାପୀ ଥାନ୍ତି ।

–      ନିଜ ଆଖି, ନାକ, ଏବଂ ମୁହଁ କୁ ଜୀବାଣୁ ରହିତ ହାତରେ ଛୁଅନ୍ତୁ ନାହିଁ, ଏହା କଲେ ଜୀବାଣୁ ଶୀଘ୍ର ବ୍ୟାପୀ ଥାନ୍ତି ।

–      ନିଜ ସୁରକ୍ଷ୍ୟା ପାଇଁ କାହା ସହ ହାତ ମିଶେଇବାରୁ ବଞ୍ଚନ୍ତୁ ।

–      ସଂକ୍ରମିତ ଲୋକଠୁ ଦୂରେଇକି ରୁହନ୍ତୁ ।

–      ରୁମାଲ ଓ ଟିସୁ ଭଳି ଜିନିଷ ଛିଙ୍କିଲା ବେଳେ ଉପଯୋଗ କରନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *