ସାଗୁଦାନା ର ଏହି ଉପାୟ କରିଦେବ ଚମତ୍କାର, ଘରେ ହେବ ଟଙ୍କାର ବର୍ଷା

ଯଦି ପଇସାର ସମସ୍ୟା କାରଣରୁ ପରିବାରରେ ଲଢାଇ ଝଗଡାର ମାହୋଲ ରହିଥାଏ ବା ଆପଣଙ୍କ ଉପରେ କର୍ଜ ହୋଇଛି ତାହେଲେ ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଜରୁରତ ଅଛି । ମା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଧନ ସହିତ ସବନ୍ଧିତ ସବୁ ଚିନ୍ତା ଦୂର ହେବା ସହିତ ଆପଣଙ୍କ ପରିବାରରେ ଖୁସି ବି ଆସିବ । ତାହେଲେ ଆଜି ଆମେ ଆପଣଙ୍କୁ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କର ସମସ୍ୟାକୁ ଦୂର କରିଦେବ ।

ଏହାକୁ କରିବା ପରେ ଆପଣଙ୍କ ସହିତ ଯେତେ ବି ଧନ ସବନ୍ଧିତ ଚିନ୍ତା ଅଛି ତାହା ଶେଷ ହୋଇଯିବ ଏବଂ ଏହା ସହିତ ହିଁ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆଜିର ସମୟରେ ଧନର ଆବଶ୍ୟକତା ସମସ୍ତଙ୍କୁ ହୋଇଥାଏ କାରଣ ବିନା ଧନରେ କିଛି ବି କରିବା ସମ୍ଭବ ନୁହେଁ ।

ଯେତବେଳେ ଆପଣ ସନ୍ଧ୍ୟାରେ ପୂଜା କରିବେ ତାହେଲେ ସେହି ସମୟରେ ତମ୍ବା ଲୋଟାକୁ ପାଣିରେ ଭରି ନିଜ ପାଖରେ ରଖନ୍ତୁ ଏବଂ ସେଥିରେ ଦୁଇଟି କର୍ପୁର ପକାଇ ଦିଅନ୍ତୁ । ଯେତବେଳେ ଆପଣଙ୍କ ପୂଜା ସମାପ୍ତ ହେଇ ଜୀବ ତାହେଲେ ଏହି ଜଳରେ ଭରା ଲୋଟାରେ ପୁରା ଘରେ ଛିଞ୍ଚି ଦିଅନ୍ତୁ ଏହି ଉପାୟ କରିବା ଦ୍ଵାରା ସବୁ ଚିନ୍ତା ଦୂର ହୋଇଯିବ ।

ଯଦି ଆପଣ ଏହି ଉପାୟକୁ ପ୍ରତିଦିନ ସକାଳେ ସନ୍ଧ୍ୟାରେ କରିବେ ତାହେଲେ ଆପଣଙ୍କ ସମସ୍ୟା କିଛି ଦିନରେ ଶେଷ ହୋଇଯିବ । କିନ୍ତୁ ଗୋଟିଏ କଥାରେ ଧ୍ୟାନ ରଖିବେ କି ଏହି ଉପାୟ କେବଳ ଘରର ମହିଳାମାନେ ହିଁ କରନ୍ତୁ କାରଣ ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇ ଥାଏ ।

ଏହା ସହିତ ଆପଣଙ୍କୁ ଏକ ଅନ୍ୟ ଉପାୟ କହିବୁ ,ଯଦି ଆପଣ ସାଗୁଦାନାର ୧୨ଟି ଦାନା ନେଇ ୧୨ଦିନ ପର୍ଯ୍ୟନ୍ତ ନିଜ ମନ୍ଦିର ବା ଦୋକାନରେ ଜଳାଇବେ ତାହେଲେ ଏମିତି କରିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ ଉର୍ଣ୍ଣତି ତ ହେବ ଏହା ସହିତ ଯଦି ଆପଣ ବେରୋଜଗାର ଅଟନ୍ତି ତାହେଲେ ଆପଣଙ୍କୁ ଚାକିରି ବି ମିଳିପାରେ ।

ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଲମ୍ବା ସମୟ ଧରି ବେମାର ରେ ଅଛନ୍ତି ତାହେଲେ ଆପଣ ତାଙ୍କ ପାଖରେ ମାଟିରେ ତିଆରି ଦୀପରେ ଘିଅ ଏବଂ କର୍ପୁର ମିଶାଇ ଜଳାଇ ଦିଅନ୍ତୁ ଏହାଦ୍ବାରା ଏସଡ଼ବଲଇଉ ବହୁତ ଜଲ୍ଦି ଠିକ ହୋଇଯିବେ ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ପସନ୍ଦ ଆସିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *